ଜାତୀୟ

ଦେଶରେ ସମ୍ବିଧାନ ରହିଛି, ଯିଏ ଯେମିତି କରିବ ସେମିତି ପାଇବ: ବାଗେଶ୍ୱର ବାବା

ଭୋପାଳ,୨୨ ।୨: ବାଗେଶ୍ୱର ଧାମର ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ସାନ ଭାଇ ସøରଭ ଗର୍ଗ ଏକ ଦଳି ପରିବାରକୁ ଗାଳି ଗୁଲଜ କରିବା ଓ ମାରପିଟ କରିବାର ଭିଡିଓ ଜାରି କରି ସଫେଇ ଦେଇଛନ୍ତି ।...

ହତ୍ୟା ପାଇଁ ଏକନାଥଙ୍କ ପୁଅ ସୁପାରି ଦେଇଥିଲେ: ସଞ୍ଜୟ

ମୁମ୍ବାଇ, ୨୨।୨: ଉଦ୍ଧବ ଗୋଷ୍ଠୀ ଏମ୍‌ପି ସଞ୍ଜୟ ରାଉତଙ୍କୁ ହତ୍ୟା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଥାଣେର ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ସୁପାରିି ଦେଇଥିବା ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ସଞ୍ଜୟ...

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ: ଆଜି ଉଦ୍ଧବ ଗୋଷ୍ଠୀ ପିଟିଶନ୍‌ର ଶୁଣାଣି

ନୂଆଦିଲ୍ଲୀ,୨୨।୨(ପି.ଟି.): ଏକନାଥ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ବୀକୃତି ଏବଂ ଧନୁତୀର ଚିହ୍ନ ପ୍ରଦାନ ଲାଗି ନିର୍ବାଚନ କମିଶନ (ଇସି)ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ବୁଧବାର ଏହାର ଶୁଣାଣି କରିବାକୁ ରାଜି...

ସୋନୁ ନିଗମଙ୍କୁ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ନାଁରେ ଏତଲା

ମୁମ୍ବାଇ, ୨୨।୨: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଉଦ୍ଧବ ଗୋଷ୍ଠୀ ବିଧାୟକ ପ୍ରକାଶ ଫାଟେରପରକରଙ୍କ ପୁଅ ସ୍ବପନିଲ ପି. ଫାଟେରପକାରଙ୍କ ବିରୋଧରେ ଏତଲା ଦାଏର କରିଛି। ସୋମବାର ଏକ ମ୍ୟୁଜିକାଲ କନ୍‌ସର୍ଟରୁ ପର୍ଫମାନ୍ସ...

୨୦୨୪ରେ ମେଣ୍ଟର ନେତୃତ୍ୱ ନେବ କଂଗ୍ରେସ: ଖର୍ଗେ

ନୂଆଦିଲ୍ଲୀ,୨୨ ।୨: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ପ୍ରାୟ ବର୍ଷେ ସମୟ ରହିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକାବିଲା କରିବାକୁ ପ୍ରାୟ ସମସ୍ତ ବିରୋଧି ଦଳ ମେଣ୍ଟ ରାଜନୀତିକୁ ଆପଣେଇବା ଦେଖାଗଲାଣି । ଇତି ମଧ୍ୟରେ...

ପୃଥିବୀର ୫ ଭୟାନକ ପରିବର୍ତ୍ତନ: ତାତି-ଥଣ୍ଡାର ଆତଙ୍କ, ଭାରତର ୯ ରାଜ୍ୟ ସାମିଲ…

ନୂଆଦିଲ୍ଲୀ,୨୧।୨ : ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ବର୍ଷକୁ ଦୃଷ୍ଟିରେ ରଖି କ୍ରସ ଡିପେଣ୍ଡେନ୍ସି ଇନିସିଏଟିଭ୍‌(ଏକ୍ସଡିଆଇ) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପୃଥିବୀର ୨,୬୦୦ ରାଜ୍ୟ ଏବଂ ଅଞ୍ଚଳକୁ ଅନ୍ତର୍ଭୁକ୍ତ...

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଏଡିବି ମୁଖ୍ୟ, ୨୫ ଶହ କୋଟି ଡଲାର ସହାୟତା ପ୍ରସ୍ତାବ…

ନୂଆଦିଲ୍ଲୀ,୨୧।୨ : ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର ଦ୍ରୁତ, ଅନ୍ତର୍ଭୂକ୍ତ ଏବଂ ସବୁଜ ଅଭିବୃଦ୍ଧିର ଆକାଂକ୍ଷାକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତା...

ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା: ଟି.କେ. ରଙ୍ଗରାଜନଙ୍କୁ ଜୀବନବ୍ୟାପୀ ସଫଳତା ସମ୍ମାନ…

ନୂଆଦିଲ୍ଲୀ,୨୧।୨ : ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା ମଙ୍ଗଳବାର କରାଯାଇଛି। ୧୩ ଏମ୍‌ପି, ୨ ସଂସଦୀୟ କମିଟି ଏବଂ ଗୋଟିଏ ଜୀବନବ୍ୟାପୀ ସଫଳତା ପୁରସ୍କାର ଘୋଷଣା କରାଯାଇଛି। ପୂର୍ବତନ ସିପିଏମ ରାଜ୍ୟସଭା ସଦସ୍ୟ ଟି.କେ ରଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ...

ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ ଅଧିକ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରୁ ବାହାରୁଥିବା ଟଙ୍କା ପଠାଯାଇଥିବା...

କଂଗ୍ରେସ କ୍ଷମତାକୁ ଆସିଲେ ଦୁର୍ନୀତି ବି ଆସିଥାଏ: ନଡ୍ଡା…

ବେଙ୍ଗାଲୁରୁ,୨୧।୨ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କଂଗ୍ରେସକୁ ଆପତ୍ତି ଏବଂ ବିଭାଜନ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। କର୍ନାଟକର ବିକାଶ ପାଇଁ ଭାଜପାର ଡବଲ ଇଞ୍ଜିନ ସରକାରକୁ ପୁଣି...

ଅଗ୍ନିପଥ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ, ଏଣିକି ଆବେଦନ କରିପାରିବେ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ସେନାରେ ଚାକିରିର ସ୍ବପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ସେନା ନିଯୁକ୍ତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଯଦି କେହି ଭାରତୀୟ ସେନାରେ ଚାକିରି ଖୋଜୁଛନ୍ତି, ତେବେ ଅଗ୍ନିପଥ ନିଯୁକ୍ତି...

ବର୍ଷିଲେ ଖାର୍ଗେ: କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରି ସରକାର ଗଢ଼ିଛି ଭାଜପା’

କୋହିମା,୨୧।୨: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୨୭ରେ ମତଦାନ ହେବ। ଏହାପୂର୍ବରୁ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପହଞ୍ଚିଛନ୍ତି। ସେଠାରେ ସେ ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri