ଜାତୀୟ

ହୁଗୁଳି ନଦୀରେ ବୁଡ଼ିଲା ବାଂଲାଦେଶ ମାଲବାହୀ ଜାହାଜ, ଚାଳକ ଦଳର ୯ ସଦସ୍ୟ ଉଦ୍ଧାର…

କୋଲକାତା,୨୫।୨ : ଫ୍ଲାଏ ଆଶ୍‌ ନେଇ ସ୍ବଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି। ଶନିବାର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ ଏହି...

ଆମେ ବଡ଼ ଭାଇ କଂଗ୍ରେସକୁ ଅପେକ୍ଷା କରିଛୁ,ଶୀଘ୍ର ନିଷ୍ପତ୍ତି ନିଅନ୍ତୁ: ନୀତୀଶ କୁମାର…

ପୁର୍ନିଆ,୨୫।୨ : ପୁର୍ନିଆରେ ଆୟୋଜିତ ମହାମେଣ୍ଟ ରାଲିରେ ନୀତୀଶ କୁମାର କହିଛନ୍ତି ଯେ ଯଦି କଂଗ୍ରେସ ସମେତ ଆମ ସମସ୍ତେ ଏକାଠି ହେବା, ତେବେ ଭାଜପା ୧୦୦ରୁ କମ ଆସନ ପାଇବ। ଏଥିପାଇଁ କଂଗ୍ରେସ ଦଳକୁ କ୍ଷମତା ଦେଖାଇବାକୁ ପଡିବ।...

କଂଗ୍ରେସର ମିନି ଘୋଷଣାପତ୍ର: ବିରୋଧୀଦଳଙ୍କ ସହିତ କ୍ଷମତାକୁ ଫେରିବା ପ୍ରୟାସ…

ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରର ଅନୁଷ୍ଠିତ ୮୫ ତମ ଜାତୀୟ ସମ୍ମିଳନୀରେ କଂଗ୍ରେସ ଆଗାମୀ ଦିନର ଲଢ଼େଇର ରୂପରେଖ ସ୍ପଷ୍ଟ କରିଛି । ଦଳ ଦ୍ୱାରା ଜାରି କରାଯାଇଥିବା ‘ରାଜନୈତିକ ପ୍ରସଙ୍ଗ ଉପରେ ସଂକଳ୍ପ’ ଚଳିତ ବର୍ଷ ହେବାକୁ...

ପୁଲଓ୍ବାମା ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ପାକିସ୍ତାନୀ ଆତଙ୍କବାଦୀ: ସେନା ଅଧିକାରୀଙ୍କ ପୁସ୍ତକରେ ଉଲ୍ଲେଖ…

ନୂଆଦିଲ୍ଲୀ,୨୫।୨ : ୧୪ ଫେବୃଆରୀ ୨୦୧୯ ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଚାଳିଶ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହା ଦେଶର ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା। ବର୍ତ୍ତମାନ ଏକ ପୁସ୍ତକରେ ପୂର୍ବତନ...

ମେଘାଳୟ-ନାଗାଲାଣ୍ଡରେ ପ୍ରଚାର ଶେଷ: ସୋମବାର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ଶିଲଂ/କୋହିମା,୨୫।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ପାଇଁ ନିର୍ବାଚନର ପ୍ରଚାର ଶନିବାର ଅପରାହ୍ନ ୪ ଟାରେ ଶେଷ ହୋଇଛି। ସୋମବାର ଉଭୟ ରାଜ୍ୟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଭୋଟର କରିବେ। ଉଭୟ ରାଜ୍ୟରେ ଭାଜପାର ମିଳିତ ସରକାର...

ଘରୋଇ ହିଂସା ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ମୁଖ୍ୟ ସଚିବଙ୍କ ବୈଠକ ଡକାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୫।୨ : ମହିଳାଙ୍କ ପ୍ରତି ଘରୋଇ ହିଂସା ଘଟଣାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘରୋଇ ହିଂସା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଡାକିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମହିଳାଙ୍କୁ ଘରୋଇ...

ବିମୁଦ୍ରୀକରଣ ଏକ ଐତିହାସିକ ମୁର୍ଖାମୀ: ଖାର୍ଗେ …

ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ଶନିବାର କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିମୁଦ୍ରୀକରଣ ଏକ ଐତିହାସିକ ମୂର୍ଖାମୀ। ଯେଉଁଥିପାଇଁ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନଷ୍ଟ ହୋଇଯାଇଥିଲା। ଏହା ଦେଶବାସୀଙ୍କୁ ଅସୁବିଧାରେ...

ପାକିସ୍ତାନକୁ ସଙ୍କଟ ମୁକ୍ତ କରି ପାରିବେ ମୋଦି: ପୂର୍ବତନ ର‘ ମୁଖ୍ୟ…

ନୂଆଦିଲ୍ଲୀ,୨୫।୨ : ପାକିସ୍ତାନ ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ରହିଛି। ଏପରିସ୍ଥଳେ ଭାରତୀୟ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର’)ର ପୂର୍ବତନ ମୁଖ୍ୟ...

ତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଥମ ଥର ପାଇଁ ୬୦ ମତଗଣନା ପର୍ଯ୍ୟବେକ୍ଷକ ନିଯୁକ୍ତ…

ଅଗରତାଲା,୨୫।୨ : ତ୍ରିପୁରାରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଲୋକମାନେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୬୦ ଜଣ ମତଗଣନାପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଯେଉଁଥିରେ ଭୋଟ ଗଣତିକୁ ନିରପେକ୍ଷ ଏବଂ ସ୍ବତନ୍ତ୍ର...

ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତ-ଜର୍ମାନୀ ସହମତ: ମୋଦି…

ନୂଆଦିଲ୍ଲୀ,୨୫।୨ : ଜର୍ମାନ ଚାନନ୍ସଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଦୁଇ ଦିନିଆ ଭାରତ...

ରାଜନୀତିରୁ ସନ୍ୟାସ ନେବେ ସୋନିଆ, ଦେଲେ ସଙ୍କେତ…

ରାୟପୁର,୨୫।୨ : ଛତିଶଗଡର ନୟା ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ଅଧିବେଶନରେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି। ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ଭାଷଣରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ରାହୁଲଙ୍କ ନେତୃତ୍ୱରେ ଭାରତ...

ଖୋଜାଲି ନରସଂହାର ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି: ୬୧୩ଙ୍କୁ କରାଯାଇଥିଲା ହତ୍ୟା…

ନୂଆଦିଲ୍ଲୀ,୨୫।୨ : ଅଜରବୈଜାନ ଦୂତାବାସରେ ଖୋଜାଲି ନରସଂହାର ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଘଟଣାରେ ୧୯୯୨ ଫେବୃଆରୀ ୨୫-୨ର ଶୀତ ଏବଂ ତୁଷାର ରାତିରେ ଆର୍ମେନିଆ ସଶସ୍ତ୍ର ବାହିନୀ ଦ୍ୱାରା ନରସଂହାର କରାଯାଇଥିଲା। ଏଥିରେ ୬୧୩ ଜଣଙ୍କର ମୃତ୍ୟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri