ଜାତୀୟ

ୟୁପିରେ ଗତ ୬ ବର୍ଷ ମଧ୍ୟରେ ହୋଇଛି ୧୦ ହଜାରରୁ ଅଧିକ ଏନକାଉଣ୍ଟର, ୬୩ ମୃତ, ୫୯୬୭ ଆରେଷ୍ଟ

ଲକ୍ଷ୍ନୌ,୧୭ ।୩: ଉତ୍ତର ପ୍ରଦେଶ ସରକାର ପୋଲିସ ଓ ଅପରାଧିଙ୍କ ମଧ୍ୟରେ ହୋଇଥିବା ସାମ୍ନା ସାମ୍ନିକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ଯୋଗି ଆଦିତ୍ୟନାଥ ସରକାର କହିଛନ୍ତି ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ପୋଲିସ ଓ ଅପରାଧିଙ୍କ...

ଭାଜପା ବିଧାୟକଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ, ସହରରେ ଲାଗିଲା ପୋଷ୍ଟର: ପଛରେ ରହିଛି ଏମିତି କାରଣ

ଜୟପୁର,୧୭।୩: ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୀତି ଚରମ ସୀମାରେ ରହିଛି। ପ୍ରତିଦିନ ନୂଆ ବିବାଦ ସାମ୍ନାକୁ ଆସୁଛି। ନିଜଟରେ ରାଜସ୍ଥାନରେ ଭାଜପାର ରାମଗଞ୍ଜମାଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମଦନ ଦିଲାୱାର ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର...

ଟିସିଏସ୍‌ର ସିଇଓ ପଦରୁ ଇସ୍ତଫା ଦେଲେ ରାଜେଶ ଗୋପୀନାଥନ

ନୂଆଦିଲ୍ଲୀ,୧୭।୩: ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ରାଜେଶ ଗୋପୀନାଥନଙ୍କ ଇସ୍ତଫା ପରେ ମାର୍ଚ୍ଚ...

ହାଇଦ୍ରାବାଦର ଏକ ମାର୍କେଟ କମ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ହାଇଦ୍ରାବାଦ,୧୭ ।୩: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ବହୁ ମହଲା ବିଶିଷ୍ଟ କମର୍ସିଆଲ କମ୍ଲେକ୍ସରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ ଅତିକମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ...

କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତିଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭର ଗିରଫ

ବେଙ୍ଗାଲୁରୁ,୧୬।୩: କର୍ନାଟକର ବିଜୟପୁରା ଜିଲାରେ କେନ୍ଦ୍ର ଖାଦ୍ୟ ଓ ବଣ୍ଟନ ରାଜ୍ୟ ମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍‌କୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ପଛପଟୁ ଧକ୍କା ଦେଇଛି।...

ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର

ମୁମ୍ବାଇ,୧୬।୩: ସମଗ୍ର ଦେଶରେ ଏଚ୍‌୨ଏନ୍‌୩ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ବୃଦ୍ଧି ମଧ୍ୟରେ କରୋନା ଭାଇରସ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଲୋକଙ୍କୁ କରୋନା ଭୟ ଘାରିଲାଣି। ମଙ୍ଗଳବାର ଏଠାରେ କୋଭିଡର ୩୬ଟି ମାମଲା...

ଶୁକ୍ରାବାରରୁ ଆରମ୍ଭ ହେବ ଦିଲ୍ଲୀ ବଜେଟ ଅଧିବେଶନ: ଉପସ୍ଥାପନ କରିବେ ନୂତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିଜର ଅଭିଭାଷଣ ରଖିବେ। ଏହାପରେ ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବଜେଟ ଉପସ୍ଥାପନ କରାଯିବ...

କାନାଡା ଛାଡ଼ିବେ ୭୦୦ ଭାରତୀୟ ଛାତ୍ରୀଛାତ୍ର

ଚଣ୍ଡିଗଡ,୧୬। ୩: ପାଠପଢ଼ା ପାଇଁ ଭାରତରୁ କାନାଡା ଯାଇଥିବା ୭୦୦ ଛାତ୍ରୀଛାତ୍ରଙ୍କୁ ଦେଶ ଛାଡ଼ିବା ପାଇଁ କାନାଡିଆନ୍‌ ବର୍ଡର୍‌ ସିକ୍ୟୁରିଟି ଏଜେନ୍ସି (ସିବିଏସ୍‌ଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ର ନାମଲେଖା ପାଇଁ ଦେଇଥିବା ଷ୍ଟଡି ଭିଜା ନକଲି ବୋଲି...

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକରର ହାତ

ନୂଆଦିଲ୍ଲୀ, ୧୬। ୩: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକର୍‌ ଗ୍ରୁପ୍‌ର ସମ୍ପୃକ୍ତି ଥିବା ଭାରତୀୟ ସାଇବର ସିକ୍ୟୁରିଟି କମ୍ପାନୀ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରୁ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌...

ମହାକାଶ ଭ୍ରମଣ ପାଇଁ ଟିକେଟର ଦାମ୍‌ ୬ କୋଟି

ନୂଆଦିଲ୍ଲୀ, ୧୬ା୩: ଆଗାମୀ ୨୦୩୦ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶ ପର୍ଯ୍ୟଟନ ଆରମ୍ଭ କରିବା ଲାଗି ଯୋଜନା କରିଛି। ଏଥିପାଇଁ ଟିକେଟ ଦାମ୍‌ ପ୍ରାୟ ୬ କୋଟି ଟଙ୍କା ରହିବ। ଯେଉଁ ଭାରତୀୟ ଅର୍ଥ ପୈଠ କରିପାରିବେ...

କାର୍‌କୁ ଘେରିଗଲେ ଭାଜପା କର୍ମୀ, ପ୍ରଚାର ବାତିଲ କରି ଫେରିଆସିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୬।୩: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦୁରପ୍ପା ଆଜି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ଗୁରୁବାର ଚିକମାଗାଲୁର ଜିଲାରେ ପ୍ରଚାର କରିବାକୁ ଯାଉଥିବା ବେଳେ ଭାଜପା କର୍ମୀମାନେ ତାଙ୍କ କାର୍‌କୁ ଘେରାଉ କରି ନିର୍ବାଚନ...

ରାହୁଲଙ୍କ ଭାଇରାଲ ଭିଡିଓର ପ୍ରତିକ୍ରିୟା ରଖିଲେ ଭାଜପା ନେତା

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପି’ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଉପରେ ଭାଜପା ନେତା ଶାହଜାଦ ପୁନାୱାଲା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟରାମ ଜୀ, ଆମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri