ଜାତୀୟ

ସୋମବାର ମେଘାଳୟ-ନାଗାଲାଣ୍ଡରେ ମତଦାନ: ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣ୍ରୟ କରିବେ ଭୋଟର…

ଶିଲଂ/କୋହିମା,୨୬।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ପାଇଁ ସୋମବାର ନିର୍ବାଚନ ହେବ। ଭୋଟର ଉଭୟ ରାଜ୍ୟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ନିର୍ବାଚନକୁ ଦୃଷ୍ଟିରେ ରଖି ମେଘାଳୟରେ ଭାରତ-ବାଂଲାଦେଶ ସୀମାକୁ ସିଲ କରାଯାଇଛି। ଏହା ସହିତ ଆସାମ...

ଭାଜପା-ଓଓ୍ବାଇସି ରାମ-ଶ୍ୟାମ ଯୋଡି: ସଞ୍ଜୟ ରାଉତ…

ମୁମ୍ବାଇ,୨୬।୨ : ମୁମ୍ବାଇ ଶିବସେନା ଉଦ୍ଧବ (ବାଲାସାହେବ) ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଭାଜପା ଏବଂ ଆସାଦୁଦ୍ଦିନ ଓୱାଇସି ହେଉଛନ୍ତି ରାମ-ଶ୍ୟାମ ଯୋଡ଼ି। ଶିବସେନା ଏକାକି ନିର୍ବାଚନ ଲଢ଼ିବ। ରାଉତ ଓୱାଇସିଙ୍କୁ ଭାଜପାର ସହଯୋଗୀ ଦଳ ଭାବରେ...

ଡିଜିଟାଲ ଇଣ୍ଡିଆର ଶକ୍ତି ପହଞ୍ଚୁଛି ଘରେ ଘରେ: ମନ୍‌ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯୮ ତମ ମାନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆର ଶକ୍ତି ଘରେ ଘରେ ପହଞ୍ଚୁଛି ।...

ଦୈନିକ ସଂକ୍ରମଣ ୨ ଶହ ଟପିଲା…

ନୂଆଦିଲ୍ଲୀ, ୨୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଯାତ୍ରୀଙ୍କ ପାଖରେ ସୁନା କ୍ୟାପସୁଲ: ପୋଲିସ କଲା ଗିରଫ, ଆନୁମାନିକ ମୂଲ୍ୟ ୫୩ ଲକ୍ଷ…

ଥିରୁଭାନନ୍ତପୁରମ,୨୬।୨ : କେରଳର କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ରବିବାର କୋଚି ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁବାଇରୁ ଆସୁଥିବା ଯାତ୍ରୀଙ୍କଠାରୁ ଅଧିକାରୀମାନେ ଚାରିଟି ସୁନା କ୍ୟାପସୁଲ ଜବତ କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଯାତ୍ରୀ...

ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ଘଟଣା: ସିଜେଆଇଙ୍କ ଉଦ୍‌ବେଗ

ହାଇଦ୍ରାବାଦ,୨୬।୨: ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ୁଥିବାରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୀବନ ହାରୁଥିବା ପିଲାମାନଙ୍କ ପାଇଁ ସେ ବିଚଳିତ ବୋଲି କହିଛନ୍ତି। ଶିକ୍ଷାନୁଷ୍ଠାନରେ କ’ଣ ତ୍ରୁଟି ରହୁଛି, ଯେଉଁଥିପାଇଁ...

ଏମ୍‌ସିଡି ଷ୍ଟାଣ୍ଡିଂ କମିଟି ପୁନଃ ନିର୍ବାଚନ ଅଟକିଲା

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ପୁନଃ ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟ ଶନିବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ଶାସକ ଏଏପିକୁ ଶକ୍ତ ଝଟକା ଲାଗିଛି। ନିର୍ବାଚନ ନିୟମାବଳୀ ୫୧ରେ ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ...

୧୯୬୫ ଯୁଦ୍ଧ ଯବାନ ଓଡ଼ିଶାର ଆନନ୍ଦ ପତ୍ରୀ ପାକିସ୍ତାନ ଜେଲରେ, ମୁକ୍ତି ପାଇଁ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପୁଅ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୨ : ୧୯୬୫ ଭାରତ-ପାକିସ୍ଥାନ ଯୁଦ୍ଧରେ ଭାରତୀୟ ସେନାର ଅନେକ ଯବାନ ଶହୀଦ ହୋଇଥିଲେ ଏବଂ ଅନେକ ନିଖୋଜ ହୋଇଯାଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଜଣେ ଯବାନ ଆନନ୍ଦ ପତ୍ରୀ ଏବେ ମଧ୍ୟ ପାକିସ୍ତାନର ଲାହୋର ଜେଲରେ ରହିଛନ୍ତି।...

ଶିବସେନା ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ହେବାକୁ ମତେ କହିଥିଲେ ଉଦ୍ଧବ: ଫଡନାଭିସ…

ମୁମ୍ବାଇ,୨୬।୨ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦାବି କରିଛନ୍ତି ଯେ ଶିବସେନାରେ ବିଦ୍ରୋହ ପରେ ଉଦ୍ଧବ ଠାକରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମନ୍ତବ୍ୟ...

୪ ଦିନିଆ ଗସ୍ତରେ ଭାରତରେ ପହଞ୍ଚିଲେ ଡେନମାର୍କର କ୍ରାଉନ ପିନ୍ସେସ-ପ୍ରିନ୍ସ…

ନୂଆଦିଲ୍ଲୀ,୨୬।୨ : ଚାରି ଦିନିଆ ଗସ୍ତରେ ଡେନମାର୍କର କ୍ରାଉନ ପ୍ରିନ୍ସ ଫ୍ରେଡେରିକ ଆଣ୍ଡ୍ରେ ହେନ୍ରିକ ଖ୍ରୀଷ୍ଟିଆନ ଏବଂ କ୍ରାଉନ ପ୍ରିନ୍ସେସ ମେରି ଏଲିଜାବେଥ ଭାରତରେ ପହଞ୍ଚିଛନ୍ତି। ସେମାନେ ଫେବୃଆରୀ ୨୬ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିବେ।...

‘ନିଜ ଇଗୋକୁ ଅଲଗା ରଖିବା ଉଚିତ’: ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ

ମୁମ୍ବାଇ,୨୬ ।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶନିବାର ପୁଣିଥରେ ତାଙ୍କର ପୂର୍ବତନ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ଶିନ୍ଦେ କହିଛନ୍ତି ରାଜ୍ୟର ହିତ ପାଇଁ ନିଜର ଇଗୋକୁ ଅଲଗା ରଖିବା...

ମହାରାଷ୍ଟ୍ର ସୁଗାର ମିଲରେ ଫାଟିଲା ବଏଲର, ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୨୬ ।୨: ମହାରାଷ୍ଟ୍ରର ଅହମଦନଗର ଜିଲାରେ ଏକ ସୁଗାର ମିଲରେ ଶନିବାର ବଏଲର ଫାଟି ଯିବାରୁ ଏକ ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି କି ନିଆଁ ଲାଗିବାରୁ ୪ଟି ଟାଙ୍କି ଫାଟି ଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri