ଜାତୀୟ

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ

ହାଇଦ୍ରାବାଦ ,୧୧।୨: ସିକନ୍ଦରାବାଦ୍‌ରୁ ବିଶାଖାପାଟନମକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ। ଶୁକ୍ରବାର ତେଲେଙ୍ଗାନାର ମହବୁବାବାଦ ଜିଲାରେ ଏହି ଘଟଣା ସାମ୍ନାକୁ ଆସିଛି। ରେଳ ଅଧିକାରୀ କହିଛନ୍ତି ଯେ, ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)କୁ ଏହି ଘଟଣାକୁ...

ମାର୍ଚ୍ଚ ୫ରେ ହେବ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୧୦।୨: ଏନ୍‌ଇଇଟି-ପିଜି ପରୀକ୍ଷା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ। ଶୁକ୍ରବାର ଲୋକ ସଭାରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ କହିଛନ୍ତି। କେହି ଯେପରି ପରୀକ୍ଷାରୁ...

ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପାଲଟା ଆକ୍ରମଣ: ନିଜ ନାଁରେ ଅଜାଙ୍କ ସର୍‌ନେମ୍‌ କିଏ ଲଗାଏ…

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଗାନ୍ଧୀ ପରିବାର ନିଜ ନାମ ସହ ନେହେରୁ ସର୍‌ନେମ ନ ଲଗାଇବାକୁ ନେଇ କଟାକ୍ଷ କରିଥିଲେ। ଏହାକୁ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖି ମୋଦିଙ୍କୁ ପାଲଟା ଆକ୍ରମଣ କରିଛି କଂଗ୍ରେସ। ଭାରତରେ...

ମୁଁ କିଛି କରିନାହିଁ, ତଥାପି ‘ଫାଶି ଦଣ୍ଡ’ ମିଳିଲା: କଂଗ୍ରେସ ଏମ୍‌ପି ରଜନୀ

ନୂଆଦିଲ୍ଲୀ,୧୦।୧: ଅବଶିଷ୍ଟ ବଜେଟ ଅଧିବେଶନ ଲାଗି କଂଗ୍ରେସ ଏମ୍‌ପି ରଜନୀ ପାଟିଲଙ୍କୁ ନିଲମ୍ବିତ କରାଯାଇଛି। ସେ ରାଜ୍ୟ ସଭାରେ ଗୃହ କାର୍ଯ୍ୟର ରେକର୍ଡ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ବେଳକୁ ବେଳ ରାଜନୈତିକ ଉଷ୍ଣତା ବୃଦ୍ଧି ପାଉଛି। କଂଗ୍ରେସ...

ନବମ, ଦଶମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ମୋଦି

ମୁମ୍ବାଇ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ନବମ ଏବଂ ଦଶମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି। ଶୁକ୍ରବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ସବୁଜ ପତାକା ଦେଖାଇ ମୋଦି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ...

ଗେହଲୋଟଙ୍କ ନିର୍ବାଚନୀ ଥୋପ, ଗରିବଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି

ଜୟପୁର,୧୦ ।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶୁକ୍ରବାର ବିଧାନସଭାରେ ପୁରୁଣା ବଜେଟ ଭାଷଣ ପଢି ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପ୍ରାୟ ୬ ମିନିଟ ପର୍ଯ୍ୟନ୍ତ ପୁରୁଣା ବଜେଟ ଭାଷଣ ପଢୁଥିବା ଗେହଲୋଟଙ୍କ କାନରେ...

ଇତିହାସରେ ପ୍ରଥମଥର, ବଜେଟ ଭାଷଣ ସମୟରେ ବିଧାନସଭା ସ୍ଥଗିତ

ଜୟପୁର,୧୦ ।୨: ରାଜସ୍ଥାନ ବିଧାନସଭାରେ ବଜେଟ ଉପସ୍ଥାପନ ପୂର୍ବରୁ ବିରୋଧି ହଙ୍ଗାମା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିବା ସମୟରେ ବିରୋଧି ଭାଷଣ ଆରମ୍ଭ ହେଉ...

ଅଶୋକ ଗେହଲଟଙ୍କ ଘୋଷଣା: କରୋନାରେ ଅନାଥ ପିଲାଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର,୧୦।୨: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏକ ବଡ଼ ଘୋଷଣା କରାଯାଇଛି। କରୋନାରେ ଅନାଥ ପିଲାମାନଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ସହ ୨୫ ଲକ୍ଷ ସ୍ବାସ୍ଥ୍ୟ ବୀମା, ଚାଷୀଙ୍କ...

୫ ବର୍ଷରେ ବଦଳିଛି ୟୁପିର ପରିଚୟ : ମୋଦି

ଲକ୍ଷ୍ନୌ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶରେ ଗ୍ଲୋବାଲ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶିଖର ସମ୍ମିଳନୀରେ ସମସ୍ତଙ୍କୁ ସ୍ବାଗତ। ମୋର ଦାୟିତ୍ୱ ପୂରଣ କରିବାକୁ ମୁଁ ଏହି ଶିଖର...

୩ ମିନିଟ୍‌ ପର୍ଯ୍ୟନ୍ତ ବିଧାନସଭାରେ ପୂର୍ବ ବର୍ଷର ବଜେଟ୍‌ ଉପସ୍ଥାପନ କରୁଥିଲେ ମୁଖ୍ୟମନ୍ତ୍ରୀ: ଜାଣିବା ପରେ ମାଗିଲେ କ୍ଷମା

ଜୟପୁର,୧୦।୨: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପନ ହୋଇଛି। ବଜେଟ୍‌ ଉପସ୍ଥାପନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ସେ ବଜେଟ ଭାଷଣ ଆରମ୍ଭ ସମୟରେ ପୂର୍ବ ବର୍ଷର ବଜେଟ ପଢିଥିଲେ। ପୂର୍ବ...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲା କଂଗ୍ରେସ

ଶିଲଂ,୧୦।୨: ମେଘାଳୟରେ କଂଗ୍ରେସ ଗୁରୁବାର ଦାରିଦ୍ର ସୀମାରେଖା (ବିପିଏଲ)ରେ ଥିବା ସିଙ୍ଗଲ ମା’ଙ୍କୁ ମାସକୁ ୩୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ଫେବୃଆରୀ ୨୭ରେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥି ପାଇଁ କଂଗ୍ରେସ ନିର୍ବାଚନ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri