ଜାତୀୟ

ଏଲଟିଟିଇ ପ୍ରମୁଖ ପ୍ରଭାକରନ ବଞ୍ଚିଛନ୍ତି: ତାମିଲ ନେତାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୧୩।୨ : ତାମିଲ ନେତା ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶ୍ୱ ତାମିଲ ଫେଡେରେଶନ ସଭାପତି ପାଜା ନେଡୁମାରନ କହିଛନ୍ତି ଯେ ଆମ ତାମିଲ ଜାତୀୟ...

ଥାନାରେ ବିଷ ପିଇଲେ ବଳାତ୍କାର ପୀଡ଼ିତା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଲଖିମ୍‌ପୁରଖେରି,୧୩।୨: ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜଣେ ବଳାତ୍କାର ପୀଡ଼ିତା ଥାନାରେ ବିଷ ପିଇ ଦେଇଛନ୍ତି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିିଛି। ବଳାତ୍କାର ଅଭିଯୋଗ ମିଛ ହୋଇଥିବା...

ଆଦାନୀ ପ୍ରସଙ୍ଗ ନେଇ ପ୍ରବଳ ହଟ୍ଟଗୋଳ: ରାଜ୍ୟସଭା ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ…

ନୂଆଦିଲ୍ଲୀ,୧୩।୨ : ବିରୋଧୀ ସାଂସଦମାନେ ଆଦାନୀ ମାମଲାକୁ ନେଇ ରାଜ୍ୟସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରି ଏକ ଅଡୁଆ ସୃଷ୍ଟି କରିଥିଲେ। ଏହି ସମୟରେ, ବିରୋଧୀଦଳର ଏମ୍‌ପିମାନେ ରେକର୍ଡରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭାଷଣର କିଛି ଅଂଶ ହଟାଇବାକୁ ନେଇ ଉତ୍ତେଜିତ...

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ବାଟ ଫିଟିଲା: ପରସିମନ ବିରୋଧୀ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୩।୨ : ଜମ୍ମୁ-କଶ୍ମୀରରେ ହୋଇଥିବା ନୂତନ ସୀମା ଅନୁଯାୟୀ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି। ଜମ୍ମୁ-କଶ୍ମୀରରେ ପରସିମନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରାଯାଇଛି। ବିଧାନସଭା ଆସନ ବଦଳାଇବା ଏବଂ ପରିବର୍ତ୍ତନ ପ୍ରକ୍ରିୟାକୁ କୋର୍ଟ ସମର୍ଥନ କରିଛନ୍ତି।...

ଚା’ ପିଅନ୍ତୁ, କପ୍‌କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍‌…

ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ ଚା’ ପିଇବାରେ ବ୍ୟବହାର କରାଯାଇପାରିବ ଏବଂ ସ୍ନାକ୍ସ ଭାବରେ ମଧ୍ୟ ଚୋବାଇ ଖାଇ...

ଗୁଗ୍‌ଲ ଅଫିସ୍‌ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧୩।୨: ମୁମ୍ବାଇରେ ଥିବା ଗୁଗ୍‌ଲର କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇଦେବାକୁ ଧମକ ମିଳିଛି। ସୋମବାର ଗୁଗ୍‌ଲର କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। କଲ କରୁଥିବା ବ୍ୟକ୍ତି ପୁଣେର ଗୁଗ୍‌ଲ ଅଫିସରେ ଏକ ବୋମା ରଖାଯାଇଥିବା କହିଥିଲେ। ଗୁଗ୍‌ଲ ଅଧିକାରୀମାନେ...

ଟ୍ରାନ୍ସଜେଣ୍ଡର କେବେ ବି ସନ୍ତାନ ଜନ୍ମ କରିପାରିବେ ନାହିଁ: ଏମ୍‌.କେ. ମୁନିର…

ଥିରୁଭାନନ୍ତପୁରମ,୧୩।୨ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ବରିଷ୍ଠ ନେତା ଏମ.କେ ମୁନିର କହିଛନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସଜେଣ୍ଡରମାନେ ସନ୍ତାନ ଜନ୍ମ କରିପାରିବେ, ତାହା କେବଳ ମୁର୍ଖାମୀ। ସେ କହିଛନ୍ତି ଯେ ଜଣେ ଟ୍ରାନ୍ସଜେଣ୍ଡର କଦାପି...

ବିଚାରପତି ବିନ୍ଦଲ-ଅରବିନ୍ଦ ନେଲେ ଶପଥ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି…

ନୂଆଦିଲ୍ଲୀ,୧୩।୨ : ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଅରବିନ୍ଦ କୁମାର ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଉଭୟ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ଉନ୍ନୀତ...

ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଷ୍ଟାଲିନ ସରକାରଙ୍କୁ ରାଜ୍ୟପାଳଙ୍କ ଟାର୍ଗେଟ…

ଚେନ୍ନାଇ,୧୩।୨ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ସୋମବାର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଦଳିତଙ୍କ ବିରୋଧରେ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି। ଦଳିତଙ୍କ ବିରୋଧରେ ଆସିଥିବା ଅପରାଧକୁ ରୋକିବାରେ ରାଜ୍ୟ ସରକାର...

ବାଲ୍‌ ଠାକ୍‌ରେଙ୍କ ଯୋଗୁ ମୋଦି ଆଜି ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୩।୨: ଶିବସେନା ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି ବାଲ ଠାକରେ ତାଙ୍କୁ ବଞ୍ଚାଇ ନ ଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜେଲରେ ମିଳିଥିଲା ଅଫର, ଗ୍ରହଣ କରିଥିଲେ ଅଢ଼େଇ ବର୍ଷ ପୂର୍ବରୁ ଉଦ୍ଧବ ସରକାରଙ୍କ ପତନ ଘଟିଥାନ୍ତା: ଅନିଲ ଦେଶମୁଖ…

ନୂଆଦିଲ୍ଲୀ,୧୩।୨ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜାମିନରେ ୧୫ ମାସ ପରେ ଜେଲରୁ ମୁକୁଳିବା ପରେ ନିଜ ଘରୋଇ ସହର ନାଗପୁରରେ ପହଞ୍ଚିଛନ୍ତି। ଅନିଲ ଏବେ ନୂଆ ଘଟଣା...

ଏରୋ ଇଣ୍ଡିଆର ୧୪ତମ ସଂସ୍କରଣ: ଦୁନିଆ ଦେଖିଲା ଭାରତର ପରାକ୍ରମ…

ବେଙ୍ଗାଲୁରୁ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏରୋ ଇଣ୍ଡିଆ ୨୦୨୩ ର ୧୪ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ କର୍ନାଟକର ବେଙ୍ଗାଲୁରୁର ବାୟୁସେନାର ୟେଲାହଙ୍କା ବାୟୁସେନା ଷ୍ଟେଶନରେ ଅନୁଷ୍ଠିତ ହେଉଛି। ଏରୋ ଇଣ୍ଡିଆ ଦେଶକୁ ସାମରିକ ବିମାନ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri