ଜାତୀୟ

ମୋଦି, ଯୋଗୀଙ୍କୁ ପ୍ରଶଂସା କରିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେଲେ ସ୍ବାମୀ

ବହରାଇଚ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଉତ୍ତରପ୍ରଦେଶ ବହରାଇଚ ଜିଲା ମହୋଲ୍ଲା ସରାୟରେ ରହୁଥିବା ମରିୟମ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କୁ ଭାରି ପଡ଼ିଛି। ମରିୟମଙ୍କ ଉପରେ ତାଙ୍କ ସ୍ବାମୀ ଅର୍ସଦ...

ମୋଦି ସରକାରଙ୍କ ବଡ଼ ଘୋଷଣା, ୨୫ବର୍ଷ କାମ କରିଥିଲେ ପେନସନରେ ମିଳିବ ୫୦ପ୍ରତିଶତ

ନୂଆଦିଲ୍ଲୀ,୨୪।୮: ପେନସନ ଯୋଜନା ସମ୍ପର୍କରେ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) କୁ ଅନୁମୋଦନ କରାଯାଇଛି।...

ଡିଅର ପ୍ରଫେସର ଘୋଷ…ଆରଜିକର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମମତା! ଭାଇରାଲ ହେଉଛି ଚିଠି

କୋଲକାତା,୨୪।୮: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଦ୍ୱନ୍ଦ୍ୱରୁ ପରଦା ହଟୁଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଏହି ସମୟରେ, ସିଏମ ମମତା ବାନାର୍ଜୀଙ୍କର ଏକ ସ୍ବତନ୍ତ୍ର ଚିଠି...

ସଞ୍ଜୟଙ୍କ ମନରେ ନାହିଁ ପଶ୍ଚାତାପ: ଜେଲ୍‌ର କାଳକୋଠରୀ ଭିତରେ ହସୁଛନ୍ତି ରାକ୍ଷାସ ହସ

କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଚରିତ୍ର ପଦାରେ ପଡ଼ିଲାଣି ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି...

ସିବିଆଇ ରୁଜୁ କଲା ମାମଲା, ଗିରଫ ହେବେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ!

କୋଲକାତା,୨୪।୮: ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି।...

ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ଭାଙ୍ଗିଯିବ କି ମେଣ୍ଟ! ତେଜିଲା ବିବାଦ

ଶ୍ରୀନଗର,୨୪।୮: ଜମ୍ମୁ କଶ୍ମୀର ଗସ୍ତରେ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାଶନାଲ ପ୍ରୋଗେସିଭ ଏବଂ କଂଗ୍ରେସ ମେଣ୍ଟ କରିବା ନେଇ ବଡ଼ ଘୋଷଣା କରିଥିଲେ। ତେବେ ଘୋଷଣା କରିବାର ୨ଦିନ ନ ଜାଉଣୁ ଏନସି ମଧ୍ୟରେ ଦଳୀୟ କନ୍ଦଳ...

କ୍ଲିଅର କଲେ ମନମୋହନ, କିଏ ଯିବେ ରାଜ୍ୟ ସଭା?

ଭୁବନେଶ୍ୱର,୨୪।୮: ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ପଡିଛି ପୂର୍ଣ୍ଣଚ୍ଛେଦ । ନିଜେ ସ୍ପଷ୍ଟ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ ପାଇଁ ଭାଜପାରୁ...

ସୁପ୍ରିମ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଚଳିତ ବର୍ଷ ହଜାର ହଜାର କଏଦୀ ଘରେ ପାଳିବେ ଦିପାବଳୀ!

ନୂଆଦିଲ୍ଲୀ,୨୪।୮: ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୪୭୯ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅଧୀନରେ ପ୍ରଥମ ଥର ପାଇଁ ଅପରାଧ କରି ଜେଲରେ ଥିବା ବନ୍ଦୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ, ଯଦି ସେମାନେ...

ବେଡ୍‌ରୁମ୍‌କୁ ଡାକି ମୋ ସହ…ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବେ ଚର୍ଚ୍ଚାରେ ଅଛି। ନିକଟରେ ଜଣେ ମାଲାୟାଲମ ଅଭିନେତ୍ରୀ ଅଭିନେତା ଦିଲୀପଙ୍କ ବିରୋଧରେ ଯୌନ ଶୋଷଣର ଗୁରୁତର ଅଭିଯୋଗ ଆଣିଥିଲେ। ଏହା ପରେ ଜଷ୍ଟିସ ହେମା କମିଟିର ରିପୋର୍ଟରେ ମାଲାୟାଲମ ଚଳଚ୍ଚିତ୍ର ଶିଳ୍ପରେ ମହିଳାଙ୍କ ଅସୁରକ୍ଷିତତା...

ସାମ୍ନାକୁ ଆସିଲା ଆର୍‌ଜି କର ମେଡିକାଲ କଲେଜର ବଡ଼ ଗୁମର: ସନ୍ଦୀପ ଘୋଷ ଆସିବା ପରେ ବଦଳି ଯାଇଥିଲା ସବୁକିଛି…

କୋଲକାତା,୮।୨୪: କୋଲକାତା ଲଜ୍ଜା ଘଟଣାରେ ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଧିରେଧିରେ ପଦାରେ ପଡ଼ୁଛି। ଏ ନେଇ ଗଣମାଧ୍ୟମ ଆଗରେ   ଆର୍‌ଜି କର୍‌ ମେଡିକାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ପ୍ରତିକ୍ରିୟା...

ଦଣ୍ଡକୁ ଭୟ ନାହିଁ, ଜେଲରେ ଏମିତି ଅଏସ୍‌ କରୁଛନ୍ତି ଅଭିଯୁକ୍ତ ସଞ୍ଜୟ, ଖାଇବାକୁ ଦିଆଯାଉଛି ଏସବୁ…

କୋଲକାତା,୨୪।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସଞ୍ଜୟ ରୟ ବର୍ତ୍ତମାନ ଜେଲରେ ଅଛନ୍ତି। ସଞ୍ଜୟ ରୟଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲରେ ସେଲ ନମ୍ବର ୨୧...

ସନ୍ଦୀପ ଘୋଷଙ୍କୁ ପଲିଗ୍ରାଫ ଟେଷ୍ଟରେ ପଚରାଗଲା ୨୫ ପ୍ରଶ୍ନ

କୋଲକାତା,୨୪।୮: ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ଏହି ସମୟରେ ସଞ୍ଜୟଙ୍କ ସହ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri