ଜାତୀୟ

ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୟେଦୁରପ୍ପା

କଲାବର୍ଗୀ(କର୍ନାଟକ),୬।୩: ଏକ ବଡ଼ଧରଣର ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା। କର୍ନାଟକର କଲାବର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ହେଲିକପ୍ଟର ଅବତରଣରେ ସମସ୍ୟା ହୋଇ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ମଝି ଆକାଶରେ ୟେଦୁରପ୍ପାଙ୍କ...

ଭାଇଚାରାର ଅନନ୍ୟ ଉଦାହରଣ: ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଯୋଡି

ଶିମ୍‌ଲା,୬।୩: ହିମାଚଳ ପ୍ରଦେଶର ଶିମଲା ଜିଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ ନାରାୟଣ ମନ୍ଦିର ପରିସରରେ ବିବାହ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଠାକୁର ସତ୍ୟ...

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସିସୋଡିଆ

ନୂଆଦିଲ୍ଲୀ,୬।୩: ଦିଲ୍ଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହୋଲି ଏବେ ତିହାର ଜେଲରେ ପାଳନ କରାଯିବ। ରାଉସ ଆଭେନ୍ୟୁ କୋର୍ଟ ସିସୋଡିଆଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ...

ଘରେ ପଶିଲା ସିବିଆଇ ଟିମ୍‌: ତେଜସ୍ବୀ କହିଲେ, କିଛି ଫରକ ପଡିବନି

ପାଟନା,୬।୩: ଜମି ବଦଳରେ ଚାକିରି ସ୍କାମ ମାମଲାରେ ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସୋମବାର ସିବିଆଇ ଟିମ ପହଞ୍ଚି ପଚରାଉଚରା କରିଛି। ସିବିଆଇ ତଦନ୍ତ ସମ୍ପର୍କରେ ରାବ୍ରିଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ...

ଟିଏମସି-କଂଗ୍ରେସର ଅପପ୍ରଚାର ଯୋଗୁ ମେଘାଳୟରେ ଆଶାନୁରୂପକ ଫଳ ମିଳିଲାନି:ଭାଜପା

ଶିଲଂ,୬।୩ : ମେଘାଳୟ ଭାଜପା ଅଧ୍ୟକ୍ଷ ଏର୍ନେଷ୍ଟ ମାଓ୍ବରି ସୋମବାର ଦାବି କରିଛନ୍ତି ଯେ ଟିଏମ୍‌ସି ଏବଂ କଂଗ୍ରେସ ତାଙ୍କ ଦଳ ବିରୋଧରେ ଖ୍ରୀଷ୍ଟିଆନ ବିରୋଧୀ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ଯୋଗୁଁ ତାଙ୍କ ଦଳ ସନ୍ତୋଷଜନକ ଫଳାଫଳ ପାଇପାରି...

ଛୋଟ ସହରରେ ପହଞ୍ଚିଛି ସ୍ବାସ୍ଥ୍ୟ ସେବା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୬।୩ : ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ ଉପରେ ସୋମବାର ଆୟୋଜିତ ୱେବନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ‘ପିଏମ ଆୟୁଷ୍ମାନ ଭାରତ’ ସ୍ବାସ୍ଥ୍ୟ ଭିତ୍ତିଭୂମି ମାଧ୍ୟମରେ ଛୋଟ ସହରରେ ଆବଶ୍ୟକ...

ରାବ୍ରି ଦେବୀଙ୍କ ଘରେ ସିବିଆଇ ଟିମ୍‌

ପାଟନା,୬।୩: ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସୋମବାର ସିବିଆଇ ଟିମ ପଚରାଉଚରା ପାଇଁ ପହଁଚିଛି। ଜମି ବଦଳରେ ଚାକିରି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ...

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ପକାଇଥିଲେ ସ୍ବାମୀ…

ବିଳାସପୁର,୬।୩ : ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନିଜ ଘରର ପାଣି ଟାଙ୍କିରେ ପକାଇ ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି...

ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି। ଏହି ଫିଲ୍ମରେ...

ସିକିମ୍‌ ବିଶ୍ୱର ପ୍ରଥମ ଅପରାଧମୁକ୍ତ ମୁକ୍ତ-ଜୈବିକ ରାଜ୍ୟ…

ଗାଙ୍ଗଟକ,୬।୩ : ସିକିମ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇପାରିଛି। ଲଣ୍ଡନର ୱାଲର୍‌ଡ ବୁକ ଅଫ ରେକର୍ଡସ ମଧ୍ୟ ସିକିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ଭାବେ ପ୍ରମାଣପତ୍ର ପ୍ରଦାନ କରିଛି। ସେହିପରି ସିକିମକୁ ମଧ୍ୟ ଅପରାଧ ମୁକ୍ତ ରାଜ୍ୟ...

ମୃତ୍ୟୁ ହାର ୧.୧୯ ପ୍ରତିଶତ, ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ…

ନୂଆଦିଲ୍ଲୀ, ୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଲୋକସଭାରେ ଉପବାଚସ୍ପତି ପଦବୀ ଖାଲି ଏକ ଅସାମ୍ବିଧାନିକ ପ୍ରସଙ୍ଗ: ଜୟରାମ ରମେଶ…

ନୂଆଦିଲ୍ଲୀ,୬।୩ : ଲୋକସଭା ଏବଂ ପାଞ୍ଚଟି ରାଜ୍ୟସଭାରେ ଉପବାଚସ୍ପତି ନିଯୁକ୍ତ ପଦବୀ ଖାଲି ଥିବାରୁ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ଗତ ଚାରି ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri