ଜାତୀୟ

ଆଜା-ଆଜା କହିବା ମଧ୍ୟ ଯୌନ ଉତ୍ପୀଡନ: କୋର୍ଟ…

ମୁମ୍ବାଇ,୧୯।୨ : ମୁମ୍ବାଇର ଏକ କୋର୍ଟ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ନାବାଳିକାକୁ ଆଜା-ଆଜା ବୋଲି କହି ଡାକିଥିଲେ। ମୁମ୍ବାଇର ଦିନଦୋଶିର...

ଘନ କୁହୁଡ଼ି ଯୋଗୁ ୩୦ରୁ ଅଧିକ ଯାନ ମଧ୍ୟରେ ଧକ୍କା: ବହୁ ଆହତ…

ମିରଟ,୧୯।୨ : ଶନିବାର ବିଳମ୍ବିତ ରାତିରେ ମିରଟରେ ଘନ କୁହୁଡି ଆରମ୍ଭ ହୋଇ ରବିବାର ସକାଳ ପର୍ଯ୍ୟନ୍ତ ପରିସ୍ଥିତି ଏହିପରି ରହିଥିଲା। ଏହି କାରଣରୁ ମିରଟ-ଦିଲ୍ଲୀ ଏକ୍ସପ୍ରେସଓ୍ବେରେ ୩୦ ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ହୋଇଛନ୍ତି। ଏହି...

ନିର୍ବାଚନ ଚିହ୍ନ-ନାମ ପାଇଁ ହୋଇଛି ୨ ହଜାର କୋଟିର କାରବାର: ସଞ୍ଜୟ ରାଉତ…

ମୁମ୍ବାଇ,୧୯।୨ : ନିବ;ାଚନ ଆୟୋଗ ଶିବସେନାର ନାମ ଏବଂ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ପ୍ରଦାନ କରିଛନ୍ତି। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଶିନ୍ଦେ ଦଳର ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ନିର୍ବାଚନ ଆୟୋଗଙ୍କର...

ହରିୟାଣାରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର: ଜିତେନ୍ଦ୍ର ସିଂ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀଠାରୁ ୧୫୦ କିଲୋମିଟର ଦୂରରେ ହରିୟାଣାରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ହରିୟାଣାର ଫତେହାବାଦ ଜିଲାର ଗୋରଖପୁର...

ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଶୁଭାରମ୍ଭ…

ଚେନ୍ନାଇ,୧୯।୨ : ମାର୍ଟିନ ଫାଉଣ୍ଡେଶନ ଡ.ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଡ. ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ ଏବଂ ସ୍ପେସ ଜୋନ ଇଣ୍ଡିଆର ସହଯୋଗରେ ତାମିଲନାଡୁର ପଟିପୋଲାମ ଗ୍ରାମରୁ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ...

ସିବିଆଇକୁ ସମୟ ମାଗିଲେ ସିସୋଡିଆ: ବଜେଟରେ ବ୍ୟସ୍ତ ଥିବା କହିଲେ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସିବିଆଇକୁ ଚିଠି ଲେଖି ହାଜର ହେବା ନେଇ ସମୟ ମାଗିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ତାଙ୍କୁ ଦିଲ୍ଲୀ ମଦ ନୀତି ସହ ଜଡିତ ମାମଲାରେ ପଚରାଉଚରା ପାଇଁ ଡାକିଥିଲେ।...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

ପ୍ରଥମେ କିଏ କହିବ ଆଇ ଲଭ୍‌ ୟୁ: ଖୁର୍ସିଦ

ପାଟନା,୧୯।୨: ଭାଜପାକୁ ପରାସ୍ତ କରିବାକୁ ହେଲେ ବିରୋଧୀ ମେଣ୍ଟରେ କଂଗ୍ରେସ ଯୋଗଦେଉ ବୋଲି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ବୀ ଯାଦବ ଆହ୍ବାନ ଦେବା ପରେ ବିରୋଧୀ ମେଣ୍ଟ ଖୁବ୍‌ଶୀଘ୍ର ଗଢ଼ାହେବା...

ବାପାଙ୍କୁ ଯକୃତ ଦାନକଲେ ନାବାଳିକା

ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ୧୭ ବର୍ଷୀୟା ଝିଅ ନିଜ ଯକୃତର କିଛି ଅଂଶ ଦାନ କରିଛି। କେରଳର ୪୮ ବର୍ଷୀୟ ପ୍ରଥିଶ ହେପାଟୋସେଲୁଲାର କ୍ୟାନ୍‌ସର ସହ ଦୀର୍ଘଦିନ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ। ଭାରତରେ...

ଜୁନିୟର ଏନଟିଆରଙ୍କ କଜିନ ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ

ଚେନ୍ନାଇ,୧୯ ।୨:  ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ଶନିବାର ପରଲୋକ ହୋଇଛି । ତାଙ୍କୁ ବେଙ୍ଗାଲୁରୁର ନାରାୟଣ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏହି ଆକଷ୍ମିକ ମୃତ୍ୟୁ...

କଂଗ୍ରେସ ସମୟରେ ନୁହେଁ, ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହାଙ୍କ ସମୟରେ କଶ୍ମୀରରେ ତ୍ରିରଙ୍ଗା ଉଡାଇଲେ ରାହୁଲ: ଫଡନାବିଶ

ମୁମ୍ବାଇ,୧୯ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୯ ଜାନୁୟାରୀରେ କଶ୍ମୀରର ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା ଉଡାଇଥିଲେ । କଶ୍ମୀରରେ ତ୍ରିରଙ୍ଗା ଉଡାଇବାକୁ ନେଇ ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ପରିହାସ କରିଛନ୍ତି । ସେ କହିଛନ୍ତି,...

ମହାଶିବରାତ୍ରିରେ ସୋମନାଥଙ୍କର ରୁଦ୍ରାଭିଷେକ କଲେ ମୁକେଶ ଅମ୍ବାନି, ଟ୍ରଷ୍ଟକୁ ଦାନ କଲେ ୧.୫୧ କୋଟି ଟଙ୍କା

ମୁମ୍ବାଇ,୧୯ ।୨: ଦେଶର ସବୁଠାରୁ ଧନୀ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନି ପୁଣିଥରେ ଚର୍ଚ୍ଚାରେ । ମୁକେଶ ଅମ୍ବାନିଙ୍କ ପରିବାର ଖୁବ୍ ଧାର୍ମିକ । ଏମାନେ ବିଭିନ୍ନ ସମୟରେ ଅଲଗା ଅଲଗା ଧର୍ମର ପୂଜାର୍ଚ୍ଚନା କରିବା ସହ ଦାନ କରିବା ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri