ଜାତୀୟ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ଫାଷ୍ଟ ବୋଲର ଜୟଦେବ ଉନାଦକତଙ୍କୁ ଦଳରୁ ରିଲିଜ୍‌ କରିଛି।...

ଥରିଲା ଆସାମ

ଗୁଆହାଟୀ,୧୨।୨: ଆସାମର ନାଗାଓଁ ଜିଲାରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ରବିବାର ୪.୧୮ ସମୟରେ ଏହି ଭୂକମ୍ପ...

ଜମ୍ମୁ-କଶ୍ମୀରକୁ ଭଲ ପାଇବା ଆବଶ୍ୟକ,କିନ୍ତୁ ମିଳିଲା ଭାଜପାର ବୁଲଡୋଜର: ରାହୁଲ

ନୂଆଦିଲ୍ଲୀ,୧୨।୨: ଜମ୍ମୁ କଶ୍ମୀରରେ ଚାଲିଥିବା ଅନଧିକାର ପ୍ରବେଶ ବିରୋଧୀ ଅଭିଯାନକୁ ନେଇ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଟୁଇଟ୍‌ ଯୋଗେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ରୋଜଗାର, ବ୍ୟବସାୟ ଏବଂ ଭଲ ପାଇବା ଆବଶ୍ୟକ, କିନ୍ତୁ...

ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ଗିରଫ: ଥାନାରେ ସଙ୍ଗିନ ମାମଲା ରୁଜୁ

ଚିତ୍ରକୋଟ,୧୨।୨: ଚିତ୍ରକୋଟ ଜେଲରେ ସ୍ବାମୀ ଅବ୍ବାସ ଅନ୍‌ସାରୀଙ୍କ ସହ ଗୁପ୍ତ ବୈଠକ କରୁଥିବା ଅଭିଯୋଗରେ ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ନିଖତ ଅନ୍‌ସାରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଅର୍ଥ ହେରଫେର ମାମଲାରେ ଅବ୍ବାସ ଅନ୍‌ସାରୀ ୨ମାସ...

ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଠି ଦେଖାଇ ଚର୍ଚ୍ଚାରେ ଜୟା

ନୂଆଦିଲ୍ଲୀ,୧୨।୨: ବଲିଉଡର ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ସୋସିଆଲ ମିଡିଆରେ ନିଜ ରାଗ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। କେତେବେଳେ ଫଟୋଗ୍ରାଫରଙ୍କ ଉପରେ ତ ଆଉ କେତେବେଳେ ତାଙ୍କ ପ୍ରଶଂସକଙ୍କ ଉପରେ ରାଗିଥାନ୍ତି...

ଭାଜପା ନେତାଙ୍କୁ ହତ୍ୟା

ରାୟପୁର,୧୨।୨: ନକ୍ସଲମାନେ ପୁଣିଥରେ ଛତିଶଗଡରେ ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ଦାନ୍ତେୱାଡା ଜିଲାରେ ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କ ଗଳା କାଟି ହତ୍ୟା କରିଛନ୍ତି। ୟନକ୍ସଲମାନେ ତାଙ୍କୁ ଅନେକ ଦିନ ଧରି ଧମକ ଦେଉଥିଲେ। ହତ୍ୟା ପରେ ନକ୍ସଲମାନେ ମଧ୍ୟ...

‘କାନ୍ତାରା’ ଫିଲ୍ମକୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୨:ଅଭିନେତା ରିଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା। ସମସ୍ତେ ଏହି ଫିଲ୍ମର ପ୍ରଶଂସା କରିଥିଲେ। ଏବେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମ ବିଷୟରେ ନିଜର ମତ ଦେଇଛନ୍ତି। ସେ ‘କାନ୍ତାରା’କୁ...

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଡାଉସା-ଲାଲସୋଟକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଡାଉସାଠାରୁ ଏକ୍ସପ୍ରେସ ୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୯ ବର୍ଷ ଧରି ଆମେ ଭିତ୍ତିଭୂମି ପାଇଁ...

ଜନତାଙ୍କ ଅର୍ଥରେ ବନ୍ଧୁଙ୍କୁ ଫଣ୍ଡିଂ କରିଛନ୍ତି ମୋଦି: ଖର୍ଗେ

ନୂଆଦିଲ୍ଲୀ,୧୨ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାସନ କ୍ଷମତାକୁ ଆସିବା ପରେ ମୋଦି ଉଦ୍ଦ୍ୟୋଗପତି ଗୌତମ ଅଦାନୀଙ୍କୁ ସାହାଯ୍ୟ କରିବା, ଉଚିତ ପ୍ରସଙ୍ଗକୁ ନ ଉଠାଇବା ଭଳି...

୨୦୨୪ରେ ଦରଦାମ ବୃଦ୍ଧି-ବେକାରି ସମସ୍ୟା ମୋଦି-ଶାହାଙ୍କ ଯୋଜନାରେ ଆଣିବ ବାଧା: ସର୍ଭେ…

ନୂଆଦିଲ୍ଲୀ,୧୨।୨ : ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୪୦୦ ଦିନ ବାକି ଅଛି। ଲଗାତାର ତୃତୀୟ ଥର କ୍ଷମତାକୁ ଆସିବାକୁ ଉଦ୍ୟମ କରି ଭାଜପା ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୫...

‘ନା ରାମ ନା ଶିବ, ସେତେବେଳେ କେବଳ ଆଲ୍ଲା ଥିଲେ’ ମୌଲାନା ଅରଶଦ ମଦାନୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୨ ।୨: ରାଜଧାନୀ ଦିଲ୍ଲୀର ରାମଲିଳା ମଇଦାନରେ ଜମିୟତ ଉଲେମା-ଏ-ହିନ୍ଦର ଅଧିବେଶନରେ ମୌଲାନା ଅରଶଦ ମଦନିଙ୍କ ଏକ ବୟାନ ପରେ ମଞ୍ଚରେ ଉତ୍ତେଜନା ଦେଖାଯାଇଛି । ଏଥର ସେ ମୋହନ ଭାଗବତଙ୍କୁ ନେଇ ବିଷ ଓଗାଳିଛନ୍ତି । ମୌଲାନା କହିଛନ୍ତି...

ଶହ ଶହ କଂଗ୍ରେସକର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟ ସହିତ ଏବେ ଇଲୁ-ଇଲୁ କରୁଛି କଂଗ୍ରେସ: ଶାହା…

ଅଗରତାଲା,୧୨।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛି। ରାଜ୍ୟରେ କ୍ରମାଗତ ଭାବେ ବଡ ବଡ ଭାଜପା ନେତାଙ୍କ ନିର୍ବାଚନ ରାଲି ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri