ଜାତୀୟ

ଆଜମ ଖାନଙ୍କୁ ପୁଣି ବଡ଼ ଝଟ୍‌କା

ଲକ୍ଷ୍ନୌ,୧୫।୨: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜମଙ୍କ ଆସନ ଖାଲି ପଡିଥିବା ଘୋଷଣା କରିଛି। ସୋମବାର...

ଆତ୍ମସମର୍ପଣ କଲେ ୩୩ ନକ୍ସଲ

ରାୟପୁର,୧୫।୨: ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକମାରେ ଆୟୋଜିତ ଏକ ସାଧାରଣ ସଭାରେ ୩୩ ନକ୍ସଲମାନେ ଏକତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅନେକ ନକ୍ସଲଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ଏସପିଙ୍କ ଉପସ୍ଥିତିରେ ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ସୁକମା...

୨୦ ଦିନ ହେଲା ଜଳୁଛି କୋଇଲା ଖଣି

ଜୟପୁର,୧୫ା୨: ଦୀର୍ଘ ୨୦ ଦିନ ହେଲା ମାଟାସୁଖର ଲିଗ୍ନାଇଟ କୋଇଲା ଖଣିରୁ ବିଷାକ୍ତ ଧୂଆଁ ବାହାରୁଛି। ନାଗୋର ଜିଲାର ପ୍ରସିଦ୍ଧ କସନାଉ-ମାଟାସୁଖ ଲିଗ୍ନାଇଟ କୋଇଲା ପ୍ରକଳ୍ପ ୧୧ ମାସ ହେବ ବନ୍ଦ ହୋଇରହିଛି। ମାଟାସୁଖ ଖଣିରେ ଖୋଲା ଜଳୁଥିବା କୋଇଲା...

ପାଲାମୁରେ ୧୪୪ ଧାରା

ରାଞ୍ଚି,୧୫।୨: ଝାଡଖଣ୍ଡର ପାଲାମୁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ପରେ ପରିସ୍ଥିତି ଅଶାନ୍ତ ହୋଇପଡିଛି। ଫଳରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି। ଶିବରାତ୍ରୀଙ୍କ ପାଇଁ ତୋରଣ ତିଆରି ପ୍ରସଙ୍ଗକୁ ବିବାଦ ଲାଗି ରହିଥିଲା। ଯାହା ପରେ ଉଭୟ ପାର୍ଶ୍ୱରୁ...

‘ସି’ରେ କଂଗ୍ରେସ, ‘ସି’ରେ କରପ୍‌ସନ୍‌, ଉଭୟେ ସମାନ: ବୋମ୍ମାଇ

ବେଙ୍ଗାଲୁରୁ,୧୫।୨: କର୍ନାଟକରେ ଉଭୟ କଂଗ୍ରେସ ଓ ଭାଜପା ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ କରୁଛନ୍ତି। କଂଗ୍ରେସ ଭାଜପା ସରକାରକୁ ଦୁର୍ନୀତିର ସରକାର ବୋଲି ଅଭିହିତ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି, କଂଗ୍ରେସ ଏବଂ ଦୁର୍ନୀତି(କରପସନ୍‌)ଉଭୟ ସି’ରୁ ଆରମ୍ଭ...

ପରୀକ୍ଷା ଦେବାକୁ ପହଞ୍ଚିଲେ ଅଢ଼େଇ ଫୁଟର ଯୁବକ: ସେଲ୍‌ଫି ନେବା ପାଇଁ ଜମିଲା ଭିଡ଼

ପାଟନା,୧୫।୨: ବିହାର ବୋର୍ଡର ଦଶମ ପରୀକ୍ଷା ମଙ୍ଗଳବାର ଅର୍ଥାତ୍‌ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ମୁଜଫରପୁର ଜିଲାର ଦଶମ ଶ୍ରେଣୀର ୨୨ବର୍ଷୀୟ ଛାତ୍ର ଇନ୍ଦ୍ରଜିତ ଯେତେବେଳେ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ତାଙ୍କ ସହ ସେଲ୍‌ଫି ନେବାକୁ...

ମେଘାଳୟ ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଶିଲଂ,୧୪।୨: ମେଘାଳୟ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ଭାଜପା। ବୁଧବାର ଭାଜପା ସଭାପତି ଜେପି ନଡା ମେଘାଳୟ ପାଇଁ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଗଠନ ହେଲେ ସପ୍ତମ ବେତନ ଆୟୋଗ...

୧୫ମିନିଟ୍‌ ପରେ ଓ୍ବାଶିଂ ମେସିନ୍‌ରୁ ଉଦ୍ଧାର ହେଲା ଦେଢ଼ ବର୍ଷର ଶିଶୁ: ଆଉ ତା’ପରେ…

ନୂଆଦିଲ୍ଲୀ,୧୫।୨: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପ୍ରମାଣିତ ହୋଇଥିବା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ। ନିକଟରେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଯଦି ଭଗବାନ କାହାକୁ...

ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମହିଳା ମୃତ

ମୁମ୍ବାଇ,୧୫।୨: ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଘଟିଥିବା ଜଣାପଡିଛି। ଚତୁର୍ଥ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ପରେ ଭିତରେ ଫସି ରହିଥିବା...

ଏସ୍‌ଡିଏମ୍‌ଙ୍କ ସମେତ ୩୯ଙ୍କ ନାଁରେ ମାମଲା

କାନପୁର,୧୫।୨(ପି.ଟି.): ଉତ୍ତରପ୍ରଦେଶର କାନପୁର ଦେହାତରେ ସୋମବାର ଜବରଦଖଲ ଉଚ୍ଛେଦ ଅଭିଯାନ ବେଳେ ମାଆଝିଅ ଏହାକୁ ବିରୋଧ କରି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପୋଲିସ ମଙ୍ଗଳବାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ୪ ରାଜସ୍ବ ଅଧିକାରୀ ଏବଂ ପୋଲିସ...

ଚା’ ବଗିଚାରେ ନାବାଳିକାଙ୍କୁ ବଳାତ୍କାର, ହତ୍ୟା

ସୋନିତପୁର, ୧୫।୨: ଆସାମର ସୋନିତପୁର ଜିଲା ଢେକିଆଜୁଲି ଚା’ ବଗିଚାରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସକୁ ମୃତଦେହ ମିଳିବା ପରେ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ...

ସୁପ୍ରିମକୋର୍ଟରେ ପ୍ରଦୀପଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୫।୨: ଓଡ଼ିଶାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହା ଉପରେ ରାୟ ସଂରକ୍ଷିତ ରଖିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri