ଜାତୀୟ

ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଭାରତ ଉପରେ ଆକ୍ରମଣ କରିପାରେ ଚାଇନା: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ…

ନୂଆଦିଲ୍ଲୀ/ଓ୍ବାଶିଟନ,୬।୩ : ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଚାଇନା ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଉପରେ ଚାଇନା...

ବୁଝିଶୁଝି ନିଜ ମାତାପିତାଙ୍କ ଚୟନ କରନ୍ତୁ: ନାଗାଲାଣ୍ଡ ମହିଳାଙ୍କ ପ୍ରଶ୍ନ ନେଇ ଶଶି ଥରୁରଙ୍କ ମଜାଳିଆ ଉତ୍ତର…

ନୂଆଦିଲ୍ଲୀ,୬।୩ : କଂଗ୍ରେସ ନେତା ଶଶି ଥରୁର ଗୋଟିଏ କାରଣ ପାଇଁ ମିଡିଆ ହେଡଲାଇନରେ ରହିଛନ୍ତି। ଏବେ ପୁଣି ଥରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି । ଯେଉଁଥିରେ ନାଗାଲାଣ୍ଡର ଜଣେ ମହିଳା ଶଶି ଥରୁରଙ୍କୁ...

ପିଓକେରୁ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ଲୋକେ…

ଶ୍ରୀନଗର,୬।୩ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ନାଗରିକମାନେ ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତୀୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି, କିନ୍ତୁ ପ୍ରତ୍ୟେକ ଥର ସେମାନଙ୍କୁ ପଠାଇ ଦିଆଯାଉଛି । ସେନା...

କେରଳରେ ପିନାରାଇ ବିଜୟନ ‘ଧୋତିରେ ମୋଦି’: କଂଗ୍ରେସ ବିଧାୟକଙ୍କ କଟାକ୍ଷ…

ଥିରୁଭାନନ୍ତପୁରମ,୬।୩ : କେରଳର ଏସିଆନେଟ ନ୍ୟୁଜ ଅଫିସରେ ପୋଲିସ ଚଢାଉ କରିବା ପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ଭି.ଡି ସତିଶନ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କେରଳର ମୁଖ୍ୟମନ୍ତ୍ରୀ...

ଚାଇନା ସିସିଟିଭିକୁ ସାବଧାନ ! ଗୁପ୍ତଚରୀ କରିପାରେ ଚାଇନା, କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୬।୩ : ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ବିଧାୟକ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟାଳୟରେ ଚାଇନାର ସିସିଟିଭି କ୍ୟାମେରା ଲଗାଇବାକୁ ବାରଣ କରନ୍ତୁ। ଏହା ସହିତ ବିଧାୟକ...

ୟୁଟ୍ୟୁବ ଦେଖି ସନ୍ତାନ ପ୍ରସବ କଲେ ନାବାଳିକା: ଆଉ ତା’ପରେ..

ନାଗପୁର,୬।୩: ମହାରାଷ୍ଟ୍ରର ନାଗପୁର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକା ୟୁଟ୍ୟୁବ ଦେଖି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ପରେ ତାଙ୍କୁ ହତ୍ୟା କରି ଏକ ବାକ୍ସରେ ବନ୍ଦ କରି...

ଉମେଶ ପାଲଙ୍କ ଉପରେ ପ୍ରଥମ ଗୁଳି ଚଳାଇଥିବା ଶୁଟର ନିହତ

ପ୍ରୟାଗରାଜ,୬ ।୩: ପ୍ରୟାଗରାଜରେ ସାକ୍ଷୀ ଉମଶେ ପାଲ ହତ୍ୟାଗାଣ୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ହୋଇଥିବା ଶୁଟର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଶୁଟରଙ୍କ ନାମ ବିଜୟ ଓରଫ ଉସମାନ...

ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ

ନାଳନ୍ଦା,୬ ।୩: ପଢିବା ଲେଖିବା ଅବା କିଛି ଶିଖିବାର କୌଣସି ବୟସ ନ ଥାଏ । ଯଦି ମନେରେ ଇଚ୍ଛା ଶକ୍ତି ରହିଛି ତେବେ ମଣିଷ କେତେବେଳେ କିଛି ବି କରିପାରେ । ବିହାରର ନାଳନ୍ଦାରେ ଶାଶୁ ଓ ୪...

ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ

ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଭାରତରେ ଇଂରେଜଙ୍କ ଶାସନ ହେବା ପୂର୍ବରୁ ଆମ...

ମୁଣ୍ଡପିଛା ଆୟ ୯ ବର୍ଷରେ ଦୁଇଗୁଣା

ନୂଆଦିଲ୍ଲୀ, ୬ା୩ : ଭାରତରେ ମୁଣ୍ଡପିଛା ଆୟ ୨୦୧୪-୧୫ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦୁଇଗୁଣ ବଢ଼ି ୧,୭୨,୦୦୦ରେ ପହଞ୍ଚତ୍ଛି। ତେବେ ଆୟରେ ଅସମାନତା ଏକ ଚ୍ୟାଲେଞ୍ଜ ହୋଇ ରହିଛି। ୨୦୧୪-୧୫ ଆର୍ଥତ୍କ ବର୍ଷରେ ଭାରତୀୟଙ୍କ ବାର୍ଷିକ ମୁଣ୍ଡପିଛା ଆୟ...

ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା

ନୂଆଦିଲ୍ଲୀ, ୬ା୩ : ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକାନ୍‌ ଏୟାରଲାଇନ୍ସର ଏକ ବିମାନରେ ଜଣେ ଭାରତୀୟ ଛାତ୍ର ନିଶାଗ୍ରସ୍ତ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଉକ୍ତ ଏୟାରଲାଇନ୍ସ ଆମେରିକା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଆର୍ଯ୍ୟ ବୋହ୍‌ରା(୨୧)ଙ୍କୁ...

ଆତ୍ମହତ୍ୟା ଅନୁମତି ମାଗିଲେ ୩ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

ଜୟପୁର, ୬ା୩: ୨୦୧୯ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସେହି ସମୟରେ ବିଭିନ୍ନ ସହାୟତାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ରାଜସ୍ଥାନ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବା ୩ ଶହୀଦଙ୍କ ବିଧବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri