ଜାତୀୟ

ଭାଜପା ପାଇଁ ଆମ କବାଟ ସବୁ ଦିନ ଲାଗି ବନ୍ଦ: ଆରଏଲଡି…

ନୂଆଦିଲ୍ଲୀ,୧୪।୨ : ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। ସେ ସମାଜବାଦୀ ପାର୍ଟି ସହିତ ରହିଛନ୍ତି ଏବଂ ଏହା ଜାରି ରଖିବେ।...

ଆଦାନୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ଶାହା, କହିଲେ ବିରୋଧୀ କେବଳ ହୋହଲ୍ଲା କରୁଛନ୍ତି…

ନୂଆଦିଲ୍ଲୀ,୧୪।୨ : ଆଦାନୀ ପ୍ରସଙ୍ଗରେ ଭାଜପା ସରକାରଙ୍କ ବିରୋଧରେ ବିରୋଧୀଦଳଙ୍କ ପକ୍ଷରୁ ବହୁ ଅଭିଯୋଗ କରାଯାଉଛି। ଏହି ପ୍ରସଙ୍ଗରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି...

ବିଜୟନଙ୍କ ସରକାର ପକେଟମାରଙ୍କଠାରୁ ବି ହୀନ: ବିରୋଧୀ ଦଳ ନେତା…

ଥିରୁଭାନନ୍ତପୁରମ୍‌,୧୪।୨ : କେରଳ ବିଧାନସଭାରେ ବିରୋଧୀଦଳର ନେତା ଭି ଡି ସାତିଶନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ଇନ୍ଧନ ବନ୍ଦ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ରାଜ୍ୟ ବଜେଟରେ ଥିବା ସମସ୍ତ ଜନବିରୋଧୀ ସୁପାରିଶ ହଟାଯିବା...

ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର ଯାଞ୍ଚ ଜାରି: ଦ୍ୱିତୀୟ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍‌ ଆସିବାକୁ ମନା

ନୂଆଦିଲ୍ଲୀ,୧୪।୨: ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ ସର୍ଭିସ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଆଇଟିର ୧୨ରୁ ୧୫ଜଣିଆ ଏକ ଟିମ୍‌ ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରି...

ଅଲ କାଏଦା ଲିଙ୍କ୍‌: ଅବଦୁର ରହମାନଙ୍କୁ ୭ ବର୍ଷ ୫ ମାସ ଜେଲଦଣ୍ଡ…

ନୂଆଦିଲ୍ଲୀ,୧୪।୨ : ଆତଙ୍କବାଦର ସଂଗଠନ ଅଲ କାଏଦା ସହ ଲିଙ୍କ୍‌ ଥିବା ନେଇ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରହମାନଙ୍କୁ ଦଣ୍ଡବିଧାନ କରାଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ...

‘୨୦୨୪ରେ ଏକତରଫା ଜିତିବେ ମୋଦି’

ନୂଆଦିଲ୍ଲୀ,୧୪।୨: ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଦାବି କରିଛନ୍ତି। ୨୦୨୪ରେ ଭାଜପାର କାହା ସହ ପ୍ରତିଯୋଗିତା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ପୁଣିଥରେ ବହୁ ସଂଖ୍ୟାରେ ସରକାର ଗଠନ...

ଦେଶରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ...

ଯଦି ପ୍ରମାଣ ଅଛି କୋର୍ଟ ଯାଅ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧: ଆଦାନୀ ହିଣ୍ଡେନବର୍ଗ ଏପିସୋଡକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସରକାର କିମ୍ବା ଭାଜପାର ଲୁଚାଇବାକୁ କିଛି ନାହିଁ କିମ୍ବା ଭୟ କରିବାର ଆବଶ୍ୟକତା ନାହିଁ। ବିରୋଧୀ କେବଳ...

ନାଗାଲାଣ୍ଡ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିବେ ନଡ୍ଡା

ନୂଆଦିଲ୍ଲୀ,୧୪।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସବୁ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଙ୍ଗଳବାର ଦୁଇ ଦିନିଆ ନାଗାଲାଣ୍ଡ ଏବଂ...

ପୁଲୱାମା ଆକ୍ରମଣକୁ ପୂରିଲା ୪ ବର୍ଷ: ଶହୀଦଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୨: ୨୦୧୯ ଫେବୃୟାରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣକୁ ଆଜି ୪ ବର୍ଷ ପୂରିଛି। ମଙ୍ଗଳବାର ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେ ପକାଇଛନ୍ତି। ଟୁଇଟ୍‌ରେ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପୁଲୱାମାରେ ଏହି ଦିନ ଆମେ ଆମର ବୀର ଯବାନଙ୍କୁ...

ଅଫିସରଙ୍କ ସାମ୍ନାରେ ମା’-ଝିଅ ଜୀବନ୍ତ ଦଗ୍ଧ

କାନପୁର,୧୪।୨: କାନପୁର ଦେହାଟର ମୈଥା ତହସିଲର ମଦୌଲି ପଞ୍ଚାୟତର ଚାହଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିରୁ ଅନଧିକାର ପ୍ରବେଶ ହଟାଇବାକୁ ଯାଇଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ଝୁମ୍ପୁଡି ଭିତରେ ମା’-ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।...

ବିନା ଡିଶ୍‌ରେ ଦେଖିହେବ ୨୦୦ ଚ୍ୟାନେଲ୍‌, ଦେବାକୁ ପଡିବନି ଗୋଟିଏ ବି ଟଙ୍କା

ନୂଆଦିଲ୍ଲୀ,୧୪।୨: ଟେଲିଭିଜନ ସମ୍ବନ୍ଧରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଏଣିକି ଲୋକମାନେ ସେଟ-ଟପ ବକ୍ସ କିମ୍ବା ଫ୍ରି ଡିଶ୍‌ରେ ୨୦୦ରୁ ଅଧିକ ଚ୍ୟାନେଲକୁ ଦେଖିବାକୁ ସମର୍ଥ ହେବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri