ଜାତୀୟ

ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ହେବେ ପ୍ରଧାନମନ୍ତ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୮ ।୩: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଶୁକ୍ରବାର ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ୨୦୨୪ରେ ବି ସରକାର...

ଲୋକ ସଭା ନିର୍ବାଚନର ୬ ମାସ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ,୧୮ ।୩: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସହ ଜଡିତ ଏକ ପଦାଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି...

କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରାଇବାକୁ କେନ୍ଦ୍ରର ପ୍ରସ୍ତାବ

ନୂଆଦିଲ୍ଲୀ, ୧୮ା୩: ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ଠକାମୀର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ଅର୍ଥ ପୈଠ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଏକ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେବି-ସାହାରା ଆକାଉଣ୍ଟରୁ ୫,୦୦୦ କୋଟି ଟଙ୍କା କୋଅପରେଟିଭ୍‌ ସୋସାଇଟିଗୁଡ଼ିକର କେନ୍ଦ୍ରୀୟ...

ବାୟୁସେନା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ: agnipathvayu.cdac.inରେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନା ଅବିବାହିତ ଭାରତୀୟ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କଠାରୁ ଅଗ୍ନିବୀରବାୟୁ ଭାବେ ଯୋଗଦେବା ଲାଗି ଆବେଦନ ଗ୍ରହଣ କରୁଛି। ଆଇଏଏଫ୍‌ର ଅଗ୍ନିବୀରବାୟୁ ନିଯୁକ୍ତି ୨୦୨୩ ଲାଗି ରେଜିଷ୍ଟ୍ରେଶନ ପ୍ରକ୍ରିୟା ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଛି। ଯୋଗ୍ୟ ଇଚ୍ଛୁକ...

ନିର୍ବାଚନ ପୂର୍ବରୁ ସିଏମ୍‌ ଅଶୋକ ଗେହଲେଟ୍‌ଙ୍କ ବଡ଼ ଘୋଷଣା: ରାଜସ୍ଥାନରେ ଗଠନ ହେବ ୧୯ ନୂଆ ଜିଲା

ଜୟପୁର,୧୭।୩: ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସେ ୧୯ ନୂତନ ଜିଲା ଗଠନ କରିବାକୁ ଘୋଷଣା କରିଛନ୍ତି। ପୂର୍ବରୁ ରାଜସ୍ଥାନରେ ୩୩ ଜିଲା...

ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ ରହିଲା ପୱନ ଖେରାଙ୍କ ଆବେଦନ ଶୁଣାଣି

ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ପୱନ ଖେରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଶୁକ୍ରବାର ଖେରାଙ୍କ...

୭ରାଜ୍ୟରେ ପ୍ରତିଷ୍ଠା କରାଯିବ ଟେକ୍ସଟାଇଲ ପାର୍କ: ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୭।୩: ଦେଶର ୭ଟି ରାଜ୍ୟରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାମିଲନାଡୁ, ତେଲେଙ୍ଗାନା, କନର୍ର୍ାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ...

୫ ଦିନରେ ମାତ୍ର ୯୭ ମିନିଟ ଚାଲିଛି ସଂସଦ

ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍‌ ମାର୍ଚ୍ଚ...

ହାଇଦ୍ରାବାଦ ଅଗ୍ନିକାଣ୍ଡରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୫ଲକ୍ଷ ସହାୟତା ରାଶି ଘୋଷଣା

ହାଇଦ୍ରାବାଦ,୧୭।୩: ହାଇଦ୍ରାବାଦ ସିକନ୍ଦରାବାଦରେ ଗୁରୁବାର ସନ୍ଧ୍ୟାରେ ଏକ ବହୁ ମହଲା କର୍ମସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୪ମହିଳାଙ୍କ ସମେତ ୬ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ହାଇଡ୍ରୋଲିକ କ୍ରେନ ସାହାଯ୍ୟରେ ୧୨ଜଣଙ୍କୁ ସୁରକ୍ଷିତ ଭାବେ...

ଆତିଶୀଙ୍କୁ ମିଳିଲା ସିସୋଡିଆଙ୍କ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଶିକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଆତିଶୀଙ୍କୁ ଦିଲ୍ଲୀ ସରକାର ସିସୋଡିଆଙ୍କ ସରକାରୀ ବାସଭବନ ଦେଇଥିବା ସୂଚନା...

ପୁଣିଥରେ ଚମକାଇ ଦେଲେ ମାୟାବତୀ

ଲକ୍ଷ୍ନୌ,୧୭ ।୩: ଲୋକ ସଭା ଓ ଉତ୍ତର ପ୍ରଦେଶର ମ୍ୟୁନିସିପାଲ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କର ଏକ ନିଷ୍ପତ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ମାୟାବତୀ ଏକ ଟୁଇଟ କରି ଦଳରେ କରିଥିବା...

ସିସୋଡିଆଙ୍କ ବଢିଲା ଅଡୁଆ, ଆହୁରି ୫ ଦିନ ରିମାଣ୍ଡ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ରିମାଣ୍ଡକୁ ଆହୁରି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଇଡି ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଅନ୍ୟପଟେ, ସିସୋଡିଆ ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri