ଜାତୀୟ

ଡିଫେନ୍ସ କୋପରେଶନ, ସୋଲାର ଏନର୍ଜି ସମେତ ଅନେକ ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୧୦ ।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଅଲ୍ମନିଜ ଏବେ ଭାରତ ଗସ୍ତରେ ଅଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ପ୍ରତିରକ୍ଷା ସମ୍ପର୍କକୁ ମଜଭୁତ କରିବା । ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମିଳିତ...

ନ୍ୟୁ ୟର୍କ ଟାଇମ୍ସ ଉପରେ ଅଭିଯୋଗ ଆଣିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୦ ।୩: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବର ନୁ ୟର୍କ ଟାଇମ୍ସ ସମେତ ବିଦେଶୀ ମିଡଆ ଉପରେ ଅଭିଯୋଗ ଆଣିଛନ୍ତି । ଏମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦୁଷ୍ପ୍ରଚାର କରିଥିବା ଅଭିଯୋଗ କରିଛନ୍ତି ଠକୁର...

ଏଚ୍‌୩ଏନ୍‌୨ ଭାଇରସ: ୩ ରାଜ୍ୟରୁ ୬ ମୃତ

ବେଙ୍ଗାଲୁରୁ,୧୦।୩: ଦେଶରେ ଏଚ୍‌୩ଏନ୍‌୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କର୍ନାଟକ ହାସନ ଜିଲାର ହୋଇଥିବା ବେଳେ ଅନ୍ୟ ୫ ଜଣ ପଞ୍ଜାବ ଏବଂ...

ମୁଁ କାହିଁକି ନାରୀ ଓ ପୁରୁଷର ସମାନତା ବିଷୟରେ ଆଶାବାଦୀ

ମୁଁ ଗତବର୍ଷ ସମ୍ବିଧାନ ଦିବସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ସମାପନୀ ଭାଷଣ ଦେଉଥିଲି। ନ୍ୟାୟ ପ୍ରସଙ୍ଗରେ କହିଲାବେଳେ ବିଚାରାଧୀନ କଏଦୀଙ୍କ କଥା ମୋର ମନେପଡ଼ିଗଲା ଏବଂ ସେମାନଙ୍କ ଦୁର୍ଦ୍ଦଶା ବିଷୟରେ ନ କହି ମୁଁ ରହିପାରିଲି...

ଦିନ ୨ଟାରେ ରୌଜ୍‌ ଏଭେନ୍ୟୁ କୋର୍ଟରେ ହାଜର ହେବେ ସିସୋଡିଆ: ୧୦ଦିନିଆ ରିମାଣ୍ଡ ମାଗିଲା ଇଡି

ନୂଆଦିଲ୍ଲୀ,୧୦।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗରିଫଦାରୀ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟକୁ ସୂଚନା ଦେଇଛି। ଦିଲ୍ଲୀ ସ୍ଥିତ ରୌଜ ଏଭେନ୍ୟୁ କୋର୍ଟରେ ଅପରାହ୍ନ ୨ଟାରେ ତାଙ୍କୁ ହାଜର କରାଯିବ। ସିସୋଡିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡି...

ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ ଏସିଆ ମିଳିତ ଓ୍ବାର୍କିଂ ଗ୍ରୁପ୍‌ର ଏକ ବୈଠକରେ ଏନେଇ ଘୋଷଣା କରାଯାଇଥିଲା। ତେବେ...

ଦେଶରେ ଆଜି ୪୪୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୦ ନୂଆ କରୋନା ମାମଲା...

ଅଗ୍ନିବୀରଙ୍କୁ ବଡ଼ ଉପହାର: ମିଳିବ ୧୦ ପ୍ରତିଶତ ଆରକ୍ଷଣ

ନୂଆଦିଲ୍ଲୀ,୧୦।୩: ଅଗ୍ନିପଥ ଯୋଜନା ଅନ୍ତର୍ଗତ ନୂତନ ନିଯୁକ୍ତି ପ୍ରକ୍ରିୟାରେ ଭାରତୀୟ ସେନାରେ ଯୋଗଦେଉଥିବା ଅଗ୍ନିବୀରମାନଙ୍କୁ କେନ୍ଦ୍ର ସରକାର ହୋଲି ଉପରେ ଏକ ବଡ ଉପହାର ଦେଇଛନ୍ତି। ପୂର୍ବତନ-ଅଗ୍ନିବୀରଙ୍କ ପାଇଁ ବିଏସଏଫରେ ଖାଲିଥିବା ପଦବୀରେ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ...

ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆରଜେଡି ନେତା ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଛି। ବିହାର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଇଡି ପକ୍ଷରୁ ଏହି...

ରାଷ୍ଟ୍ରପତି ଭବନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ଭାରତକୁ କଲେ ପ୍ରଶଂସା

ନୂଆଦିଲ୍ଲୀ,୧୦।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍‌ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶୁକ୍ରବାର ସେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହା ପରେ ଆଲବାନିସ୍‌ ଭାରତକୁ ପ୍ରଶଂସା କରିଥିଲେ। ସେ...

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ବେଙ୍ଗାଲୁରୁ,୧୦।୩: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଠାରେ ବିଧାନ ପରିଷଦର ଚାରିଥର ସଦସ୍ୟ ଥିବା ଭେଟେରାନ ଭାଜପା ନେତା ପୁଟ୍ଟନା ଏହି ପଦବୀ ତଥା ଦଳରୁ...

ମାର୍ଚ୍ଚରେ ୫୪ ଡିଗ୍ରୀ ଟପିଲା ତାପମାତ୍ରା

ଥିରୁଭାନନ୍ତପୁରମ୍‌,୧୦।୨: ମାର୍ଚ୍ଚ ମାସ ବର୍ତ୍ତମାନ ଆରମ୍ଭ ହୋଇଛି, ତଥାପି ଲୋକମାନେ ପ୍ରବଳ ଖରାର ସମ୍ମୁଖୀନ ହେଉଛନ୍ତି। ଦେଶର ଅନେକ ରାଜ୍ୟରେ ପ୍ରବଳ ତାପମାତ୍ରା ଏହାର ପୁରୁଣା ରେକର୍ଡ ଭାଙ୍ଗୁଛି। ଖରା ଯୋଗୁ ଲୋକମାନେ ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri