ଜାତୀୟ

ରେଳ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ, ଫଟୋ ଶେୟାର କଲେ ବିଭାଗୀୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଆସାମର ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏକ ଚା’ ଷ୍ଟଲ ଖୋଲିଛନ୍ତି। ତେବେ ପ୍ଲାଟଫର୍ମରେ ଏହା ଦେଶର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ ବୋଲି କୁହାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ଟୁଇଟ କରି...

ମୁମ୍ବାଇର ବସ୍ତି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ

ମୁମ୍ବାଇ,୧୩।୩: ମୁମ୍ବାଇର ମଲାଡ ଅଞ୍ଚଳର ଅପା ପାଡା ବସ୍ତି ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମବାହିନୀର ୬ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ସା ପ୍ରାୟ ୫...

ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟ୍‌କା: ଘନିଷ୍ଠ ନେତାଙ୍କ ପୁଅ ଭୂଷଣ ଦେଶାଇ ଶିନ୍ଦେ ଗୋଷ୍ଠୀରେ ସାମିଲ

ମୁମ୍ବାଇ,୧୩।୩: ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ ହରାଇବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମସ୍ୟା ଥମିବାର ନାମ ନେଉନି। ବର୍ତ୍ତମାନ ଉଦ୍ଧବଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ତାଙ୍କର ଘନିଷ୍ଠ ସହଯୋଗୀ ତଥା ଠାକ୍‌ରେ (ୟୁବିଟି)...

ଜେଲ୍‌ରେ ଅତିକଙ୍କ ଭାଇ ଅଶରଫଙ୍କୁ ସହାୟତା କରିଥିବା ପୋଲିସ ଗିରଫ

ପ୍ରୟାଗରାଜ,୧୩।୩: ଉମେଶ ପାଲଙ୍କ ହତ୍ୟାକାଣ୍ଡରେ ବରେଲି ଜେଲ୍‌ରେ ବନ୍ଦୀ ଥିବା ବାହୁବଲୀ ବିଧାୟକ ଅତିକ ଅହମଦଙ୍କ ଭାଇ ଅଶରଫଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ୟୁପି ପୋଲିସ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି। ପଲିଭିତ ଜେଲ୍‌ରେ ମୁତୟନ ଥିବା ଜେଲ୍‌...

ସମଲିଙ୍ଗୀ ବିବାହ ମାମଲା: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୩ା୩: ସମଲିଙ୍ଗୀ ବିବାହ ମାମଲାର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି। ଏଥିସହ ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ କୋର୍ଟ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।...

ଜୟପୁର ପହଞ୍ଚି କଂଗ୍ରେସ-ଭାଜପାକୁ ଟାର୍ଗେଟ କଲେ କେଜରିୱାଲ, କହିଲେ କିଛି ସମୟ ଅପେକ୍ଷା କରନ୍ତୁ…

ଜୟପୁର,୧୩ ।୩: ରାଜସ୍ଥାନରେ ଚଳିତ ବର୍ଷ ଶେଷ ବେଳକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥର ଭାଜପା ଓ କଂଗ୍ରେସକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି(ଏଏପି) । ଏଏପିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ...

ଏଚ୍‌୩ଏନ୍‌୨ ଭାଇରସ୍‌ ବଢ଼ାଇଲା ଚିନ୍ତା: ଚାରିଧାମ ଯାତ୍ରା ପୂର୍ବରୁ ଜାରି ହେଲା ଗାଇଡ୍‌ଲାଇନ୍‌

ଡେରାଡୁନ୍‌,୧୩।୩: କରୋନା ପରେ ଏବେ ‘ଇନ୍‌ଫ୍ଲୁଏଞ୍ଜା-ଏ’ର ସବ୍‌ଭାରିଆଣ୍ଟ ଏଚ୍‌୩ଏନ୍‌୨ ସାରା ଦେଶରେ ଚିନ୍ତା ବଢ଼ାଇଛି। ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଉତ୍ତରାଖଣ୍ଡ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ସତର୍କତା ଅବଲମ୍ବନ କରିଛନ୍ତି। ଇତିମଧ୍ୟରେ...

ଆଇପିଏସ୍‌ ଅଧିକାରୀଙ୍କୁ ବିବାହ କରିବେ ଏଏପି ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଏଏପି ବିଧାୟକ ହରଜୋତ ସିଂ ବେନ୍‌ସ ବିବାହ ବନ୍ଧନରେ ବାନ୍ଧି ହେବେ। ସେ ଆଇପିଏସ୍‌ ଅଧିକାରୀ ଜ୍ୟୋତି ଯାଦବଙ୍କୁ ଏହି ମାସ ଶେଷ ସୁଦ୍ଧା ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ନିକଟରେ ଉଭୟଙ୍କ ନିର୍ବଦ୍ଧ...

ଲଣ୍ଡନରେ ରାହୁଲଙ୍କ ବୟାନକୁ ନେଇ ଗୃହରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି

ନୂଆଦିଲ୍ଲୀ,୧୩ ।୩: ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ଚରଣ ସୋମବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଯେତେବେଳେ ଭାଜପା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବୟାନକୁ ନେଇ କଥା ଉଠାଇ କଂଗ୍ରେସକୁ ଘେରିଲା, ଏପଟେ ବିରୋଧୀ ଅଦାନୀଙ୍କ ଉପରେ...

ଅଜାନ ଶୁଣିଲେ ମୋର ମୁଣ୍ଡ ବିନ୍ଧିଥାଏ: ଭାଜପା ନେତାଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୧୩ ।୩: କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଈଶ୍ୱରପା ଅଜାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କ’ଣ ଆଲ୍ଲାହା ବଧିର ହୋଇଛନ୍ତି ଯେ ଆପଣ ମାଇକରେ ଚିଲାଉଛନ୍ତି । ଭାଜପା ନେତା କହିଛନ୍ତି ଅଜାନର...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ, ୨୪ ଘଣ୍ଟାରେ ୪୪୪ ମାମଲା…

ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ୍‌ ମାମଲା: ୪ କିସ୍ତିରେ ବକେୟା ପୈଠ ଆଦେଶ ଫେରାଇ ନେବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୩ : ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଜାନୁଆରୀ ୨୦ ତାରିଖର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି ଯେଉଁଥିରେ ଚାରି କିସ୍ତିରେ ୱାନ ର଼୍ୟାଙ୍କ ୱାନ ପେନସନ ଦେବାକୁ କୁହାଯାଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri