ଜାତୀୟ

ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ...

୩ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେଲେ ମାଣିକ ଶାହା

ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ...

ବିବାହ ବନ୍ଧନରେ ବାନ୍ଧିହେଲେ ଓଓ୍ବାଇଓ ମାଲିକ ରିତେଶ…

ନୂଆଦିଲ୍ଲୀ,୮।୩ : ଓଓ୍ବାଇଓ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ରିତେଶଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା କର୍ପୋରେଟ ନେତାଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ସିଇଓ ମାସାୟୋଶୀ ସୋନ ଉପସ୍ଥିତ ଥିଲେ। ରିତେଶ ଏବଂ ତାଙ୍କ ସ୍ତ୍ରୀ...

ଦିଲ୍ଲୀ ମଦ ଦୁର୍ନୀତି: କେସିଆରଙ୍କ ଝିଅ କବିତାଙ୍କୁ ଇଡି ସମନ ଜାରି, ଗୁରୁବାର ଜେରା…

ହାଇଦ୍ରାବାଦ,୮।୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ବିଆଇଏସ ଏମଏଲସି କେ. କବିତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି କବିତାଙ୍କୁ ଡାକିଛନ୍ତି। ଗୁରୁବାର...

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମାଣିକ ଶାହା

ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...

ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୩: ଆଜି ହୋଲି। ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ। ରଙ୍ଗର ଏହି ପର୍ବକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ସମସ୍ତଙ୍କୁ...

ସିସୋଡିଆଙ୍କ ଗିରଫଦାରୀ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ ସମର୍ଥନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସିସୋଡିଆକୁ ବିନା ସର୍ତ୍ତରେ ଜେଲରୁ ମୁକ୍ତ କରିବାକୁ...

ଗୋରୁ ଚୋରା ଚାଲାଣ ମାମଲା: ଇଡି ହେପାଜତରେ ଟିଏମସି ନେତା

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର ଇଡି ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି...

୭୦ ଟ୍ରେନିଂ ବିମାନ କ୍ରୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଚଏଏଲ ମଧ୍ୟରେ ଚୁକ୍ତି…

ନୂଆଦିଲ୍ଲୀ,୭।୩ : ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ୭୦ ଏଚଟିଟି-୪୦ ଟ୍ରେନିଂ ବିମାନ କ୍ରୟ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ବାୟୁସେନା ଏହି କ୍ରୟ ପାଇଁ ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ୩୧,୦୦୦...

ଚାଇନା କିଣୁଛି ଶୀତଳ ଅସ୍ତ୍ର…

ନୂଆଦିଲ୍ଲୀ,୭।୩ : ଗଲଓ୍ବାନ ଏବଂ ତୱାଙ୍ଗରେ ଭାରତୀୟ ସେନାର ଆକ୍ରମଣର ପ୍ରତିଶୋଧ ନେବାକୁ ଚାଇନା ଷଡ଼ଯନ୍ତ୍ର କରୁଛି। ଭାରତୀୟ ସେନାର ମୁକାବିଲା କରିବାକୁ ଚାଇନା ଏଲଏସିରେ ଲଢ଼େଇ ପାଇଁ ଶୀତଳ ଅସ୍ତ୍ର (କୋଲ୍ଡ ଓ୍ବିପୋନ) କିଣୁଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ...

କର୍ନାଟକର ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ ୧୪୦ରୁ ଅଧିକ ଆସନ: ଡି.କେ ଶିବକୁମାର…

ବେଙ୍ଗାଲୁରୁ,୭।୩ : କର୍ନାଟକ ବିଧାନସଭାର କାର୍ଯ୍ୟକାଳ ୨୪ ମେ ୨୦୨୩ ରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଚଳିତ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ସମୟରେ କର୍ନାଟକ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri