ଜାତୀୟ

କୋଓ୍ବିନ ପୋର୍ଟାଲରେ କୋଭାଭାକ୍ସ ଟିକା ଅନ୍ତର୍ଭୁକ୍ତ କରିବା ବିଷୟରେ ଏନଟିଏଜିଆଇ ପ୍ୟାନେଲ ଆଲୋଚନା, ଏସଟିଏସସି ନେବ ଚୂଡ଼ାନ୍ତ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୨ : କୋଭାଭାକ୍ସ ଟିକାକୁ କୋଓ୍ବିନ ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବା ବିଷୟରେ ଏନଟିଏଜିଆଇ ପ୍ୟାନେଲ ଆଲୋଚନା ଜାରି ରହିଛି। ତେବେ ଏସଟିଏସସି ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନେବ। ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଫ ଇମ୍ୟୁନାଇଜେଶନ (ଏନଟିଏଜିଆଇ)ର କୋଭିଡ-୧୯ ୱାର୍କିଂ...

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ଏକ...

ଉପରାଜ୍ୟପାଳ ସମ୍ବିଧାନ ଅବା ସୁପ୍ରିମ୍‌କୋର୍ଟ କାହାକୁ ବି ମାନୁ ନାହାନ୍ତି: ସିସୋଡିଆ…

ନୂଆଦିଲ୍ଲୀ,୧୧।୨ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଶନିବାର ଦୁଇ ଜଣ ଆଦମୀ ପାର୍ଟି ସମର୍ଥିତ ଲୋକଙ୍କୁ ବିଦ୍ୟୁତ ବିତରଣ କମ୍ପାନୀ ବୋର୍ଡରୁ ହଟାଇ ଦେଇଛନ୍ତି। ଏହା ଉପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି...

ଗଙ୍ଗା ସଫା ପାଇଁ ଅଣ୍ଟା ଭିଡ଼ିଲା ଡେନମାର୍କ, ସ୍ଥାପନ ହେବ ସ୍ମାର୍ଟଲ୍ୟାବ…

ଲକ୍ଷ୍ନୌ,୧୧।୨ : ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ – ୨୦୨୩ରେ, ଗଙ୍ଗା ଏବଂ ଏହାର ଉପନଦୀ ନଦୀ ବରୁଣା ସଫା କରିବା ପାଇଁ ଡେନମାର୍କ ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ୧୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।...

ବ୍ରେଡ ପ୍ୟାକେଟରେ ମୂଷା…

କୋଲକାତା,୧୧।୨ : ଏବେ ଅନଲାଇନରେ ଶୀଘ୍ର ସାମଗ୍ରୀ ପହଞ୍ଚାଇବାର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଫଳରେ ବହୁ ସମୟରେ ଖରାପ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ସମ୍ପ୍ରତି ଅର୍ଡର କରାଯାଇଥିବା ବ୍ରେଡ ପ୍ୟାକେଟରେ ମୂଷା ଥିବା ନେଇ ଜଣେ ଉପଭୋକ୍ତାଙ୍କ ଅଭିଯୋଗ...

ବିପର୍ଯ୍ୟୟ ପରିଚାଳନାରେ ଭାରତ ଆଗୁଆ ହେଲେ ବି ରହିଛି ବିପଦ: ଆଇୟୁସିଏନର ଚେତାବନୀ…

ନୂଆଦିଲ୍ଲୀ/ଗ୍ଲାଣ୍ଡ,୧୧।୨ : ସ୍ବିଜରଲାଣ୍ଡର ଗ୍ଲାଣ୍ଡରେ ଥିବା ଇଣ୍ଟରନ୍ୟାଶନାଲ ୟୁନିଅନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ) ର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି, କିନ୍ତୁ ଅନେକ...

ତ୍ରିପୁରା ଲୋକଙ୍କୁ ଚାନ୍ଦାରୁ ମିଳିଲା ମୁକ୍ତି: ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ ବାତାବରଣକୁ ଉଷ୍ମ କରି ଦେଇଛି । ମୋଦି ଧଲାଇର ଅଂବାସା ପହଞ୍ଚି ସେଠାରେ...

୫୦୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୨: ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଏୟାରଲାଇନ୍ସର ଏହି ସର୍ବବୃହତ୍‌ ଅର୍ଡର ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଡର ମଧ୍ୟରେ ୪୩୦ଟି ସଂକୀର୍ଣ୍ଣ ବଡ଼ି ଏବଂ ୭୦ଟି ବିସ୍ତୀର୍ଣ୍ଣ ବଡ଼ି ବିମାନ। ଆଗାମୀ ୭ରୁ...

କିଡ଼ନୀ ପ୍ରତିରୋପଣ ପରେ ଆଜି ଭାରତ ଫେରିବେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୨: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌...

ମଦ ଦୁର୍ନୀତି ମାମଲା: ଏମ୍‌ପିଙ୍କ ପୁଅ ଗିରଫ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଓ୍ବାଇଏସ୍‌ଆର୍‌ସିପି ଏମ୍‌ପି ମାଗୁଣ୍ଟା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମାଗୁଣ୍ଟା ରାଘବଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ମଦ କାରବାର ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମାଗୁଣ୍ଟା ଶ୍ରୀନିବାସାଲୁ...

୫ ଟଙ୍କାରେ ରନ୍ଧା ଖାଦ୍ୟ, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ୍‌, ସ୍କୁଟି ପ୍ରତିଶ୍ରୁତି

ଅଗରତାଲା,୧୧।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ‘ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ଉନ୍ମୋଚନ କରିଛନ୍ତି। ଏଥିରେ ଲୋକଙ୍କୁ ୫ ଟଙ୍କାରେ ରନ୍ଧା ଖାଦ୍ୟ, ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ କନ୍ୟାସନ୍ତାନ ଜନ୍ମ େoହଲେ ୫୦...

ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ

ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବିବିସି ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri