ଜାତୀୟ

‘ମୋ ସହ ୨ଥର ବିଶ୍ୱାସଘାତକତା ହୋଇଛି’

ପୁଣେ,୧୪।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ ବଡ଼ ଖୁଲାସା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଫଡନଭୀସ କହିଛନ୍ତି, ମୋ ସହ ଦୁଇଥର ବିଶ୍ୱାସଘାତକତା କରାଯାଇଛି। ଉଦ୍ଧବ ଠାକରେ ପ୍ରଥମେ କରିଥିଲେ। ଆମେ ତାଙ୍କ ସହ ନିର୍ବାଚନ ଲଢିଥିଲୁ। ନିର୍ବାଚନ ପ୍ରଚାରରେ...

ଫୁଟ୍‌ପାଥ୍‌ରେ ୧୯ ହଜାର ପିଲା

ନୂଆଦିଲ୍ଲୀ,୧୪।୨: ଭାରତର ୧୯ ହଜାରରୁ ଊର୍ଦ୍ଧ୍ୱ ପିଲା ଫୁଟ୍‌ପାଥରେ ସେମାନଙ୍କ ମାଆବାପାଙ୍କ ସହ କିମ୍ବା ଏକାକୀ ରହୁଛନ୍ତି। ୮୮୨ ଶିଶୁ ଏକା ଏକା ରାସ୍ତା କଡ଼ରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଏକାକୀ ରହୁଥିବା ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶର...

ବେକାର ଗଲା ପ୍ରଥମ ପର୍ଯ୍ୟାୟ

ନୂଆଦିଲ୍ଲୀ,୧୪।୨: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ଦଳଗୁଡ଼ିକ ଆଦାନୀ ପ୍ରସଙ୍ଗ ଉଠାଇ ଉଭୟ ଗୃହକୁ କ୍ରମାଗତ ଭାବେ ଅଚଳ କରି ରଖିଥିଲେ। ଫଳରେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଏକପ୍ରକାର ବେକାର ଯାଇଛି। ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନ୍‌ବର୍ଗ...

ମୋ ପରିବାରର ୨ ସଦସ୍ୟଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲା ଭାଜପା: ମମତା

ମୋ ପରିବାରର ୨ ସଦସ୍ୟଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲା ଭାଜପା: ମମତା କୋଲକାତା,୧୪।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ତାଙ୍କ ଭାଇ ଓ...

କୋର୍ଟ କ୍ୟାମ୍ପସ୍‌ ନିକଟରେ ଯୁବକଙ୍କୁ ହତ୍ୟା

କୋଏମ୍ବାଟୁର,୧୩।୨: ତାମିଲନାଡୁର କୋଏମ୍ବାଟୁର କୋର୍ଟ କ୍ୟାମ୍ପସ୍‌ ନିକଟରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସୋମବାର ଅପରାହ୍ନରେ ହତ୍ୟା କରାଯାଇଛି। ଏକ ଅଜଣା ଗ୍ୟାଙ୍ଗ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହାକୁ ନେଇ କୋଏମ୍ବାଟୁର ସହର ମଧ୍ୟଭାଗରେ ଥିବା...

ଶୁଭେନ୍ଦୁ ଅଧିକାରୀ ବିଧାନସଭାରୁ ନିଲମ୍ବନ ପରେ ପ୍ରତ୍ୟାହୃତ ହେଲା ନିର୍ଦ୍ଦେଶ

କୋଲକାତା,୧୩।୨: ଆକ୍ଷେପମୂଳକ ମନ୍ତବ୍ୟ ପାଇଁ ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ସୋମବାର ନିଲମ୍ବନ କରିଥିଲେ। ତେବେ କିଛି ସମୟ ପରେ ସେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଟିଏମ୍‌ସି ସଦସ୍ୟ ତାପସ ରାୟ ଶୁଭେନ୍ଦୁଙ୍କ...

ଆଜମ ଖାନ୍‌-ପୁଅ ଅବଦ୍ଦୁଲାଙ୍କୁ ଝଟ୍‌କା

ଲକ୍ଷ୍ନୌ,୧୩।୨: ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଆଜମ ଖାନ୍‌ ଏବଂ ତାଙ୍କ ପୁଅ ଅବଦ୍ଦୁଲ୍ଲା ଖାନ୍‌ଙ୍କୁ କୋର୍ଟରୁ ଏକ ବଡ଼ ଝଟ୍‌କା ମିଳିଛି। ୨୦୦୮ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ କୋର୍ଟ ଏହି ମାମଲାରେ ଦଣ୍ଡ...

ସରିଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୧୩ରୁ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ,୧୩।୨: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସୋମବାର ଶେଷ ହେବା ସହ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାସେ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମାର୍ଚ୍ଚ ୧୩ରୁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ...

ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି

କୋଲକାତା,୧୩।୨: ପଶ୍ଚିମବଙ୍ଗ ପର୍ଯ୍ୟଟନ ମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ ବାବୁଲ ସୁପ୍ରିୟୋଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ଏନେଇ ଜଣେ ବରିଷ୍ଠ...

ଆତ୍ମହତ୍ୟା କଲେ ଭାଜପା ବିଧାୟକଙ୍କ ପୁଅ

ଧାନବାଦ,୧୩।୨: ଝାଡ଼ଖଣ୍ଡର ଧାନବାଦରେ ଭାଜପା ବିଧାୟକ ଇନ୍ଦ୍ରଜିତ ମହତୋଙ୍କ ପୁଅ ବିବେକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସମ୍ପର୍କରେ ବିବେକଙ୍କ ପରିବାର ଲୋକ...

ବେଙ୍ଗାଲୁରୁରେ କନ୍ନଡ ତାରକାଙ୍କୁ ଭେଟିଲେ ମୋଦି

ବେଙ୍ଗାଲୁରୁ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏରୋ ଇଣ୍ଡିଆର ଉଦ୍‌ଘାଟନ ପାଇଁ ବେଙ୍ଗାଲୁରୁ ଗସ୍ତ ବେଳେ କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହାର କିଛି ଫଟୋ ସାମ୍ନାକୁ ଆସିଛି ,ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ‘କେଜିଏଫ-୨’ର ସଫଳତା...

‘ଆମକୁ ୧୦ ଲକ୍ଷ ଟଙ୍କାର ବୀମା ଦିଅନ୍ତୁ ସରକାର…’ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୧୩ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ସମ୍ବୋଧନ ଦେବା ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ‘କାଓ ହଗ ଡେ’କୁ ନେଇ ଉଠିଥିବା ବିବାଦକୁ ନେଇ ମମତା କହିଛନ୍ତି, ସେମାନେ ଆମକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri