ଜାତୀୟ

ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର: କହିଲେ, ସମ୍ମାନିତ ଅନୁଭବ କରୁଛି

ନୂଆଦିଲ୍ଲୀ,୯।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଙ୍କୁ ଭାରତୀୟ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି। ଏଥିସହ ସେ ଆଇଏନ୍‌ଏସ୍‌ ବିକ୍ରାନ୍ତର କକ୍‌ପିଟ୍‌ରେ ବସିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ନବନିଯୁକ୍ତ,...

ସିସୋଡିଆଙ୍କୁ ଗିରଫ କରିପାରେ ଇଡି

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଗିରଫ କରିପାରେ। ଏନେଇ ଆମ ଆଦମୀ ପାର୍ଟି (ଏଏପି)ର ଏକ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ...

ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ବଢ଼ିଲା ଅଙ୍ଗନୱାଡି କର୍ମୀଙ୍କ ଦରମା

ମୁମ୍ବାଇ,୯।୩: ମହାରାଷ୍ଟ୍ର ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର ବିଧାନସଭାରେ ରାଜ୍ୟର ବାର୍ଷିକ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି। ବଜେଟରେ ସରକାର କେତେକ ବଡ଼ ଘୋଷଣା କରିଛନ୍ତି। ବଜେଟରେ କୃଷକ, ମହିଳା, ଆଦିବାସୀ, ଓବିସି, ଭିତ୍ତିଭୂମି...

ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ

ମୁମ୍ବାଇ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ ପରେ ଅଭିନେତାଙ୍କ ପାର୍ଥିବ ଶରୀରକୁ ଆମ୍ବୁଲାନ୍ସରେ ତାଙ୍କ ବାସଭବନକୁ ନିଆଯିବ। ଅନ୍ୟପଟେ ସତିଶଙ୍କ...

କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ମନ୍ତବ୍ୟ: କଂଗ୍ରେସ ଶାସନ କାଳରେ ଠିକ୍‌ ବିଦ୍ୟୁତ ଯୋଗାଯାଇ ନ ଥିବାରୁ ବଢିଛି ଜନସଂଖ୍ୟା

ବେଙ୍ଗାଲୁରୁ,୯।୩: କର୍ନାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ’ ମାସରେ ଶେଷ ହେବ। ଖୁବ୍‌ଶୀଘ୍ର ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡିକ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଗୁରୁବାର...

ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା

ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନେପାଳୀ ଓ୍ବାଚ୍‌ମ୍ୟାନ୍‌ ନିଜର ପତ୍ନୀ, ପୁଅ ଏବଂ ଝିଅଙ୍କୁ ଅତି...

ଶପଥ ନେଲେ ଆତିଶୀ, ସୌରଭ

ନୂଆଦିଲ୍ଲୀ, ୯।୩: ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଗୁରୁବାର ଦିଲ୍ଲୀର ଏଲଜି ହାଉସରେ ଅରବିନ୍ଦ କେଜ୍‌ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନ ଭି.କେ ସକ୍ସେନା ଉଭୟଙ୍କୁ ଶପଥପାଠ...

ମୋଦି ଦେଶର ସବୁଠାରୁ ବଡ଼ ନେତା: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟି,୯।୩: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ମେଣ୍ଟ ସରକାର କରି ପୁଣି କ୍ଷମତାକୁ ଫେରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ଭାଜପା ମେଣ୍ଟ ସରକାର ନିର୍ବାଚନରେ ବିଜୟୀ ହୋଇଥିବାବେଳେ ମେଘାଳୟରେ ଏନ୍‌ପିପିକୁ ସମର୍ଥନ ଘୋଷଣା...

ଫଡନଭିସଙ୍କ ଶାସନ କାଳରେ ହୋଇଛି ୫୦୦ କୋଟିର ଘୋଟାଲା: ଅଜିତ ପାୱାର

ମୁମ୍ବାଇ,୯ ।୩: ମହାରାଷ୍ଟ୍ର ବିଧାନସଭାରେ ବିରୋଧି ଦଳ ନେତା ଅଜିତ ପାୱାର ଗୁରୁବାର ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱରେ ଥିବା ସରକାରଙ୍କ କାର୍ଯ୍ୟକାଳରେ ରାଜ୍ୟରେ ସୂଚନା ଏବଂ ପ୍ରସାରଣ ବିଭାଗରେ ୫୦୦...

ସନ୍ଧ୍ୟା ୫ଟାରେ ହେବ ସତିଶଙ୍କ ଅନ୍ତିମ ସଂସ୍କାର: ମୁମ୍ବାଇ ଅଭିମୂଖେ ପାର୍ଥିବ ଶରୀର

ନୂଆଦିଲ୍ଲୀ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦ୍‌ଘାତ ଯୋଗୁ ପରଲୋକ ଘଟିଛି। ମାତ୍ର ୬୬ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।...

ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି

ଅଗରତାଲା,୯।୩: ତ୍ରିପୁରାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଛି। ଶାହା ଅଗରତାଲାରେ ଅବସ୍ଥିତ ଗେଷ୍ଟ ହାଉସ ଛାଡିବା ସମୟରେ ତାଙ୍କ ଗାଡି ଆଗକୁ ଏକ ଧଳା କାର ଆସିଥିଲା। ସୁରକ୍ଷା କର୍ମୀମାନେ ମଧ୍ୟ ଗାଡିକୁ...

ଜେଲରେ ଦ୍ୱିତୀୟଥର ଲାଗି ସିସୋଡିଆଙ୍କୁ ଜେରା କଲା ଇଡି

ନୂଆଦିଲ୍ଲୀ,୯ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନିଷ ସିସୋଡିଆଙ୍କୁ ତିହାଡ ଜେଲରେ ପଚରା ଉଚରା କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri