ଜାତୀୟ

ସକ୍ରିୟ ମାମଲା ୪ ହଜାର ମୁହାଁ…

ନୂଆଦିଲ୍ଲୀ, ୧୪।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଛି କଂଗ୍ରେସ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୪।୩: ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଛି। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ଦର୍ଶାଇ ଗିରିରାଜ କହିଛନ୍ତି,...

୩୦ ଲକ୍ଷ କି.ମି. ସାଇକେଲ ଚଳାଇ ଗିନିଜ୍‌ ରେକର୍ଡ

ଜୟପୁର,୧୪ା୩: ସାଇକେଲରେ ସର୍ବାଧିକ ପଥ ଅତିକ୍ରମ କରିଥିବା ରାଜସ୍ଥାନ ବାରମେରର ନରପତ୍‌ ସିଂ ରାଜପୁରୋହିତ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ରାଜପୁରୋହିତ ୨୦୧୯ ଜାନୁୟାରୀରେ ଜମ୍ମୁରୁ ନିଜର ସାଇକେଲ ଯାତ୍ରା ଆରମ୍ଭ କରି ୨୦୨୨ ଏପ୍ରିଲରେ...

ଗୁଜରାଟରେ ଏଚ୍‌୩ଏନ୍‌୨ ଭାଇରସରେ ମହିଳାଙ୍କ ମୃତ୍ୟୁ

ଅହମ୍ମଦାବାଦ,୧୪।୩: ଦେଶରେ ଏବେ ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ। ଏହି ଭାଇରସରେ ଦେଶରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟର ଜଣେ ୫୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ହୋଇ ଭଡୋଦରାସ୍ଥିତ ଏସ୍‌ଏସ୍‌ଜି...

ପରଲୋକରେ ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକ

ନୂଆଦିଲ୍ଲୀ, ୧୪।୩: ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ ଘଟିଛି। ମଙ୍ଗଳବାର ଏକ ଘରୋଇ ଡାକ୍ତରଖାନାରେ ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବେଦ ପ୍ରତାପଙ୍କ ପିଏ ମୋହନ ଏହି ସୂଚନା ଦେଇଛନ୍ତି। ସେ...

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଫିସ ଯାଇଥିଲେ ସ୍ବାମୀ, କାମ ସାରି କଲେ ଆତ୍ମସମର୍ପଣ

ମୁମ୍ବାଇ,୧୪।୩: ମହାରାଷ୍ଟ୍ରରେ ଏକ ହତ୍ୟାକାଣ୍ଡର ଅଜବ ମାମଲା ସାମ୍ନାକୁ ଆସିଛି। ସୋମବାର ପାଲଘର ଜିଲାର ନାଲାସୋପାରାଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ଏଭଳି...

ପୁଣି ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୦୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୨ ନୂଆ କରୋନା ମାମଲା...

ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଗୃହରେ ହଙ୍ଗାମା: ଅପରାହ୍ନ ୨ଟା ଯାଏ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ  ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନ ଥିଲା। ଏହାପରେ ଲୋକ...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କରିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ଭଗବତ...

ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ କୃଷ୍ଣଙ୍କ ପ୍ରତି ଭଲ ପାଇବା ବେଶ୍‌ ନିଆରା। ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ...

ଆଜି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ,୧୪।୩: ସଂସଦ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମ୍ମୁ-କଶ୍ମୀରର ବଜେଟ ଉପସ୍ଥାପନ କରିପାରନ୍ତି। ଅନ୍ୟପକ୍ଷରେ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ। ତେବେ ବଜେଟ ଅଧିବେଶନର ଦ୍ୱିତୀୟ...

ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏ ଚଢାଉ

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ମଙ୍ଗଳବାର ସକାଳୁ ଏନ୍‌ଆଇଏ ଚଢାଉ ହୋଇଛି। ଶ୍ରୀନଗର, ଶୋପିଆନ, ପୁଲୱାମା, ଅନନ୍ତନାଗ ଏବଂ କୁଲଗାମ ସମେତ କାଶ୍ମୀରର ଅନେକ ସ୍ଥାନରେ ଏନଆଇଏ ଟିମ ଚଢାଉ କରୁଛନ୍ତି। ଏହି ଚଢାଉ ଆତଙ୍କବାଦୀ ପାଣ୍ଠି ଏବଂ ଅନ୍ୟାନ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri