ଜାତୀୟ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମଙ୍କ ମା’ଙ୍କ ପରଲୋକ, ଆଜି ହେବ ଅନ୍ତିମ ସଂସ୍କାର

ଥେନି,୨୫ ।୨: ତାମିଲନାଡୁର ଥେନି ଜିଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଅନ୍ନାଦ୍ରମୁକର ଅପଦସ୍ତ ନେତା ଓ ପନ୍ନିରସେଲଭମଙ୍କ ମାଆ ପଲାନିଅମ୍ମଲ ନଚିୟାରଙ୍କର ଶୁକ୍ରବାର ପରଲୋକ ହୋଇଛି । ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ବାର୍ଦ୍ଧକ୍ୟ ହେତୁ ୯୫ ବର୍ଷ...

କବର ଖୋଳିବା ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଶିଲଂ,୨୫।୨: ମୋଦିଙ୍କ କବର ଖୋଳିବୁ ବୋଲି କହିଥିବା ବିରୋଧୀ ଦଳ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଛନ୍ତି। କବର ଖୋଳିବା ମନ୍ତବ୍ୟର ଜବାବର ଦେଶବାସୀ ‘ମୋଦି ତେରା କମଳ ଖିଲେଗା’ ବୋଲି କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଶୁକ୍ରବାର...

୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୫ା୨: ଏୟାରବସ୍‌ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ ଚଳିତ ବର୍ଷ ୯୦୦ ପାଇଲଟ ଏବଂ ୪,୨୦୦ରୁ ଊର୍ଦ୍ଧ୍ୱ କ୍ୟାବିନ୍‌ କର୍ମଚାରୀ ନିଯୁକ୍ତ...

ଏମ୍‌ସିଡି ହାଉସ୍‌ ରଣକ୍ଷେତ୍ର

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି)ର ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନରେ ଭୋଟ ପୁନଃ ଗଣନାକୁ ଏଏପି କାଉନସିଲରମାନେ ବିରୋଧ କରିଥିଲେ। ଏମ୍‌ସିଡି ମେୟର ଶେଲି ଓବେରୟ ଶୁକ୍ରବାର ପୁନଃଗଣତିକୁ ବନ୍ଦ କରିବା ପରେ ଏହାକୁ ନେଇ ଗୃହରେ ତୁମୁଳ...

ଶେଷ ନିଃଶ୍ୱାସ ଯାଏ ଭାଜପା ଲାଗି ଲଢ଼ିବି: ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ବିଧାନସଭାରେ ବିଦାୟ ଭାଷଣ ଦେଇଛନ୍ତି। ଏଥିରେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଭାଜପାକୁ ଜିତାଇବା ଲାଗି ସେ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି।...

୫୧୨ କିଲୋ ପିଆଜ ବିକି ପାଇଲେ ମାତ୍ର ୨.୪୯ ଟଙ୍କା, ଚାଷୀ କହିଲେ ‘କିଭଳି ବଞ୍ଚିବୁ’

ସୋଲାପୁର,୨୪।୨: ଦେଶରେ ଚାଷୀଙ୍କ ଅବସ୍ଥା କାହାକୁ ବା ଅଛପା। କଠିନ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ପ୍ରାପ୍ୟ ନ ପାଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ଚାଷୀ। ଏହାର ଏକ ସଦ୍ୟ ଉଦାହରଣ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି। ରାଜ୍ୟର ସୋଲାପୁରର ଜଣେ...

ସିଡବ୍ଲ୍ୟୁସି ପାଇଁ ହେବନି ନିର୍ବାଚନ

ରାୟପୁର,୨୪।୨: ଚଳିତ ବର୍ଷ କଂଗ୍ରେସର ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ପାଇଁ ନିର୍ବାଚନ ନକରିବାକୁ ଶୁକ୍ରବାର ଷ୍ଟିଅରିଂ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂତନ ସିଡବ୍ଲ୍ୟୁସି ଗଠନ ପାଇଁ ଦଳର ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଛି। ସୂଚନାଅନୁସାରେ, ପ୍ରାୟ ୪୫ଜଣ ନେତା ସିଡବ୍ଲ୍ୟୁସି...

ଭଗଓ୍ବନ୍ତ ମାନଙ୍କୁ ଝଟ୍‌କା: ବଜେଟ ଅଧିବେଶନ ପାଇଁ ମଞ୍ଜୁରୀ ଦେଲେନି ରାଜ୍ୟପାଳ

ଚଣ୍ଡିଗଡ଼,୨୪।୨: ପଞ୍ଜାବର ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଚଳିତ ଥର ବଜେଟ ଅଧିବେଶନକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ମନା କରିଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳ ଭଗଓ୍ବନ୍ତ ମାନଙ୍କୁ ନିୟମିତ ଚିଠି...

ଜେଲ୍‌ରୁ ମୁକୁଳିଲେ ଅମୃତପାଲଙ୍କ ସହଯୋଗୀ ଲଭପ୍ରୀତ: ଶୁଭିଲା ‘ଜୋ ବୋଲେ ସୋ ନିହାଲ’ ସ୍ଲୋଗାନ୍‌

ଚଣ୍ଡିଗଡ଼,୨୪।୨: ଖଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିଶ ପଞ୍ଜା ଦେ’ର ମୁଖ୍ୟ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଶୁକ୍ରବାର ଅମୃତଶର ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ତୁଫାନ ଓ ସଂଗଠନର ଅନ୍ୟ ଲୋକମାନେ ‘ଜୋ ବୋଲେ ସୋ ନିହାଲ’ର...

କେଜରିୱାଲଙ୍କ ନିର୍ଦ୍ଦେଶ, ସିଧା ଏଲଜିଙ୍କଠାରୁ ଆଦେଶ ନେବା ବନ୍ଦ କରନ୍ତୁ ଅଧିକାରୀ

ନୂଆଦିଲ୍ଲୀ,୨୪ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି । କେଜରିୱାଲ ସରକାରଙ୍କ ମନ୍ତ୍ରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି କି ଏଲଜି ସାକ୍ସେନାଙ୍କଠାରୁ ଆଦେଶ ନେବା ବନ୍ଦ କରାଯାଉ ।...

ଗୁଜରାଟ ବିଧାନସଭା ଇତିହାସରେ ପ୍ରଥମ: ରହିବେ ନାହିଁ ବିରୋଧୀ ଦଳ ନେତା

ଗାନ୍ଧୀନଗର,୨୪।୨: ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ  ଏବଂ ବିରୋଧୀ ଦଳର ଗୁରୁତ୍ୱ ସମାନ। ଯେଉଁଥିରେ କି ଶାସକ ଦଳ ନୀତି ଏବଂ ଯୋଜନା ମାଧ୍ୟମରେ ବିକାଶର ନୂତନ ଦିଗ ସୃଷ୍ଟି କରିବାକୁ ଆଲୋଚନା କରୁଥିବାବେଳେ ବିରୋଧୀ ତ୍ରୁଟି ଗଣନା କରି...

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୨: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ହୃଦଘାତରେ ପରଲୋକ ଘଟିଛି। ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ପରିବାର ନିକଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri