ଜାତୀୟ

କର୍ନେଲ ଗୀତା ରାଣା ରଚିଲେ ଇତିହାସ

ନୂଆଦିଲ୍ଲୀ,୯।୩: ଭାରତୀୟ ସେନାର କର୍ପସ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ମେକାନିକାଲ ଇଞ୍ଜିନିୟର୍ସର କର୍ନେଲ ଗୀତା ରାଣା ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବ ଲଦାଖର ଫରଓ୍ବାର୍ଡ ତଥା ଦୁର୍ଗମ ଅଞ୍ଚଳରେ ଫିଲ୍ଡ ଓ୍ବାର୍କଶପ୍‌ର ଦାୟିତ୍ୱ ସମ୍ଭାଳିବାରେ କର୍ଣ୍ଣେଲ ଗୀତା ରାଣା ପ୍ରଥମ...

କ୍ୟାଲେଣ୍ଡରଙ୍କ କମେଡ଼ି: ଦୁନିଆଠାରୁ ଲୁଚାଇ ରଖୁଥିଲେ ହୃଦୟର ବ୍ୟଥା…

ମୁମ୍ବାଇ,୯।୩ : ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ, ଅନୁପମ ଖେରଙ୍କ କଥା ଗୁରୁବାର ସକାଳେ ସାରା ଦେଶକୁ ଭାବୁକ କରି ଦେଇଥିଲା ଯେତେବେଳେ ସେ ଖବର ଦେଇଥିଲେ ଯେ ସତୀଶ କୌଶିକ ଆଉ ଆମ ସହିତ ନାହାଁନ୍ତି।...

ଘର ମାଲିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ମୁମ୍ବାଇ ପୋଲିସ…

ମୁମ୍ବାଇ,୯।୩ : ଘର ମାଲିକଙ୍କଠାରୁ ଭଡ଼ାଟିଆଙ୍କ ବିବରଣୀ ମାଗିବା ପାଇଁ ମୁମ୍ବାଇ ପୋଲିସ ଏକ ମାର୍ଗଦର୍ଶିକା ଜାରି କରିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ନିର୍ଦ୍ଦେଶ ମୁମ୍ବାଇ ପୋଲିସ କମିଶନରଙ୍କ ଅଧୀନରେ କାର୍ଯ୍ୟକାରୀ ହୋଇଥିଲା। ଯାହାର ଉଦ୍ଦେଶ୍ୟ ହେଉଛି ଅପରାଧୀ...

ବିନ୍ଦି ପିନ୍ଧି ନ ଥିବାରୁ ମହିଳାଙ୍କୁ ଗାଳିି କଲେ ଭାଜପା ଏମ୍‌ପି, ଏଭଳି ଘଟଣା ଭାଜପାର ସଂସ୍କୃତିକୁ ପ୍ରତିଫଳିତ କରୁଛି କହିଲା କଂଗ୍ରେସ …

ବେଙ୍ଗାଲୁରୁ,୯।୩ : କର୍ନାଟକର କୋଲାର ଜିଲାରେ ଅନ୍ତର୍ଜାତୀୟ ମହିଳା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଜପା ଏମ୍‌ପି ଏସ ମୁନିସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଦିବସରେ ଜଣେ ସେ କପାଳରେ...

ଇସ୍ରୋକୁ ନିସାର ଉପଗ୍ରହ ହସ୍ତାନ୍ତର କଲା ନାସା, ବିଶ୍ୱର ସୁରକ୍ଷା ପାଇଁ ଗ୍ରହଣ କରିବ ପ୍ରମୁଖ ଭୂମିକା…

ବେଙ୍ଗାଲୁରୁ,୯।୩ : ଇସ୍ରୋ-ନାସା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିସାର ଉପଗ୍ରହ ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିଛି। ଚେନ୍ନାଇରେ ଥିବା ଆମେରିକାର କନସୁଲେଟ କହିଛି ଯେ ନାସା-ଇସ୍ରୋ ସିନ୍ଥେଟିକ ଆପର୍ଚର ରାଡାର’ (ନିସାର) ନେଇ ଆସିଥିବା ଆମେରିକାର ବାୟୁସେନା ସି-୧୭ ବିମାନ...

କ୍ଷୟକ୍ଷତି ପୂର୍ବରୁ ମିଳିବ ବିପଦର ଅପଡେଟ, ୨୦୨୪ରେ ଇସ୍ରୋ ଲଞ୍ଚ କରିବ ନିସାର ସାଟେଲାଇଟ

ବେଙ୍ଗାଲୁରୁ,୯ ।୩: ଆମେରିକା ବାୟୁସେନାର ସି-୧୭ ବିମାନ ବୁଧବାର ବେଙ୍ଗାଲୁରୁରେ ପହଞ୍ଚିଛି ଓ ନାସା-ଇସ୍ରୋ ସିନ୍ଥେଟିକ ଏପର୍ଚର ରାଡାର (NISAR) କୁ ଭାରତୀୟ ମହାକାଶ ଏଜେନ୍ସିକୁ ହସ୍ତାନ୍ତର କରିଛି । ଏହାକୁ ଆମେରିକା–ଭାରତ ସମ୍ପର୍କ ମଧ୍ୟରେ ଏକ ଦୃଢ ସେତୁ...

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ କ୍ରିକେଟ ଦେଖିବେ ।...

ମୋଦିଙ୍କ ନେତୃତ୍ୱରେ ପାକିସ୍ତାନକୁ କଡ଼ା ଜବାବ ଦେଇପାରେ ଭାରତ: ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପାକିସ୍ତାନ ଦ୍ୱାରା ସୃଷ୍ଟି କରାଯାଉଥିବା ଉତ୍ତେଜନାର ସାମରିକ ଭାବେ ଜବାବ ଦେବାର ସମ୍ଭାବନା ରହିଛି। ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ବିପଦରେ ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ!

ନୂଆଦିଲ୍ଲୀ,୯ ।୩: ମୁମ୍ବାଇ ସମୁଦ୍ର କୂଳରେ ଥିବା ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ ଏବେ ବିପଦରେ । ଏହାର ନିର୍ମାଣ ପାଖାପାଖି ୧୦୦ ବର୍ଷ ପୁରୁଣା ହେବ । ୨୦୨୪ରେ ଏହା ୧୦୦ ବର୍ଷ ପୂରଣ କରିନେବ ।...

ଜେଲ ଭିତରେ ସିସୋଡିଆଙ୍କ ଜୀବନ ବିପଦ ଅଭିଯୋଗ: ଭାଜପା କହିଲା, କେଜ୍‌ରିଓ୍ବାଲ୍‌ କରୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆଙ୍କୁ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। ତିହାରରେ ମନୀଷ ସିସୋଡିଆଙ୍କୁ ହତ୍ୟା କରିବା ପାଇଁ ଭାଜପା ଏକ ଷଡଯନ୍ତ୍ର ରଚିଥିବା...

ମୁଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ,୮।୩: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ ସମସ୍ତ ଦଳ ସେମାନଙ୍କ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ରାଜ୍ୟରେ...

ମହିଳା ଦିବସରେ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଲଞ୍ଚ୍‌ କଲେ ନୀତା ଅମ୍ବାନୀ

ମୁମ୍ବାଇ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ନୀତା ଅମ୍ବାନୀ ସମସ୍ତ ପ୍ରକାର ଶାରୀରିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri