ଜାତୀୟ

ଇସ୍ତଫା ଦେଲେ ମନୀଷ ସିସୋଡିଆ-ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବୀକାର କରିଥିବା ଜଣାପଡ଼ିଛି। ବର୍ତ୍ତମାନ...

ତାତି ବୃଦ୍ଧି ସହିତ ବଢୁଛି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା, ରାଜ୍ୟଙ୍କୁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୮।୨ : ପାଣିପାଗର ପରିବର୍ତ୍ତନ ସହିତ ତାପମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥର ଫେବୃଆରୀରେ ତାପମାତ୍ରା ଅନେକ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଯଦିଓ ସକାଳ ଏବଂ ସନ୍ଧ୍ୟାରେ ତାପମାତ୍ରା ହ୍ରାସ ପାଉଛି, କିନ୍ତୁ...

ଦେଶକୁ ମିଳିବ ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ରାଜ୍ୟର ଦୁଇଟି ସହରକୁ ଯୋଡ଼ିବ ହାଇ ସ୍ପିଡ୍‌ ଟ୍ରେନ୍‌

ଭୋପାଳ,୨୮।୨: ଦେଶକୁ ଖୁବ୍‌ଶୀଘ୍ର ୧୧ତମ ବନ୍ଦେ ଭାରତ ଟ୍ରେନ୍‌ ମିଳିବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେବଳ ଟ୍ରେନ୍‌ ରେକରର ଅପେକ୍ଷା ଶେଷ ହେବା ପରେ ଏପ୍ରିଲରେ ମଧ୍ୟପ୍ରଦେଶରେ ପ୍ରଥମ ହାଇ ସ୍ପିଡ୍‌ ‘ବନ୍ଦେ...

ହାତ ଧରି ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ: ହାଇକୋର୍ଟ…

ମୁମ୍ବାଇ,୨୮।୨ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଜଣେ ଝିଅଙ୍କର ହାତ ଧରି ନିଜର ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ। ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଜଷ୍ଟିସ ଭାରତୀ...

ହେବନି ତ୍ରିଶଙ୍କୁ ସ୍ଥିତି, ୩ ପୂର୍ବୋତ୍ତର ରାଜ୍ୟରେ ଜିତିବ ଏନଡିଏ: ହିମନ୍ତ…

ଗୁଆହାଟୀ,୨୮।୨ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର କହିଛନ୍ତି ଯେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟର କିଛି ନିର୍ବାଚନ ସର୍ଭେରେ ପୂର୍ବାନୁମାନ ଅନୁଯାୟୀ କୁହାଯାଉଥିବା ତ୍ରିଶଙ୍କୁ ସ୍ଥିତି ହେବ ନାହିଁ। ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ(ଏନଇଡିଏ) ସଂଯୋଜକ...

ଥରୁରଙ୍କୁ ଶୁଣିବା ପାଇଁ ଡିସ୍କନାରୀ ନେଇ ପହଞ୍ଚିଲେ ବ୍ୟକ୍ତି: ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ଇଂରାଜୀକୁ ସମସ୍ତେ ପସନ୍ଦ କରନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ସେ ଏପରି କିଛି ଶବ୍ଦ ବ୍ୟବହାର କରନ୍ତି, ଯାହାକୁ ବୁଝିବା ପାଇଁ ଡିସ୍କନାରୀ (ଅଭିଧାନ)ର...

ଥମୁନି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିମନ୍ତ

ଗୁଆହାଟୀ,୨୮।୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ଗୁଆହାଟୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପ୍ରିଲ ୧୪ରେ ଗୁଆହାଟୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ଏହି ଦିନ ଆସାମର...

ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ଭାରତ ଆଗୁଆ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୨ : ଆତଙ୍କବାଦ ବିରୋଧରେ ଭାରତ ସରକାର ବହୁତ ଭଲ କାମ କରିଛନ୍ତି। ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରିବା, ସେମାନଙ୍କୁ ଧ୍ୱଂସ କରିବା ଏବଂ...

ଚନ୍ଦ୍ରାୟନ ମିଶନ-୩: ଇସ୍ରୋର ସିଇ-୨୦ ଇଞ୍ଜିନର ସଫଳ ପରୀକ୍ଷଣ…

ମହେନ୍ଦ୍ରଗିରି,୨୮।୨ : ଚନ୍ଦ୍ରାୟନ ମିଶନ-୩ର ଲଞ୍ଚ ଯାନର କ୍ରାୟୋଜେନିକ ଉପର ପର୍ଯ୍ୟାୟରେ ଚାଳିତ ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ଫ୍ଲାଇଟ ଗ୍ରହଣୀୟ ଉତ୍ତାପ ପରୀକ୍ଷା ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏହି ସୂଚନା ଦେଇଛି। ଇସ୍ରୋ କହିଛି...

ଅବନ୍ତିପୋରା ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୨ଆତଙ୍କବାଦୀ, ଜଣେ ଯବାନ ଶହୀଦ

ଶ୍ରୀନଗର,୨୮।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ଏକ ସଫଳତା ମିଳିଛି। ପୁଲାଓ୍ବାମା ଜିଲାର ଅବନ୍ତପୋରାରେ ଜାରି ରହିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କଠାରୁ...

ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ, ‘ସେ କେବଳ ଖାର୍ଗେଙ୍କ ଅପମାନ କରି ନାହାନ୍ତି ବରଂ…’

ନୂଆଦିଲ୍ଲୀ,୨୮ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । କଂଗ୍ରେସ ମୋଦିଙ୍କୁ ଏହାର ଜବାବ ଦେଇଛି । କଂଗ୍ରେସ ମୋଦିଙ୍କ ଟିପ୍ପଣିକୁ ନେଇ ଦଳିତ ସମାଜର ଅପମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri