ଜାତୀୟ

ଉତ୍ତରକାଶୀରେ ୪ଥର ଭୂକମ୍ପର ଝଟ୍‌କା

ଉତ୍ତରକାଶୀ,୫ ।୩: ଉରାଖଣ୍ଡର ଜନପଦ ଉତ୍ତରକାଶୀରେ ଅନୁଭୁତ ହୋଇଛି ଭୂକମ୍ପର ଝଟକା । ଏଠାରେ ଗୋଟିଏ ପରେ ଗୋଟିଏ ୪ଟି ଭୂକମ୍ପ ଆସିଥିବା କୁହାଯାଉଛି । ଭୂକମ୍ପର ଝଟକା ଶନିବାର ରାତିରେ ଅନୁଭୂତ ହୋଇଛି । ହେଲେ ଏଠାର ପ୍ରଭାବରେ...

ଆମେରିକା ଏୟାରଲାଇନ୍ସ: ନିଶାରେ ଥାଇ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ

ନୂଆଦିଲ୍ଲୀ,୫ ।୩: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକା ଏୟାର ଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିବା ଜଣାପଡିଛି । ରବିବାର ଏହି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ,...

ଉତ୍ତର ପ୍ରଦେଶରେ ଇଲେକ୍ଟ୍ରିକ ଗାଡ଼ି ଉପରେ ୩ ବର୍ଷ ପର୍ଯ୍ୟନ୍ତ ଲାଗିବ ନାହିଁ କୌଣସି ଟ୍ୟାକ୍ସ

ଲକ୍ଷ୍ନୌ,୫ ।୩: ଇଲେକ୍ଟ୍ରିକ ଗାଡ଼ି କ୍ରୟକୁ ପ୍ରୋତ୍ସାହନ ଦେବାକୁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ୩ ବର୍ଷ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଗାଡ଼ି କ୍ରୟ ଉପରେ ରୋଡ ଟ୍ୟାକ୍ସ ଓ...

ରାହୁଲଙ୍କ ଅଭିଯୋଗ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ କରାଯାଉଛି ଆକ୍ରମଣ, ବିବିସିର ଦେଲେ ଉଦାହରଣ

ଲଣ୍ଡନ/ନୂଆଦିଲ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆକୁ ସମ୍ବୋଧନ କରିବା ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, ଯଦି...

ଏଟାରେ ଏଡସ୍ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ!

ଲକ୍ଷ୍ନୌ,୫ ।୩: ଉତ୍ତର ପ୍ରଦେଶର ଏଟା ମେଡିକାଲ କଲେଜରେ ଏଚଆଇଭିରେ ସଂକ୍ରମିତ ପିଲାମାନଙ୍କୁ ଯେଉଁ ସିରିଞ୍ଜରେ ଇଞ୍ଜେକଶନ ଦିଆଯାଉଛି, ପରେ ସେହି ସିରିଞ୍ଜରେ ସୁସ୍ଥ ପିଲାଙ୍କୁ ଇଞ୍ଜେକଶନ ଦିଆଯାଉଥିବା ଭଳି ଗରୁତର ଅଭିଯୋଗ ସାମ୍ନାକୁ ଆସିଛି । ଏଟାର ଜିଲା...

ବାଘ ମୃତ୍ୟୁ: କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୪।୩ : ଦେଶରେ ବାଘଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ବାଘଙ୍କ ମୃତ୍ୟୁର ଖବରକାଗଜ ରିପୋର୍ଟ ଉପରେ ଧ୍ୟାନ ଦେବା ପରେ ଏନେଇ ଆବଶ୍ୟକ...

ଦିଦିଙ୍କ ଏକଲା ଚଲୋ ନୀତି: ମାଷ୍ଟର ଷ୍ଟ୍ରୋକ୍‌ ନା ବାଧ୍ୟବାଧକତା ?…

କୋଲକାତା,୪।୩ : ଉତ୍ତର-ପୂର୍ବରେ ନିର୍ବାଚନ ଫଳାଫଳ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଫଳ ଆସିବା ମାତ୍ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ଏକତାକୁ ଏକ ବଡ଼ ଝଟକା ଦେଇଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଦିଦି...

ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧୀ ପିଟିଶନ ଖାରଜ କଲେ ସୁପ୍ରିମ୍‌କୋର୍ଟ: ତମାଖୁ ବ୍ୟବସାୟୀଙ୍କୁ ନୋଟିସ ଜାରି…

ନୂଆଦିଲ୍ଲୀ,୪।୩ : ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଏହାର ଜବାବ ମାଗିବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ, ତାମିଲନାଡୁର ଖାଦ୍ୟ ସୁରକ୍ଷା କମିଶନରଙ୍କ ୨୦୧୮ ବିଜ୍ଞପ୍ତିକୁ ମାଡ୍ରାସ ହାଇକୋର୍ଟ ଖାରଜ...

ସମୁଦ୍ରରେ ପାଇପ ଲାଇନରୁ ଅଶୋଧିତ ତୈଳ ଲିକ୍‌: ସଙ୍କଟରେ ଜଳଚର…

ଚେନ୍ନାଇ,୪।୩ : ତାମିଲନାଡୁର ନାଗପଟ୍ଟିନମ ଜିଲାର ନାଗୁର ପଟିନାଚେରୀ ଉପକୂଳରୁ ଏକ ବିଶୋଧନାଗାରର ପାଇପଲାଇନରୁ ଅଶୋଧିତ ତୈଳ ଲିକ ହୋଇଛି। ତେବେ ଏହା ପରେ ଏହାକୁ ନିୟନ୍ତ୍ରଣକୁ ନିଆଯାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି...

ସରକାରୀ ଶିକ୍ଷକ ତାଲିମ ପାଇଁ ଯିବେ ଫିନଲାଣ୍ଡ: ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ,୪।୩ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଫିନଲାଣ୍ଡରେ ତାଲିମ ପାଇଁ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ ପ୍ରାଥମିକ ଇନ-ଚାର୍ଜଙ୍କ ସଂଖ୍ୟାକୁ ୫୨ ର ୮୭ କୁ ବୃଦ୍ଧି କରିଛନ୍ତି। ଉପରାଜ୍ୟପାଳଙ୍କ...

ଦେଶରେ ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ସତର୍କ ସୂଚନା ଜାରି କଲା ଆଇସିଏମଆର…

ନୂଆଦିଲ୍ଲୀ,୪।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ...

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ନିନ୍ଦା କଲା ଭାରତ

ବ୍ରିସ୍‌ବେନ୍‌/ନୂଆଦିଲ୍ଲୀ,୪ା୩: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନି। ଶନିବାର ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି। ମନ୍ଦିରର ସଭାପତି ସତୀନ୍ଦର ଶୁକ୍ଳା କହିଛନ୍ତି, ଆଜି ସକାଳେ ମନ୍ଦିରର ପୁରୋହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri