ଜାତୀୟ

ହୃଦ୍‌ଘାତରେ କରଣୀ ସେନା ପ୍ରତିଷ୍ଠାତାଙ୍କ ପରଲୋକ

ଜୟପୁର,୧୪।୩:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭିଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଜୟପୁର ସ୍ଥିତ ଏସଏମଏସ ହସ୍ପିଟାଲର ଡାକ୍ତରମାନେ ଏହା ନିଶ୍ଚିତ କରିଛନ୍ତି। ତାଙ୍କର ମୃତଦେହ ଶେଷ ଦର୍ଶନ ପାଇଁ ରାଜପୁତ ଭବନ ଜୟପୁରରେ ରଖାଯିବ। ଏହାପରେ ତାଙ୍କ ଜନ୍ମ...

ବାବରି ମସଜିଦ ନୁହେଁ, ଆମକୁ ଦରକାର ରାମ ଜନ୍ମଭୂମି: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪ ।୩: ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କର୍ନାଟକରେ କନକଗିରିରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଶାସନ କ୍ଷମତା ଦେବାକୁ ଅପିଲ କରି କହିଛନ୍ତି, ଆମକୁ ଏବେ ବାବରି ମସଜିଦ ନୁହେଁ, ରାମ ଜନ୍ମଭୂମି ଦରକାର । ଆମକୁ ଭାଜପାକୁ...

ଆସାମରେ ବାଲ୍ୟ ବିବାହ ମାମାଲା, ୮୭୭୩ ଚାର୍ଜସିଟରୁ ୪୯୪ ଦୋଷୀ

ଗୁଆହାଟି,୧୪ ।୩: ଆସାମରେ ବାଲ୍ୟ ବିବାହ ଓ ପୋକ୍‌ସୋ ମାମଲାରେ ଚାର୍ଜସିଟ କରାଯାଇଥିବା ୮,୭୭ ଲୋକଙ୍କ ମଧ୍ୟରୁ ମାତ୍ର ୪୯୪ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ସୂଚନା ସୋମବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଦେଇଛନ୍ତି...

୫ ବର୍ଷ ସହମତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ, ୧୪ା୩: ଦୀର୍ଘ ୫ ବର୍ଷ ସହମତିରେ ଯୌନ ସମ୍ପର୍କ ରଖିବା ପରେ ଏହାକୁ ଇଚ୍ଛା ବିରୋଧରେ ବୋଲି କୁହାଯାଇପାରିବ ନାହିଁ। କର୍ନାଟକ ହାଇକୋର୍ଟ ଏହା କହିବା ସହ ଏକ ବଳାତ୍କାର ଅଭିଯୋଗ ମାମଲାକୁ ଖାରଜ କରିଦେଇଛନ୍ତି। ଅଲଗା ରହୁଥିବା...

ସିବିଆଇ ତଦନ୍ତ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୪ା୩: ଭାରତର ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର କେତେଜଣ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ ପଛରେ ଆପରାଧିକ ଷଡ଼ଯନ୍ତ୍ର ଥିବା ଭାଜପାର ଅଭିଯୋଗ ଉପରେ ତଦନ୍ତକୁ ସ୍ଥଗିତ ରଖିବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର ସିବିଆଇକୁ କହିଛନ୍ତି। ଏହି ମାମଲାରେ ହାଇକୋର୍ଟଙ୍କ...

ଚାଇନା-ପାକିସ୍ତାନକୁ କଡା ଟକ୍କର ଦେବ ଭାରତ! ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟରେ ରହିଛି ଟପରେ

ନୂଆଦିଲ୍ଲୀ,୧୪ ।୩: ଭାରତ ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟର ଭାବେ ବିଶ୍ୱର ସବୁଠାରୁ ଶୀର୍ଷରେ ରହିଛି । ୨୦୧୩ରୁ ୨୦୧୭ ଓ ୨୦୧୮ରୁ ୨୦୨୨ ମଧ୍ୟରେ ଏହାର ଇମ୍ପୋର୍ଟ ୧୧ ପ୍ରତିଶତ ତଳକୁ ଖସିଛି । ଷ୍ଟକହୋମ ସ୍ଥିତ ଟ୍ୟାକ ‘ସିପରି’ ପକ୍ଷରୁ...

‘ଭାଜପା ରାଷ୍ଟ୍ର’ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ: ମେହବୁବା ମୁଫତି

ଶ୍ରୀନଗର,୧୪।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସୀମାନ୍ତ ଜିଲା ପୁଞ୍ଚରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ସରକାର ଏବଂ ଭାଜପା ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ଦେଶକୁ...

ବଢିପାରେ ରାହୁଲଙ୍କ ସମସ୍ୟା

ନୂଆଦିଲ୍ଲୀ,୧୪।୩: ଲଣ୍ଡନରେ ସଂସଦର ପ୍ରକ୍ରିୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ତାଙ୍କ ସମସ୍ୟା ବଢାଇପାରେ। ସଂସଦର ବିଶେଷାଧିକାର କମିଟି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇପାରେ। ରାହୁଲ ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ...

ଏଚ୍‌୩ଏନ୍‌୨ ସଂକ୍ରମଣ ଚିନ୍ତା: ମାସ୍କ, ଟିକାକରଣ, ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ

ନାଗପୁର,୧୩ା୩: ଜାତୀୟ କୋଭିଡ୍‌ ଟାସ୍କଫୋର୍ସର ନେତୃତ୍ୱ ନେଇଥିବା ଡ. ରଣଦୀପ୍‌ ଗୁଲେରିଆ ବର୍ତ୍ତମାନର ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ। କୋଭିଡ୍‌ ସମୟର ଆଇଶୋଲେଶନ...

ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ପୁଣି ମିଳିବ ରିହାତି

ନୂଆଦିଲ୍ଲୀ,୧୩।୩: କରୋନା ମହାମାରୀ ପରେ ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରା ସମୟରେ ରିହାତି ମିଳିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ କରୋନା ମହାମାରୀ ପରେ ଦେଶର ସ୍ଥିତିରେ ଅନେକ ଉନ୍ନତି ଘଟିଛି। ତେଣୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡ଼ା ଉପରେ ରିହାତି...

ଚତୁର୍ଥ ମହଲାରୁ ପଡ଼ି ଏୟାର ହୋଷ୍ଟେସ୍‌ଙ୍କ ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ଧକ୍କା ଦେବା ଅଭିଯୋଗ

ବେଙ୍ଗାଲୁରୁ,୧୩।୩: କର୍ନାଟକର ବେଙ୍ଗାଲୁରୁର କୋରମଙ୍ଗଳା ଅଞ୍ଚଳର ରେଣୁକା ରେସିଡେନ୍ସିରେ ଶୁକ୍ରବାର ଜଣେ ୨୮ବର୍ଷୀୟା ଏୟାର ହୋଷ୍ଟେସ୍‌ ଅର୍ଚ୍ଚନା ଧୀମନାଙ୍କ ମୃତ୍ୟୁ ହୋଇଛି। ଏହା ମାମଲାରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚତୃର୍ଥ ମହଲାର ବାଲକୋନିରୁ ପଡ଼ି ତାଙ୍କ...

ସିଲ୍‌ ହେଲା ନ୍ୟାଶନାଲ ହାଇଓ୍ବେ ଟୋଲ ପ୍ଲାଜା

ରାୟପୁର,୧୩।୩: ଛତିଶଗଡ଼ର ବସ୍ତର ଜିଲାର ଜାତୀୟ ରାଜପଥ-୩୦ର ବଡଇଗୁଡା ସ୍ଥିତ ଟୋଲ ପ୍ଲାଜା ନିକଟରେ ସୋମବାର କେତେକ ସ୍ଥୀନୀୟ ଲୋକ ତୀବ୍ର ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ତୀବ୍ର ବିରୋଧ ମଧ୍ୟରେ ଏସ୍‌ଡିଏମ୍‌ ଏହି ଟୋଲ୍‌ ପ୍ଲାଜାକୁ ସିଲ୍‌ କରିଦେଇଥିବା ଜଣାପଡ଼ିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri