ଜାତୀୟ

ରାହୁଲର ଅର୍ଥ ଆର’ ରୁ ରିଗ୍ରେଟଫୁଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଗୃହ ନିୟମର ଏକ ବୁକଲେଟ ଦେବା ପାଇଁ ମୁଁ ଆଣିଥିଲି। ଯେଉଁଥିରେ...

ସନ୍ଧ୍ୟାରେ ମମତାଙ୍କୁ ଭେଟିବେ ଅଖିଳେଶ, ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

କୋଲକାତା,୧୭।୩: ସମାଜବାଦୀ ପାର୍ଟିର ବାର୍ଷିକ ସମ୍ମିଳନୀ କୋଲକାତାରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ସମ୍ମିଳନୀରେ ସାମିଲ ହୋବକୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କକା ଶିବପାଲଙ୍କ ସହ କୋଲକାତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ୨୦୨୪ ଲୋକ...

କଂଗ୍ରେସକୁ ଗୋଟିଏ ବି ଭୋଟ ଦେବା ଉଚିତ୍‌ ନୁହେଁ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ କରିଥିଲେ। ସେଠାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ଭାରତ ବିଷୟରେ ଅନେକ କଥା କହିଥିଲେ। ରାହୁଲଙ୍କ ସେହି ବିବୃତ୍ତିକୁ ନେଇ ଭାଜପା ଦୃଢ ବିରୋଧ କରୁଛି। ଏହି ସମୟରେ କର୍ନାଟକର...

ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ: ଆଗାମୀ ଲହରର ଆଶଙ୍କା କହିଲେ ଏକ୍ସପର୍ଟ

ନୂଆଦିଲ୍ଲ,୧୭।୩: ଭାରତରେ ଗତ କିଛି ଦିନରୁ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ଚାରିମାସ ପରେ ଗୁରୁବାର ୭୦୦ରୁ ଊର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ବତ୍ତର୍ମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା...

ଗୃହ ସ୍ଥଗିତ ହେବା ପରେ ଗାନ୍ଧୀ ମୂର୍ତ୍ତି ତଳେ ଆଦାନୀ ପ୍ରସଙ୍ଗକୁ ନେଇ ଧାରଣାରେ ବସିଲେ ବିରୋଧୀ ନେତା

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଶୁକ୍ରବାର ଉଭୟ ଗୃହକାର୍ଯ୍ୟ ଚାଲିପାରିନାହିଁ। ଯାହା ପରେ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାର୍ଚ୍ଚ ୨୦ ଯାଏ ସ୍ଥଗିତ ରଖାଯାଇଛି। ଏହି ସମୟରେ ବିରୋଧୀ ଦଳର ନେତାମାନେ ସଂସଦ...

ସଂସଦରେ ଜୋରଦାର ହଟ୍ଟଗୋଳ: ଉଭୟ ଗୃହ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୭।୩: ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିନରେ ମଧ୍ୟ ଉଭୟ ଗୃହର କାର୍ଯ୍ୟ ସଠିକ୍‌ ଭାବେ ଚାଲିପାରିନାହିଁ। ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଦଳ କଂଗ୍ରେସ ନେତାଙ୍କ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଉଭୟ ଗୃହରେ...

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର୍‌’ ପୁରସ୍କାର

ନୂଆଦିଲ୍ଲୀ,୧୭।୩: ରିଜର୍ଭ ବ୍ୟାଙ୍କ ଅପ୍‌ ଇଣ୍ଡିଆ(ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଟରନ୍ୟାଶ୍‌ନାଲ୍‌ ପବ୍ଲିକେଶନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। କରୋନା ମହାମାରୀ ଏବଂ ୟୁକ୍ରେନ ଯୁଦ୍ଧର ଭୟଙ୍କର...

ଆଜି କ୍ୟାବିନେଟ ବୈଠକ, ମହଙ୍ଗା ଭତ୍ତା ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୩: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଦିଆଯାଏ। ସରକାରୀ ନିୟମ ଅନୁଯାୟୀ ମହଙ୍ଗା ଭତ୍ତା ଜାନୁଆରୀ ପହିଲା ଏବଂ ଜୁଲାଇ ପହିଲାରେ ଦିଆଯାଏ। ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକ...

ଶୀତଳ ଭଣ୍ଡାରର ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶର ଚନ୍ଦୌସିରେ ଶୀତଳ ଭଣ୍ଡାରର ଛାତ ଭୁଶୁଡିବା ପରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିସହ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି କେତେକ ଲୋକ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା...

ତୁଷାରପାତରେ ଫସି ରହିଥିବା ୧୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ଗ୍ୟାଙ୍ଗଟକ,୧୭।୩: ପ୍ରବଳ ତୁଷାରପାତ ପରେ ପୂର୍ବ ସିକ୍କିମର ଉପର ଅଞ୍ଚଳରେ ଫସି ରହିଥିବା ମହିଳା ଶିଶୁଙ୍କ ସମେତ ୧୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ସ୍ଥାନାନ୍ତର କରିଛି। ସେ କହିଛନ୍ତି ଯେ ବୁଧବାର ଅପରାହ୍ନରେ ନାଥୁ ଲା, ସୋମଗୋ (ଚାଙ୍ଗୁ)...

ଦେଶରେ ଆଜି ୭୯୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯୫ ନୂଆ କରୋନା ମାମଲା...

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୧୭।୩: କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯିବ। ଏଥିସହ ପ୍ରାର୍ଥୀଙ୍କ ନାମର ପ୍ରଥମ ତାଲିକା ଉପରେ ମୋହର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri