ଜାତୀୟ

ଜୁନୈଦ-ନାସିରଙ୍କ ପରିବାରକୁ ଏଆଇଏମଆଇଏମ ଦେବ ଦେଢ ଦେଢ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୯ ।୩: ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ ରାଜସ୍ଥାନର ଜୁନୈଦ ଓ ନାସିରଙ୍କ ପରିବାରକୁ ଦେଢ ଦେଢ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି । ଜୁନୈଦ ଓ ନାସିରଙ୍କୁ ହରିୟାଣାରେ ଗୋ ରକ୍ଷକମାନେ...

ମୋଦିଙ୍କ ‘କ୍ରିକେଟ କୁଟନୀତି’କୁ ନେଇ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ,୯ ।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବାନିଜ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ...

ଟିକିଲି ଲଗାଇ ନ ଥିବାରୁ ମହିଳାଙ୍କୁ ଗାଳି କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୯।୩: କର୍ନାଟକରେ ଭାଜପା ଏମ୍‌ପି ଏସ ମୁନିସ୍ବାମୀ ବିବାଦ ଘେରକୁ ଆସିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମୁନିସ୍ବାମୀ କୋଲାର ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଟିକିଲି ଲଗାଇ ନ ଥିବାରୁ ଜଣେ ମହିଳାଙ୍କୁ...

ମାସ୍କ ହଟିବାରୁ ଇନଫ୍ଲୁଏଞ୍ଜା ସଂକ୍ରମଣ ୬ ମାସରେ ବଢ଼ିଛି ୨୦୦ ପ୍ରତିଶତ…

ନୂଆଦିଲ୍ଲୀ,୯।୩ : କରୋନା ମହାମାରୀର ଦୁଇ ବର୍ଷ ପରେ ହଠାତ ଫ୍ଲୁ ସଂକ୍ରମଣ ବଢ଼ିିଚାଲିଛି। ଫ୍ଲୁ ସଂକ୍ରମଣ ଦେଶର ସବୁ ରାଜ୍ୟରେ ରିପୋର୍ଟ କରାଯାଉଛି। ଏହାର ପଛରେ ସବୁଠାରୁ ବଡ କାରଣ ହେଉଛି ମାସ୍କ ହଟିବା ଏବଂ ଇନଫ୍ଲୁଏଞ୍ଜା ଭାଇରସ।...

୪ ବର୍ଷରେ ୩ ଦଳ ଛାଡ଼ିଛନ୍ତି ଭାଜପା ଶିବିର,ଏବେ ଏଆଇଏଡିଏମ୍‌କେ ହାତ ଛାଡ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୩ : ୧୯୯୮ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ। ତେବେ ବର୍ତ୍ତମାନ ମେଣ୍ଟରେ ସହଯୋଗୀଙ୍କ ସଂଖ୍ୟା ୧୭କୁ ଖସି ଆସିଛି। ଗତ...

ପଞ୍ଜାବ ସରକାରଙ୍କ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର…

ନୂଆଦିଲ୍ଲୀ,୯।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବ ସରକାରଙ୍କ ଏକ ବିଲକୁ ଅନୁମୋଦନ କରିଛନ୍ତି। ଯାହା ପରେ ଏହା ଆଇନରେ ପରିଣତ ହୋଇଛି । ଏହି ନୂତନ ନିୟମ ଅନୁଯାୟୀ, ରାଜ୍ୟର ୧୧,୨୦୦ର ଲୋକ ସମ୍ପତ୍ତି ଅଧିକାର ପାଇଛନ୍ତି। ୪...

ଶିବସେନାକୁ ଭାଙ୍ଗି ବଡ଼ ଅପରାଧ କରିଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୯।୩: ଶିବସେନାକୁ ଭାଙ୍ଗି ଭାଜପା ଏକ ବଡ ଅପରାଧ କରିଛି। ରାଜ୍ୟବାସୀ ଏହି ଯନ୍ତ୍ରଣାକୁ କେବେବି ଭୁଲି ପାରିବେ ନାହିଁ। ଏହା ଏମିତି ଏକ ‘ତୀର’ ଯାହା ମହାରାଷ୍ଟ୍ରର ହୃଦୟରେ ପ୍ରବେଶ କରିଛି। ମହାରାଷ୍ଟ୍ର ଏବଂ ଶିବସେନାବାସୀ ଏହାକୁ ଭୁଲି...

ଉପେନ୍ଦ୍ର କୁଶଓ୍ବାହାଙ୍କୁ Y+ ସୁରକ୍ଷା

ପାଟନା,୯।୩: ଜେଡିୟୁରୁ ଇସ୍ତଫା ଦେଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ Y+ ସୁରକ୍ଷା ମିଳିଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷା ବଢାଯାଇଛି। କୁଶୱାହା...

ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସମୟ ବିତାଇଛନ୍ତି। ବନ୍ଧୁତାକୁ ପାଳନ କରିବା ପାଇଁ କ୍ରିକେଟ ମ୍ୟାଚ...

ରାହୁଲ ଗାନ୍ଧୀ ଦେଶ ପାଇଁ ବିପଦ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ଅତ୍ୟନ୍ତ ବିପଜ୍ଜନକ। ସେ ଭାରତକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ରିଜିଜୁ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସର ଆତ୍ମଘୋଷିତ ରାଜକୁମାର...

ଭିକ ମାଗିଲେ ଜେଲ୍‌

ନାଗପୁର,୯।୩: ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସେ ଧାରା ୧୪୪ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri