ଜାତୀୟ

ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ସମାନ ସ୍ଥିତି: ଭୁଶୁଡିବା ଅବସ୍ଥାରେ ୨୮ଘର

କର୍ଣ୍ଣପ୍ରୟାଗ,୨୦।୨: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ପରେ କର୍ଣ୍ଣପ୍ରୟାଗର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟଗୁଡ଼ିକ ଦ୍ରୁତରେ ବଢ଼ୁଥିବାରୁ ୨୮ଟି ଘର ଭୁଶୁଡ଼ିବା ଅବସ୍ଥାକୁ ଆସିଗଲାଣି। ଚାମୋଲି ଜିଲାପାଳ ହିମାଂଶୁ ଖୁରାନା, କର୍ଣ୍ଣପ୍ରୟାଗ ଏସ୍‌ଡିଏମ୍‌ ହିମାଂଶୁ...

ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ପରଲୋକ

ଅହମଦାବାଦ,୨୦।୨: ଗୁଜରାଟର ପୂର୍ବତନ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଓମ୍‌ ପ୍ରକାଶ କୋହଲିଙ୍କ ସୋମବାର ପରଲୋକ ଘଟିଛି। ୮୭ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିଲେ। ନୋଏଡାର ଏକ ହସ୍ପିଟାଲରେ...

୪ ଜଣଙ୍କୁ ଦଳିଦେଲା ହାତୀ

ରାଞ୍ଚି,୨୦।୨: ଗୋଠରୁ ଅଲଗା ହୋଇଯାଇଥିବା ଏକ ବଣୁଆ ହାତୀ ଝାଡ଼ଖଣ୍ଡର ଲୋହାରଡାଗା ଜିଲାରେ ୧୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ଦଳି ମାରିଦେଇଛି। ମୃତକମାନେ ହେଲେ ଝାଲୋ ଓରାଂ(୨୮), ନେହା ଦେବୀ(୨୦), ଲାଲ୍‌ମୋହନ ମାହାତୋ(୬୫) ଏବଂ ମୁନିୟା ଦେବୀ। ରବିବାର ସନ୍ଧ୍ୟାରେ ହାତୀଟି...

ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୦।୨: ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ ଆୟର ବର୍ତ୍ତମାନ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ...

ଜିଲା ଅଧ୍ୟକ୍ଷ ବୈଠକ ଡକାଇଲେ ଉଦ୍ଧବ: ବିଧାନସଭା କାର୍ଯ୍ୟାଳୟକୁ ଦଖଲ କଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୦।୨: ମହାରାଷ୍ଟ୍ର ବର୍ତ୍ତମାନ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଇତିମଧ୍ୟରେ ସୋମବାର ଉଦ୍ଧବ ଠାକରେ  ଜିଲା ଅଧ୍ୟକ୍ଷଙ୍କ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ଉଦ୍ଧବ  କହିଛନ୍ତି, ଏହା ସୁପାରୀ ଦେଇ ଶିବସେନାକୁ ହତ୍ୟା କରିବାର ଏକ ପ୍ରୟାସ। ଶିବସେନା ଭାଜପାର...

ବିମାନରେ ବୋମା ଥିବା କହି ଫୋନ କରିବା ପଡିଲା ମହଙ୍ଗା, ବ୍ୟକ୍ତିଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୨: ଚେନ୍ନାଇ-ହାଇଦ୍ରବାଦ ଯାଉଥିବା ଏକ ବିମାନରେ ବୋମା ଥିବା କହି ଫୋନ କରିବା ବ୍ୟକ୍ତିଙ୍କ ମହଙ୍ଗା ପଡିଛି। ଫ୍ଲାଇଟ୍‌ ମିସ୍‌ କରିବା ଭୟରେ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ସୋମବାର ବୋମା ଧମକ ମିଳିବା ପରେ ହାଇଦ୍ରାବାଦ...

ଦିଲ୍ଲୀ-ଦେଓଘରର ଇଣ୍ଡିଗୋ ବିମାନରେ ବୋମା ସୂଚନା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରୁ ଦେଓଘର ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ସୂଚନା ମିଳିଥିଲା। ଯାହା ପରେ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ସହ ବିମାନକୁ ଡାଇଭର୍ଟ କରାଯାଇ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିବାକୁ ସଙ୍କେତ ଦିଆଯାଇଥିଲା। ଯେଉଁଠାରେ...

ସିଙ୍ଗାପୁର-ଭାରତ ମଧ୍ୟରେ ସହଜ ହେବ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୨୦।୨: ସିଙ୍ଗାପୁର-ଭାରତ ମଧ୍ୟରେ ସହଜ ହେବ ଡିଜିଟାଲ ପେମେଣ୍ଟ। ସିଙ୍ଗାପୁରରେ ରହୁଥିବା ଭାରତୀୟ ୟୁପିଆଇ ମାଧ୍ୟମରେ ସମ୍ପର୍କୀୟଙ୍କୁ ବିନା କୌଣସି ଅସୁବିଧାରେ ଟଙ୍କା ଟ୍ରାନ୍ସଫର କରିପାରିବେ। ମଙ୍ଗଳବାର ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ରିଅଲ ଟାଇମ ପେମେଣ୍ଟ ସିଷ୍ଟମ ଲିଙ୍କେଜ...

୨୬ରେ ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ସିସୋଡିଆ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଢୁଆ ଥମିବାର ନାଁ ନେଉନାହିଁ। ମଦ ଦୁର୍ନୀତି ମାମଲାରେ ପୁଣିଥରେ ୨୬ ଫେବୃୟାରୀରେ ପଚରାଉଚରା ପାଇଁ ସିବିଆଇ ଡକାଇଥିବା ମନୀଷ ସିସୋଡିଆ କହିଛନ୍ତି। ଏହାପୂର୍ବରୁ ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଡକାଇଥିଲା। ଏହି...

ନିକି ହତ୍ୟା ମାମଲା: ପୁଣି ବଢିଲା ସାହିଲଙ୍କ ରିମାଣ୍ଡ ଅବଧି

ନୁଆଦିଲ୍ଲୀ,୨୦।୨: ନିକି ଯାଦବଙ୍କ ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ରିମାଣ୍ଡକୁ ଆଉ ଦୁଇ ଦିନ ବୃଦ୍ଧି କରିଛନ୍ତି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ସାହିଲଙ୍କୁ ରିମାଣ୍ଡରେ...

ନିର୍ବାଚନ ଆୟୋଗ ବିଲୋପ ହେବା ଉଚିତ୍‌: ଉଦ୍ଧବ

ମୁମ୍ବାଇ,୨୦।୨: ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ଆୟୋଗଙ୍କୁ ବିଲୋପ କରି ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ଉଚିତ ବୋଲି ସୋମବାର...

ପ୍ରଥମେ ମୋଦିଙ୍କ ପ୍ରଶଂସା କଲେ, ଜେଡିୟୁ ଛାଡି ନୂଆ ଦଳ ଗଠନ କଲେ ଉପେନ୍ଦ୍ର କୁଶୱାହା

ପାଟନା,୨୦ ।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଦୀର୍ଘଦିନ ଧରି ଚାଲିଥିବା ତୁତୁମେମେ ପରେ ଶେଷରେ ଉପେନ୍ଦ୍ର କୁଶୱାହା ଜନତା ଦଳ ୟୁନାଇଟେଡ(ଜେଡିୟୁ) ଛାଡିଛନ୍ତି । ସୋମବାର ସେ ଏହି ଘୋଷଣା କରିବା ସହ ନିଜର ନୂଆ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri