ଜାତୀୟ

ଶାହାଙ୍କୁ ଫୋନ୍‌ କଲେ ସାଙ୍ଗ୍‌ମା

ଶିଲଙ୍ଗ,୨ା୩: ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ହେଉଛି ୩୧। ନିକଟରେ ଅନୁଷ୍ଠିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ଦଳ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)କୁ ୨୭ ଆସନରେ ସଫଳତା ମିଳିଛି। ତେଣୁ ଲୋକ ସଭାର ପୂର୍ବତନ...

ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କୁ ଗିରଫ ପରେ ମିଳିଲା ଜାମିନ

ଭୋପାଳ,୨।୩: ବାଗେଶ୍ୱର ଧାମର ରାମକଥା ବାଚକ ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଳିିଗ୍ରାମଙ୍କୁ ପୋଲିସ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟପ୍ରଦେଶର ଛତ୍ରପୁରରୁ...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଭାରତରେ ସାକ୍ଷାତ କଲେ ଆମେରିକା-ମସ୍କୋ ବର୍ହିବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୨।୩: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ମସ୍କୋର ବର୍ହିବ୍ୟାପାର ମନ୍ତ୍ରୀ ସର୍ଗୋଇ ଲାଭରଭ୍‌ ଏବଂ ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସାକ୍ଷାତକାର ହୋଇଛି। ବିଶେଷ କଥା ହେଉଛି ଏହି ବୈଠକ...

ଭାଙ୍ଗିଲା ଆତିକଙ୍କ ଆଉ ଜଣେ ସହଯୋଗୀଙ୍କ ଘର

ପ୍ରୟାଗରାଜ, ୨ା୩: ବିଏସ୍‌ପି ବିଧାୟକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ଘଟଣାରେ ସମ୍ପୃକ୍ତ ଆତିକ ଅହମଦଙ୍କର ଅନ୍ୟ ଜଣେ ସହଯୋଗୀ ସଫଦର ଅଲିଙ୍କ ଘରକୁ ଗୁରୁବାର ପ୍ରଶାସନ ଭାଙ୍ଗିଦେଇଛି। ଦୁଇ ଦିନ ମଧ୍ୟରେ ପ୍ରଶାସନର ଏହା...

ଅଲ୍‌ ଉମର ମୁଜାହିଦ୍ଦିନ ମୁଖ୍ୟଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଶ୍ରୀନଗର, ୨ା୩: ଅଲ୍‌ ଉମର ମୁଜାହିଦ୍ଦିନ୍‌ ମୁଖ୍ୟ ମୁସ୍ତାକ୍‌ ଜର୍ଗାରଙ୍କ ସମ୍ପତ୍ତିକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବାଜ୍ୟାପ୍ତ କରିଛି। ୧୯୯୯ରେ ଇଣ୍ଡିଆନ୍‌ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ଯାତ୍ରୀମାନଙ୍କ ମୁଣ୍ଡ ଜାମିନ ବଦଳରେ ଜର୍ଗାରଙ୍କ ଏବଂ ଅନ୍ୟ ଦୁଇଜଣ...

ଜେଏନ୍‌ୟୁରେ ନୂଆ ନିୟମ: ଧାରଣା ଦେଲେ ଗଣିବାକୁ ପଡ଼ିବ ୨୦ହଜାର ଜରିମାନା

ନୂଆଦିଲ୍ଲୀ,୨।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ରେ ଏକ ନୂତନ ନିୟମ ଲାଗୁ କରାଯାଇଛି। ଏହାପରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣା ଦେଲେ ଛାତ୍ରମାନଙ୍କୁ ବର୍ତ୍ତମାନଠାରୁ ୨୦,୦୦୦ଟଙ୍କା ଜରିମାନା...

ଭାଉଜଙ୍କ ସହ ସମ୍ପର୍କ ନ ଥିବା ପ୍ରମାଣ କରିବାକୁ ଯାଇ ଅଗ୍ନିପରୀକ୍ଷା ଦେଲେ ଦିଅର

ହାଇଦ୍ରାବାଦ,୨।୩: ତେଲେଙ୍ଗାନାର କରିମନଗର ଜିଲାର ବଞ୍ଜାରୁପାଲି ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କ ସହ ଅବୈଧ ସମ୍ପର୍କ ନେଇ ଅଭିଯୋଗ ହୋଇଥିଲା। ଯାହାକୁ ପ୍ରମାଣ କରିବାକୁ ଯାଇ ଦିଅର ଜଣଙ୍କ ଅଗ୍ନିପରୀକ୍ଷା ଦେଇଛନ୍ତି।...

କରୋନା ପରେ ଏବେ ଡରାଇଲାଣି ଏଡିନୋଭାଇରସ!

କୋଲକାତା,୨ ।୩: କରୋନା ମହାମାରୀର ପ୍ରକୋପ ଏବେ ପର୍ଯ୍ୟନ୍ତ କମ ହୋଇ ନ ଥିବା ବେଳେ ଏବେ ଆଉ ଏକ ଭାଇରସ ଆସିଯାଇଥିବା କୁହାଯାଉଛି । ଏହା ପିଲାମାନଙ୍କୁ ଖୁବଶୀଘ୍ର ସଂକ୍ରମିତ କରୁଛି । ଏହି ନୂଆ ଭାଇରସର ନାମ...

ୟୁକ୍ରେନ୍ ବିବାଦକୁ କଥାବାର୍ତ୍ତା ଓ କୁଟନୀତି ଦ୍ୱାରା ସମାଧାନ କରିହେବ: ମୋଦି

ନୂଆଦିଲ୍ଲୀ,୨ ।୩: ରାଜଧାନୀ ଦିଲ୍ଲୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ପ୍ରଥମ ଭାରତ ଯାତ୍ରାକୁ ନେଇ ମୁଁ ତାଙ୍କୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରୁଛି...

ହାଥରସ ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୩ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶର ହାଥରସରେ ଅବସ୍ଥିତ ବୁଲଗଢି ଗଣବଳାତ୍କାର ମାମଲାରେ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ମାମଲାରେ କୋର୍ଟ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏସସି-ଏସଟି କୋର୍ଟର ସ୍ବତନ୍ତ୍ର ଜଜ ତ୍ରିଲୋକପାଲ...

ଏହା ଜନତାଙ୍କ ବିଜୟ, ଦଳ ମୁଖିଆ ସ୍ଥିର କରିବେ ଶପଥ ଗ୍ରହଣ: ମାଣିକ ଶାହା

ଅଗରତାଲା,୨ ।୩: ତ୍ରିପୁରାରେ ପୁଣିଥରେ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର । ତ୍ରିପୁରାର ବିଜୟକୁ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଜନତାଙ୍କୁ ସମର୍ପିତ କରିଛନ୍ତି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଶପଥ...

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଷ୍ଟାର୍ଟଅପ ସେତୁ ହେବ ପ୍ରତିଷ୍ଠା

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ଦୃଢ ସମ୍ପର୍କ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri