ଜାତୀୟ

ମେଘାଳୟରେ ଏନପିପି ବହୁମତ ମୁହାଁ…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଏନପିପି ବହୁମତ ମୁହାଁ ହେବାରେ ଲାଗିଛି। ଏଠାରେ ଏନପିପି ୨୩ ଆସନରେ ଆଗୁଆ ଥିବା ବେଳେ ଭାଜପା ୮, ଟିଏମସି ୧୩ରେ ଏବଂ ଅନ୍ୟଦଳ ୧୫ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ...

ଭାରତ ଗ୍ଲୋବାଲ ସାଉଥ୍‌ର ସ୍ବର: ମୋଦି

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତରେ ପହଞ୍ଚିଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର। ଏହି ବୈଠକରେ ଏକତା, ଉଦ୍ଦେଶ୍ୟର ଏକତା ଏବଂ...

ତ୍ରିପୁରାରେ ପୁଣି ଭାଜପା…

ଅଗରତାଲା,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ତ୍ରିପୁରାରେ ପୁଣି ଭାଜପାକୁ ବହୁମତ ମିଳିବାକୁ ଯାଉଛି। ରାଜ୍ୟରେ ଭାଜପା ୩୭ଟି ଆସନରେ ଆଗୁଆ ରହିଥିବାବେଳେ ବାମ ଦଳ ୧୪, ଟିଏମସି ୧୧ ଆସନରେ ଆଗୁଆ ରହିଛି। ରାଜ୍ୟରେ ସରକାର ଗଠନ ପାଇଁ...

ମେଘାଳୟରେ ଟିଏମସି-ଏନପିପି କଡ଼ା ଟକ୍କର…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଟିଏମସି ଏବଂ ଏନପିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଠାରେ ଭାଜପା ୮ଟି ଆସନରେ ଆଗୁଆ ଥିବାବେଳେ ଏନପିପି ୧୬ରେ, ଟିଏମସି ୧୬ରେ, କଂଗ୍ରେସ ୧୦ରେ ଏବଂ ଅନ୍ୟଦଳ ୧୦...

ମେଘାଳୟରେ ଦିଦିଙ୍କ ମ୍ୟାଜିକ୍‌

ଶିଲଂ,୨।୩: ଉତ୍ତର ପୂର୍ବାଞ୍ଚଳର ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ମେଘାଳୟରେ ସବୁଠାରୁ ବଡ ଦଳ ଭାବରେ ମମତା ବାନାର୍ଜୀଙ୍କ ଦଳ ତୃଣମୁଲ କଂଗ୍ରେସ ଉଭା...

ବିଧାନସଭା ଭୋଟ ଗଣତି: ତ୍ରିପୁରା-ନାଗାଲାଣ୍ଡରେ ଭାଜପା, ମେଘାଳୟରେ ଏନପିପି ଆଗୁଆ,…

ଅଗରତାଲା/କୋହିମା/ଶିଲଂ,୨।୩ : ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଫଳାଫଳାରୁ ଜଣାପଡ଼ିଛି ଯେ, ତ୍ରିପୁରା-ନାଗାଲାଣ୍ଡରେ ଭାଜପା ଆଗୁଆ ରହିଛି। ଅନ୍ୟପକ୍ଷରେ, ମେଘାଳୟର ସବୁଠାରୁ ବଡ ଦଳ ଭାବରେ...

ତ୍ରିପୁରାରେ ଭାଜପା ଆଗୁଆ

ଅଗରତାଲା,୨ ।୩: ପୂର୍ବୋତ୍ତରର ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ୩ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି ।...

ରମେଶ ସିଂ ଅରୋରା କର୍‌ତାରପୁର କରିଡର ଆମ୍ବାସାଡର

ଇସ୍‌ଲାମାବାଦ୍‌, ୨।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ବିଶ୍ୱର ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ କର୍‌ତାରପୁର କରିଡର ଆମ୍ବାସାଡର ଭାବେ ସର୍ଦ୍ଦାର ରମେଶ ସିଂ ଅରୋରାଙ୍କୁ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଶିଖ୍‌ ନେତା ରମେଶ ଅବୈତନିକ ଭାବେ କାର୍ଯ୍ୟ...

ଜାଫରଙ୍କ ଘର ଭାଙ୍ଗିଲା ବୁଲ୍‌ଡୋଜର

ଲକ୍ଷ୍ନୌ, ୨।୩: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗର ନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମାରଣାସ୍ତ୍ର ପୋଲିସ ଜବତ କରିଛି।...

କେମ୍ବ୍ରିଜ୍‌ରେ ରାହୁଲଙ୍କ ନୂଆ ଲୁକ୍‌

ଲଣ୍ଡନ, ୨।୩:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୫୨ ବର୍ଷୀୟ ରାଜନେତାଙ୍କ ନୂଆ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା...

ସିପିଆର୍‌କୁ ବିଦେଶୀ ପାଣ୍ଠି ମନା

ନୂଆଦିଲ୍ଲୀ,୨ା୩ :ଜଣାଶୁଣା ପବ୍ଲିକ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ସିପିଆର୍‌)ର ଫରେନ୍‌ କଣ୍ଟ୍ରିବ୍ୟୁଶନ୍‌ ରେଗୁଲେଶନ୍‌ ଆକ୍ଟ (ଏଫ୍‌ସିଆର୍‌ଏ) ଲାଇସେନ୍ସକୁ ବୁଧବାର କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ଆୟକର ଆଇନ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

‘ଆରଆରଆର’ର ‘ନାଟୁ ନାଟୁ’ ଗୀତରେ ଝୁମିମ ସାରା ବିଶ୍ୱ, ଓସ୍କାର ସେରିମନିରେ ହେବ ଲାଇଭ ପରଫରମାନ୍ସ

ମୁମ୍ବାଇ,୨ ।୩: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ମୁଭି ‘ଆରଆରଆର’ର ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । କେବଳ ଏହି ଫିଲ୍ମ ନୁହେଁ ବରଂ ଏହାର ‘ନାଟୁ ନାଟୁ’ ଗୀତର ନିଶା ଲୋକଙ୍କ ମୁଣ୍ଡରେ ଚଢିଯାଇଛି । ନାଟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri