ଜାତୀୟ

ଏଏପି ଦଖଲରେ ଏମସିଡି, ଶୈଲୀ ଓବରାଏ ହେଲେ ମେୟର …

ନୂଆଦିଲ୍ଲୀ,୨୨।୨ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଦିଲ୍ଲୀ...

ଶିନ୍ଦେଙ୍କୁ ସମତା ପାର୍ଟିର ଅନୁରୋଧ, ଠାକରେ ଦଳଠାରୁ ମଶାଲ ଚିହ୍ନ ଆଣିବାରେ କରନ୍ତୁ ସହାୟତା…

ମୁମ୍ବାଇ,୨୨।୨ : ବିହାରରୁ ସମତା ପାର୍ଟିର ଏକ ପ୍ରତିନିଧୀ ଦଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟି ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦଳକୁ ଦିଆଯାଇଥିବା ମଶାଲ ଚିହ୍ନକୁ ଫେରାଇ ଆଣିବାରେ ସାହାଯ୍ୟ ଲୋଡିଛନ୍ତି। ଦଳର ସଭାପତି ଉଦୟ ମଣ୍ଡଳଙ୍କ...

ଶୀଘ୍ର ଭାରତ ଗସ୍ତରେ ଆସିବେ ନେତାନ୍ୟାହୁ…

ନୂଆଦିଲ୍ଲୀ,୨୨।୨ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବ ଶୀଘ୍ର ଭାରତ ଗସ୍ତ କରିପାରନ୍ତି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନିଓର ଗିଲାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖୁବ ଶୀଘ୍ର ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ...

ଏଲଏସିରେ ନିୟନ୍ତ୍ରଣ ହରାଇଛନ୍ତି କେନ୍ଦ୍ର ସରକାର: ଓଓ୍ବାଇସି…

ନୂଆଦିଲ୍ଲୀ,୨୨।୨ : ଏଲଏସି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତାମାନେ ସେମାନଙ୍କ ସମାଲୋଚନା ଜାରି ରଖିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ...

ଜୟଶଙ୍କର ଜଣେ ଅସଫଳ ବହିର୍ବ୍ୟାପାର ମନ୍ତ୍ରୀ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୨ : ନିକଟରେ ଏକ ସାକ୍ଷାତକାରରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଂଗ୍ରେସ ନିୟମକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏସ ଜୟଶଙ୍କରଙ୍କୁ ପାଲଟା ଜବାବ ଦେଇଛି। ଏକ ଗଣମାଧ୍ୟମ ସମ୍ମିଳନୀରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ...

କେରଳର ୮୦ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌, ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା…

ଥିରୁଭାନନ୍ତପୁରମ,୨୨।୨ : କେରଳର ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନଶୈଳୀ ରୋଗ ପାଇ ଯାଞ୍ଚ୍‌ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି। ସେଥିମଧ୍ୟରେ ଉଚ୍ଚ ରକ୍ତଚାପ,ମଧୁମେହ ସମେତ ଅନ୍ୟ କେତେକ...

ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ବଡ଼ ଭୂକମ୍ପ…

ହାଇଦ୍ରାବାଦ,୨୨।୨ : ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନଜିଆରଆଇ)ର ବୈଜ୍ଞାନିକ ଦାବି କରିଛନ୍ତି ଯେ ଖୁବ ଶୀଘ୍ର ହିମାଳୟ ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ। ସେମାନେ କହିଛନ୍ତି ଭୂକମ୍ପର ତୀବ୍ରତା ଯଥେଷ୍ଟ ଅଧିକ ହୋଇପାରେ ଯାହା ଏହି ଅଞ୍ଚଳରେ...

ପୁଣି ଶହେ ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୨।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଭାରତ ଯୋଡୋ ଯାତ୍ରା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କଂଗ୍ରେସ ନେତା ଫେବୃୟାରୀ ୨୮ରେ ୧୦ ଦିନିଆ ଇଂଲଣ୍ଡ ଗସ୍ତରେ ଯିବେ। ଏହାପୂର୍ବରୁ ସେ ଫେବୃୟାରୀ ୨୪ରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ...

ଭାଜପା-ଏନପିପି କରୁଛନ୍ତି ନାଟକ, ଶେଷକଥା ଲେଖିବେ ମେଘାଳୟ ଜନତା: କଂଗ୍ରେସ…

ଶିଲଂ,୨୨।୨ : ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଦ୍ୱାରା ଖେଳାଯାଇଥିବା ନାଟକକୁ ମେଘାଳୟର ଲୋକମାନେ ଦେଖୁଛନ୍ତି। ତେବେ ଏହାର ଶେଷକଥା(କ୍ଲାଇମାକ୍ସ) ଫେବୃଆରୀ ୨୭ ରେ...

ଇନ୍ଦିରା ଗାନ୍ଧୀ ମୋ ବାପାଙ୍କୁ ସଚିବ ପଦରୁ ହଟାଇଥିଲେ: ଜୟଶଙ୍କର

ନୂଆଦିଲ୍ଲୀ,୨୨।୨: ଏକ ଅମଲା ପରିବାରରୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୨୦୧୯ରେ ଅଚାନକ ଏବଂ ଆଶାତୀତ ଭାବେ ରାଜନୈତିକ ସୁଯୋଗ ପାଇଥିଲେ ବୋଲି ମଙ୍ଗଳବାର ଏକ ସାକ୍ଷାତ୍‌କାରରେ କହିଛନ୍ତି। ୧୯୮୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଫେରିବା...

ଅପରେଶନ ଦୋସ୍ତ: ସହାୟତା ପାଇଁ ‘ଦୋସ୍ତ’ ଭାରତୀୟଙ୍କୁ ଧନ୍ୟବାଦ ଦେଲା ତୁର୍କୀ, ରାଷ୍ଟ୍ରଦୂତ କହିଲେ ହୃଦୟକୁ ଛୁଇଁଲା

ନୂଆଦିଲ୍ଲୀ,୨୨ ।୨: ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ସମୟରେ ଏହାକୁ ସହଯୋଗର ହାତ ବଢାଇଥିଲା ଭାରତ । ରିଲିଫ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚି ଭୂକମ୍ପ ପୀଡ଼ିତଙ୍କୁ ଉଦ୍ଧାର କରିଥିଲେ । ‘ଅପରେଶନ ଦୋସ୍ତ’ ମାଧ୍ୟମରେ ଭାରତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri