ଜାତୀୟ

୧୨୨ ବର୍ଷ ପରେ ସବୁଠାରୁ ଉତ୍ତପ୍ତ ରହିଲା ଫେବୃୟାରୀ

ନୂଆଦିଲ୍ଲୀ,୧ ।୩: ଚଳିତ ବର୍ଷ ମେ’ରେ ସବୁଠାରୁ ଅଧିକ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହାର ସାମାନ୍ୟ ଝଲକ ଦେଇଛି ଫେବୃୟାରୀ । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ କହିଛି ୧୨୨ ବର୍ଷ...

ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାରକୁ ଦେଶ ତଥା ବିଦେଶରେ ମିଳିବ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୧ ।୩: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁରକ୍ଷା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦିଆଯିବ । କୋର୍ଟ...

ଏଏପିର ୬ ମନ୍ତ୍ରୀ-ଦେଢ଼ ଡର୍ଜନ ବିଧାୟକ ଯାଇଛନ୍ତି ଜେଲ…

ନୂଆଦିଲ୍ଲୀ,୨୮।୨ : ଆମ ଆଦମୀ ପାର୍ଟି ବର୍ତ୍ତମାନ ଏକ ଜାତୀୟ ଦଳର ମାନ୍ୟତା ପାଇଛି। ଦିଲ୍ଲୀ ବ୍ୟତୀତ ଏଏପି ପଞ୍ଜାବରେ ମଧ୍ୟ ସରକାର ଗଠନ କରିଛି। ତେବେ ଏଏପି ସରକାରଙ୍କ ପାଞ୍ଚ ଜଣ ମନ୍ତ୍ରୀ ସମୟ ସମୟରେ ଜେଲ ଯାଇଛନ୍ତି।...

ରେଳବାଇ ଅଧିକାରୀ ମୁଖ୍ୟାଳୟରେ କାର୍ଯ୍ୟ କରିବା ପୂର୍ବରୁ ୧୦ ବର୍ଷ କରିବେ ଫିଲ୍ଡ ଡ୍ୟୁଟି…

ନୂଆଦିଲ୍ଲୀ,୨୮।୨ : ଏକ ପ୍ରମୁଖ ନୀତି ପରିବର୍ତ୍ତନରେ ରେଳବାଇ ବୋର୍ଡ କହିଛି ଯେ ଭାରତୀୟ ରେଳବାଇର ନୂତନ ଭାବରେ ନିଯୁକ୍ତ ଗ୍ରୁପ ‘ଏ’ ଅଧିକାରୀମାନଙ୍କୁ ମୁଖ୍ୟାଳୟରେ ପୋଷ୍ଟ ହେବା ପୂର୍ବରୁ ସେମାନଙ୍କର ସେବା କରିବାର ପ୍ରଥମ ୧୦ ବର୍ଷ ଫିଲ୍ଡ...

୧୧ ହଜାରରୁ ଅଧିକ କଳାକାର ବିହୁ ନୃତ୍ୟରେ ସାମିଲ ହୋଇ କରିବେ ଗିନିଜ ୱାଲର୍‌ଡ ରେକର୍ଡ…

ଗୁଆହାଟୀ,୨୮।୨ : ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସରକାର ବିହୁ ପର୍ବକୁ ରାଜ୍ୟର ସାଂସ୍କୃତିକ ଗର୍ବର ପ୍ରତୀକ ଭାବରେ ବିଶ୍ୱବ୍ୟାପୀ ମାନ୍ୟତା ଦେବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆସାମ ସରକାର ୧୧ ହଜାରରୁ ଅଧିକ କଳାକାରଙ୍କ ଦ୍ୱାରା...

ଦିଲ୍ଲୀ ପରେ ଏବେ ପଞ୍ଜାବ ମଦ ନୀତି ଉପରେ ଇଡି ନଜର…

ନୂଆଦିଲ୍ଲୀ,୨୮।୨ : ଦିଲ୍ଲୀ ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିର ଯାଞ୍ଚ ପଞ୍ଜାବ ଆଡକୁ ଯାଇପାରେ। ଏହି ନୀତିରେ ଅନିୟମିତତା ହୋଇଥିବା ନେଇ ମନୀଷ ସିସୋଡିଆଙ୍କ ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ଅଭିଯୋଗ କରିଥିବା ଭାଜପା ନେତା ମନଜିନ୍ଦର ସିଂ...

ଟିଏମ୍‌ସି ଟୁଇଟର ଆକାଉଣ୍ଟ ହ୍ୟାକ୍‌…

କୋଲକାତା,୨୮।୨ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍‌ ଟିଏମସିର ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଚିତ୍ର ଏବଂ ନାମ ବଦଳାଇ ଦେଇଛନ୍ତି। ଟୁଇଟର ହ୍ୟାଣ୍ଡେଲର ନାମ ‘ୟୁଗ ଲ୍ୟାବ’ ରଖା ଯାଇଛି। ପ୍ରକୃତରେ, ୟୁଗ...

୨ ମାସରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମ ପୋଲିସ ତାଲିକାରୁ ହଟିଲା: ଶାସକ-ବିରୋଧୀ ମୁହାଁମୁହିଁ…

ବେଙ୍ଗାଲୁରୁ,୨୮।୨ : କର୍ନାଟକରେ ରାଜ୍ୟ ପୋଲିସ ବିଭାଗ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମକୁ ତାଲିକାରୁ ହଟାଇ ଦେଇଛି। ଏନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟର ଭାଜପା ସରକାର ଏହା...

ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ପ୍ରଭାବ: ତୃତୀୟ ତ୍ରୟମାସରେ ଜିଡ଼ିପି ହାର ୪.୪ ପ୍ରତିଶତ…

ନୂଆଦିଲ୍ଲୀ,୨୮।୨ : ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ପ୍ରକାଶ କରିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ତୃତୀୟ ତ୍ରୟମାସରେ ଭାରତର ଜିଡିପି ୪.୪ ପ୍ରତିଶତ ଅଭିବୃଦ୍ଧି...

କେଜରିଓ୍ବାଲଙ୍କ କ୍ଷତି ପରିଚାଳନା ପ୍ରସ୍ତୁତି: ଦଳର ନିର୍ମଳ ଭାବମୂର୍ତ୍ତି ରକ୍ଷା ପାଇଁ ପଦକ୍ଷେପ…

ନୂଆଦିଲ୍ଲୀ,୨୮।୨ : ମଦ ଦୁର୍ନୀତିରେ ଧରାପଡିଥିବା ମନୀଷ ସିସୋଡିଆ ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ନଅ ମାସ ଧରି ତିହାର ଜେଲରେ ରହିଥିବା ଦିଲ୍ଲୀ ସରକାରଙ୍କ ଆଉ ଜଣେ ବଳିଷ୍ଠ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ...

ସୁପ୍ରିମକୋର୍ଟରୁ ବି ସିସୋଡିଆଙ୍କୁ ଝଟ୍‌କା, ମିଳିଲାନି ଜାମିନ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଜାମିନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିବିଆଇ ତଦନ୍ତ ତଥା ଗିରଫଦାରୀକୁ ଚ୍ୟାଲେଞ୍ଜ କରି...

ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବି ଦିଅନ୍ତୁ ଇସ୍ତଫା: ଭାଜପା ଏମ୍‌ପି

ନୂଆଦଲ୍ଲୀ,୨୮।୨: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହେବା ପରେ ତାଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri