ଜାତୀୟ

ଧନୁତୀର ଫେରି ପାଇବାର ତିନି ଉପାୟ…

ମୁମ୍ବାଇ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ଲଢ଼େଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଦଳ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଉଦ୍ଧବ ଗୋଷ୍ଠୀର ଆଇନଜୀବୀ ନିର୍ବାଚନ ଆୟୋଗର...

ବାଳିକାଙ୍କୁ ରକ୍ତାକ୍ତ କରି ରାସ୍ତାରେ ଘୋଷାଡ଼ିଲେ ଅଭିଯୁକ୍ତ

ରାୟପୁର,୨୦।୨: ଛତିଶଗଡ଼ ରାଜଧାନୀ ରାୟପୁରର ଗୁଧିୟାରୀ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଜଣେ ନାବାଳିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ବ୍ୟକ୍ତି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାଙ୍କ ଚୁଟି ଧରି...

ମାଓବାଦୀ ଆକ୍ରମଣରେ ୨ ଯବାନ ଶହୀଦ…

ରାୟପୁର,୨୦।୨ : ଛତିଶଗଡର ରାଜନନ୍ଦଗାଓଁରେ ପୁଣି ଥରେ ଏକ ବଡ଼ ମାଓବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ନକ୍ସଲ ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ରାଜନନ୍ଦଗାଓଁ ଜିଲାର ବୋରତଲାଭ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି।...

ଇଡ଼ି ଚଢ଼ାଉ ଦ୍ୱାରା ଲୋକଙ୍କ ଧ୍ୟାନ ହଟାଇବାର ଯୋଜନା କରୁଛନ୍ତି କେନ୍ଦ୍ର ସରକାର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ…

ରାୟପୁର,୨୦।୨ : କୋଇଲା ମାମଲାରେ ଚାଲିଥିବା ଯାଞ୍ଚର ଏକ ଅଂଶବିଶେଷ ଭାବେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ଛତିଶଗଡର କଂଗ୍ରେସ ନେତାଙ୍କ ଘର ସହିତ ଏହା ସମ୍ପର୍କିତ ଅନେକ ସ୍ଥାନରେ ଚଢ଼ାଉ କରିିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ...

ଦେଶରେ ଅମୃତକାଳ ନୁହେଁ ଜାରି ରହିଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି: ଜୟରାମ ରମେଶ…

କୋଲକାତା,୨୦।୨ : କୋଇଲା ମାମଲାରେ କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀ କରିଥିଲା। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏବଂ ପୱନ ଖେରା ଭାଜପା ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ...

ଉତ୍ତରାଖଣ୍ଡରେ ପାହାଡ଼ର ପାଣି-ଯୁବବର୍ଗ ଅବହେଳିତ…

ନୂଆଦିଲ୍ଲୀ,୨୦।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରୋଜଗାର ମେଳାରେ ଯୁବବର୍ଗମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସୋମବାର ଉତ୍ତରାଖଣ୍ଡର ନିଯୁକ୍ତି ମେଳାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ନିରନ୍ତର...

ଜମ୍ମୁ-କଶ୍ମୀରରୁ ହଟିବେ ସୈନ୍ୟ, ବିଚାର କରୁଛନ୍ତି ସରକାର…

ଶ୍ରୀନଗର,୨୦।୨ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବାର ପ୍ରାୟ ସାଢ଼େ ତିନି ବର୍ଷ ପରେ କେନ୍ଦ୍ର ସରକାର ବର୍ତ୍ତମାନ ଏଠାରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ହଟାଇବାକୁ ଚିନ୍ତା କରୁଛନ୍ତି। ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ଏଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ...

ଶିବସେନା ନାମ-ନିର୍ବାଚନ ଚିହ୍ନକୁ ଶିନ୍ଦେ ଦଳକୁ ଦେବା ନିଷ୍ପତ୍ତି ବିରୋଧରେ ଆବେଦନ, ମଙ୍ଗଳବାର ଉଲ୍ଲେଖ କରିବାକୁ କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳକୁ ଦେବା ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ସୋମବାର ଦାଖଲ କରାଯାଇଛି। ଉଦ୍ଧବଙ୍କ ଗୋଷ୍ଠୀର ଆଇନଜୀବୀ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ...

କଂଗ୍ରେସ ଏକୁଟିଆ ମୋଦି ସରକାରଙ୍କ ସାମ୍ନା କରିପାରିବ ନାହିଁ : ଭେନୁଗୋପାଲ…

ନୂଆଦିଲ୍ଲୀ,୨୦।୨ : କଂଗ୍ରେସ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଏକୁଟିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସାମ୍ନା କରିବା ଦଳ ପାଇଁ କଷ୍ଟସାଧ୍ୟ ହେବ। ଭାଜପା ବିରୋଧରେ ବିରୋଧୀଙ୍କ ଏକତାକୁ ସୂଚାଇ ସେ...

ପ୍ରଧାନମନ୍ତ୍ରୀଙ୍କୁ ବିବାହ କାର୍ଡ ଦେଲେ ଓଓ୍ବାଇଓ ପ୍ରତିଷ୍ଠାତା…

ନୂଆଦିଲ୍ଲୀ,୨୦।୨ : ସଫ୍ଟବ୍ୟାଙ୍କ ସମର୍ଥିତ ଓଓ୍ବାଇଓ ର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିବା ପାଇଁ ଭେଟି ବିବାହ କାର୍ଡ ଦେଇଛନ୍ତି। ଏହି ସାକ୍ଷାତ ସମୟରେ ତାଙ୍କ ମା ଏବଂ...

କରୋନା ମହାମାରୀ ଆଉ ନ ଆସୁ: ୧୩୦୦ କିଲୋମିଟର ପଦଯାତ୍ରାରେ ଦକ୍ଷିଣ କୋରିଆ ବୌଦ୍ଧ ଭିକ୍ଷୁ…

ଔରଙ୍ଗାବାଦ,୨୦।୨ : ଦକ୍ଷିଣ କୋରିଆର ୧୦୮ ଜଣ ବୌଦ୍ଧ ଭିକ୍ଷୁଙ୍କ ଏକ ଦଳ ତାଙ୍କ ଜୀବନ କାଳରେ ବୁଦ୍ଧଙ୍କ ପଦଚିହ୍ନ ଖୋଜିବାକୁ ବାହାରିଛନ୍ତି। ମହାତ୍ମା ବୁଦ୍ଧଙ୍କ ସହସ୍ର ବର୍ଷର ଅସ୍ଥି କଳସ ସହିତ ସେମାନେ ରଫିଗଞ୍ଜରେ ପହଞ୍ଚିଛନ୍ତି। ଏହି ପଦଯାତ୍ରା...

ମୃତ୍ୟୁ ହାର ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୦।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri