ଜାତୀୟ

ଏଣିକି ଭାରତ-ସିଙ୍ଗାପୁର ମଧ୍ୟରେ ଡିଜିଟାଲ୍‌ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ,୨୧।୨: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗ ମଙ୍ଗଳବାର ଏକ ବଡ଼ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ୟୁପିଆଇ ଅର୍ଥାତ୍‌ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେନାଓକୁ ସଂଯୋଗ...

ଶିବସେନା ନାଁ-ନିର୍ବାଚନୀ ଚିହ୍ନ ବିବାଦ: ଉଦ୍ଧବ ଗୋଷ୍ଠୀର ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ରରେ ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଶିବସେନାଙ୍କ ନାଁ ଓ ନିର୍ବାଚନୀ ଚିହ୍ନକୁ ଶିନ୍ଦେ ଗୋଷ୍ଠୀକୁ ଦେବାକୁ ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଗୋଷ୍ଠୀ କରିଥିବା...

ଦେଶରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ...

ଟେରର ଫଣ୍ଡିଂକୁ ନେଇ ପୁଣି ଆକ୍ସନରେ ଏଜେନ୍ସି! ପଞ୍ଜାବ, ହରିୟାଣା, ଦିଲ୍ଲୀ ସମେତ ୭୦ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୧ ।୨: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟର ଟେରର ଫଣ୍ଡିଂ ମାମଲାକୁ ନେଇ ପୁଣିଥରେ ଆକ୍ସନକୁ ଆସିଯାଇଛି । ଏଥର ଏନଆଇଏର ଟିମ ୭୦ରୁ ଅଧିକ ସ୍ଥାନରେ ଚଢାଉ କରିଛନ୍ତି । ଏଥିରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼,...

ଆଇଏଏସ୍‌ଙ୍କ ଆପତ୍ତିଜନକ ଫଟୋ ଭାଇରାଲ କଲେ ମହିଳା ଆଇପିଏସ୍‌

ବେଙ୍ଗାଲୁରୁ, ୨୧।୨: କର୍ନାଟକରେ ଆଇପିଏସ୍‌, ଆଇଏଏସ୍‌ କଳି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ରବିବାର ଆଇପିଏସ୍‌ ଅଧିକାରୀ ଡି. ରୁପା ମୋଉଦଗିଲ ଆଇଏଏସ୍‌ ଅଫିସର ରୋହିଣୀ ସିନ୍ଧୁରିଙ୍କ ଆପତ୍ତିଜନକ ଫଟୋ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥିଲେ। ରୋହିଣୀ ଏହି ଫଟୋକୁ...

୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦାବିକଲେ ଗୁଜରାଟ ସରକାର

ନୂଆଦିଲ୍ଲୀ,୨୧।୨: ୨୦୦୨ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲା ବିରଳରୁ ବିରଳତମ ଅପରାଧ ହୋଇଥିବାରୁ ଦୋଷୀସାବ୍ୟସ୍ତ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ଗୁଜରାଟ ସରକାର ସୋମବାର ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ଉକ୍ତ ଅପରାଧୀମାନଙ୍କ ମୃତ୍ୟୁଦଣ୍ଡକୁ ଗୁଜରାଟ ହାଇକୋର୍ଟ ଆଜୀବନ ଜେଲ୍‌ରେ...

ଛତିଶଗଡ଼ କଂଗ୍ରେସ ନେତାଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨୧।୨ : କୋଇଲା ଲେଭି ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡ଼ର କେତେଜଣ କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ କରିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ ଆସନ୍ତା ୨୪ରୁ କଂଗ୍ରେସର ୩ ଦିନିଆ ମହାସମ୍ମିଳନୀ ଅନୁଷ୍ଠିତ...

କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ବାରାଣସୀ-ଲକ୍ଷ୍ନୌରେ ଏଫଆଇଆର

ନୂଆଦିଲ୍ଲୀ,୨୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି କରିଥିବା କଂଗ୍ରେସ ନେତା ପୱନ ଖେରାଙ୍କୁ ମହଙ୍ଗା ପଡିଛି । ତାଙ୍କର ଏହି ବିବାଦୀୟ ବୟାନ ପରେ ବାରାଣସୀରେ ଡଜନରୁ ଅଧିକ ଭାରତୀୟ ଜନତା ପାର୍ଟି(ଭଜପା) କର୍ମୀ...

ଶାଶୁ, ସ୍ବାମୀଙ୍କୁ ଖଣ୍ଡ ଖଣ୍ଡ କଲେ ମହିଳା

ଗୁଆହାଟୀ, ୨୧।୨: ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଶ୍ରଦ୍ଧା ଓ୍ବାଲକର, ନିକ୍କି ଯାଦବ ଓ ମେଘା ହତ୍ୟାକାଣ୍ଡ ପରେ ଆସାମରୁ ଆଉ ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଆସାମର ବନ୍ଦନା କଲିତା(୩୨) ତାଙ୍କ ଶାଶୁ ଏବଂ ସ୍ବାମୀଙ୍କୁ...

ଯୁବତୀଙ୍କ ବିବାହ ବୟସ ବୃଦ୍ଧି ଆବେଦନ ଖାରଜ

ନୂଆଦିଲ୍ଲୀ,୨୧ା୨: ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଯୁବତୀଙ୍କ ବିବାହ ପାଇଁ ବୟସ ସୀମା ସମ୍ବିଧାନରେ ନିର୍ଦ୍ଧାରିତ ହୋଇଛି। ଏହାର ପରିବର୍ତ୍ତନ କେବଳ ପାର୍ଲାମେଣ୍ଟରେ ହୋଇପାରିବ ବୋଲି ପ୍ରଧାନ...

ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୨୧ ।୨: ବଲିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁଙ୍କ ଉପରେ ଆକ୍ରମଣ ହୋଇଛି । ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଗାୟକ ସୋନୁ...

‘ଅପରେଶନ୍‌ ଦୋସ୍ତ’କୁ ପ୍ରଶଂସା କଲେ ମୋଦି

ଦୂଆଦିଲ୍ଲୀ, ୨୦।୨: ଭୂକମ୍ପରେ ପ୍ରଭାବିତ ତୁର୍କୀରେ ଦୁଇ ସପ୍ତାହ ଧରି ମେଡିକାଲ ରିଲିଫ୍‌ ଅପରେଶନ୍‌ ସାରି ଆର୍ମିର ମେଡିକାଲ ଟିମ୍‌ ସୋମବାର ଭାରତ ଫେରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟୁଇଟର ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri