ଜାତୀୟ

କେଜ୍‌ରିଓ୍ବାଲଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଭାଜପା-କଂଗ୍ରେସର ବିକ୍ଷୋପ ପଦର୍ଶନ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ଦେଖାଯାଇଛି। ବୁଧବାର ଭାଜପା-କଂଗ୍ରେସ ଏଏପିକୁ ଟାର୍ଗେଟ୍‌ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଇସ୍ତଫା ଦାବି କରିଛନ୍ତି। ଏନେଇ ଜାତୀୟ ରାଜଧାନୀ...

ଗେହଲଟ-ରାଜକୁମାରଙ୍କୁ ମିଳିଲା ସିସୋଡିଆଙ୍କ ବିଭାଗ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ମନୀଷ ସିସୋଡିଆ...

ଆଗାମୀ ୧୦ମିନିଟ୍‌ ଭିତରେ ଓ୍ବେଷ୍ଟ କୁର୍ଲାରେ ହେବ ବ୍ଲାଷ୍ଟ

ମୁମ୍ବାଇ,୧।୩: ଗତ କିଛି ଦିନରୁ ଆସୁଥିବା ଅଜ୍ଞାତ ଫୋନ୍‌ କଲ୍‌ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି। କିଛି ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତିରେ। ପ୍ରାୟ ରାତି୧୧ଟାରେ ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌...

ନୀତୀଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପାଟନା,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ୭୨ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର...

ମୁକେଶ ଅମ୍ବାନୀ-ଅମିତାଭ-ଧର୍ମେନ୍ଦ୍ରଙ୍କ ଘର ଉଡ଼ାଇ ଦେବାକୁ ମିଳିଲା ଧମକ: ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧।୩: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍‌ କରି ଏହି ଧମକ...

କୈଳାଶ ଏଏପିର ନୂଆ କ୍ଷମତା କେନ୍ଦ୍ର…

ନୂଆଦିଲ୍ଲୀ,୧।୩ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ବଡ଼ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ସେ କ୍ୟାବିନେଟ ପଦରୁ ଇସ୍ତଫା ଦେଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ...

କେଜରିଓ୍ବାଲଙ୍କ କ୍ୟାବିନେଟରେ ସାମିଲ ହେବେ ସୌରଭ-ଆତିଶି: ଉପରାଜ୍ୟପାଳଙ୍କ ପାଖକୁ ପଠାଗଲା ନାମ…

ନୂଆଦିଲ୍ଲୀ,୧।୩ : ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। କ୍ୟାବିନେଟରେ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ନିକଟକୁ ଏଏପି ବିଧାୟକ ସୌରଭ...

ବିକଶିତ ସହର ଏକବିଂଶ ଶତାବ୍ଦୀରେ ଭାରତର ଏକ ନୂତନ ପରିଚୟ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୩ : ସହରୀ ଯୋଜନା, ବିକାଶ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବଜେଟ ପରବର୍ତ୍ତୀ ୱେବନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ ନୂତନ ସହରଗୁଡିକ ବିକାଶ ହେଉଛି, ଯାହା ଏକବିଂଶ ଶତାବ୍ଦୀରେ ଭାରତର ଏକ ନୂତନ ପରିଚୟ...

ଏଏପି ବାଡ଼ ଡେଇଁ ପଦ୍ମ ଧରିଲେ ଭାସ୍କର ରାଓ, କହିଲେ ମନ୍ତ୍ରୀଙ୍କ ଜେଲ ଯିବା ଲଜ୍ଜା ଜନକ…

ବେଙ୍ଗାଲୁରୁ,୧।୩ : କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି)କୁ ବଡ଼ ଝଟ୍‌କା ଲାଗିଛି। ଏଏପି ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ତଥା ବେଙ୍ଗାଲୁରୁର ପୂର୍ବତନ କମିଶନର ଭାସ୍କର ରାଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ଛାଡିଛନ୍ତି।...

ଦୈନିକ ସଂକ୍ରମଣ ୨ ଶହ ଟପିଲା…

ନୂଆଦିଲ୍ଲୀ, ୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଭାରତରେ ପହଞ୍ଚିଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ/ମସ୍କୋ,୧।୩: ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତରେ ପହଞ୍ଚିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି। ଲାଭ୍ରୋଭ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ...

୧୭୦ ଦିନ ପରେ ଦାଢି-ନିଶ ଟ୍ରିମ କଲେ ରାହୁଲ, ଲଣ୍ଡନରେ କୁଲ ଲୁକରେ ନଜର ଆସିଲେ

ନୂଆଦିଲ୍ଲୀ/ଲଣ୍ଡନ,୧ ।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଏବେ ସେ ବ୍ରିଟେନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ୟୁନିଭର୍ସିଟିରେ ଲେକ୍‌ଚର ଦେବେ । ଏହା ପୂର୍ବରୁ ତାଙ୍କ ନୂଆ ଲୁକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri