ଜାତୀୟ

ମୁଁ ବି ମୋଦିଙ୍କ ବରାବର ହୋଇଗଲିଣି: ସିସୋଡିଆ

ନୂଆଦିଲ୍ଲୀ,୯ ।୨: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଓ ଭାଜପା ମଧ୍ୟରେ ଗୁପ୍ତଚର ଅଭିଯୋଗକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଭାଜପାର ଗୁପ୍ତଚର ଅଭିଯୋଗ ଉପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଟୁଇଟ କରି ପ୍ରତିକ୍ରିୟା ଦେଇଛନ୍ତି ।...

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ତାଙ୍କ ଭାଷଣର କିଛି ଅଂଶକୁ ସଂସଦର ରେକର୍ଡରୁ କାହିଁକି ହଟାଇ ଦିଆଗଲା...

ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ

ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ସେ କହିଛନ୍ତି, ଯେତେ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଫୁଟିବ। ଏହି ଗୃହ...

ତ୍ରିପୁରା ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଅଗରତାଲା,୯।୨: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ଘୋଷଣାପତ୍ର ଜାରି କରିଛି। ଭାଜପାର ଜାତୀୟ ସଭାପତି ଜେପି ନଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ତାଙ୍କ ସହ ଉପସ୍ଥିତ...

ଟ୍ୟାଙ୍କର୍‌ ସଫାବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ କର୍ମଚାରୀଙ୍କ ଜୀବନ

ହାଇଦ୍ରାବାଦ୍‌,୯।୨: ଆନ୍ଧ୍ରପ୍ରଦେଶର ରାଗମ୍ପେଟା ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀରେ ଟ୍ୟାଙ୍କର୍‌ ସଫା କରୁଥିବାବେଳେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି, ଶ୍ୱାସରୁଦ୍ଧ ହୋଇ ସମସ୍ତ କର୍ମଚାରୀଙ୍କ ମୃତ୍ୟୁ...

ନୌସେନା କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାଥମିକ ପରୀକ୍ଷଣ କଲା ଇସ୍ରୋ, ୨୦୨୪ରେ ଗଗନୟାନ ମିଶନ…

ଶ୍ରୀହରିକୋଟା,୯।୨ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନୌସେନା ସହିତ ଏହାର ଗଗନୟାନ ମିଶନର ଏକ ଅଂଶ ଭାବରେ ୱାଟର ସର୍ଭାଇଭାଲ ଟେଷ୍ଟ ସୁବିଧାର କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାରମ୍ଭିକ ପରୀକ୍ଷା ସମାପ୍ତ କରିଛି। ମହାକାଶ ଏଜେନ୍ସି...

ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ. ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା…

ନୂଆଦିଲ୍ଲୀ,୯।୨ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ଶେଷରେ ଭାରତରେ ଏହାର ପ୍ରିମିୟମ ସବସ୍କ୍ରିପଶନ ସେବା ଟୁଇଟର ବ୍ଲୁ ଲଞ୍ଚ କରିଛି। ବ୍ଲୁ ଟିକ ପାଇବାକୁ ଏବଂ ପ୍ରିମିୟମ ସବସ୍କ୍ରିପଶନ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ...

ଭାଜପା ଖେଳୁଛି ଡବଲ ଗେମ୍‌, ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟିଆ ଚେତାବନୀ…

କୋଲକାତା,୯।୨ : ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାରତୀୟ ଜନତା ପାର୍ଟି (ଭାଜପା) କୁ କହିଛି। ପଶ୍ଚିମବଙ୍ଗ ବିଭାଜନ...

ମହିଳା ମସଜିଦରେ ପଢ଼ିପାରିବେ ନମାଜ: ମୁସଲିମ ପର୍ସନାଲ ଲ ବୋର୍ଡ…

ନୂଆଦିଲ୍ଲୀ,୯।୨ : ଅଲ ଇଣ୍ଡିଆ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ (ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମହିଳାମାନଙ୍କୁ ମସଜିଦ ପ୍ରବେଶ କରି ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି। ବୋର୍ଡ କହିଛି ଯେ ମୁସଲମାନ ମହିଳାମାନେ ପ୍ରାର୍ଥନା କରିବା ପାଇଁ ମସଜିଦ...

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ, ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ…

ନୂଆଦିଲ୍ଲୀ, ୯।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

ଟାଇଗର ରିଜର୍ଭ-ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ନିର୍ମାଣ ପ୍ରତିବନ୍ଧକ, ସଫାରି ନେଇ ଏନଟିସିଏକୁ ନୋଟିସ…

ନୂଆଦିଲ୍ଲୀ,୯।୨ : ବାଘ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନର ମୂଳ ଅଞ୍ଚଳରେ କୌଣସି ନିର୍ମାଣକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯେ ଏହି ସ୍ଥାନରେ ପ୍ରାଣୀ ଉଦ୍ୟାନ କିମ୍ବା ସଫାରି ତିଆରି କରିବାର କୌଣସି...

ପିଏମ୍‌ଏଓ୍ବାଇ ଟଙ୍କା ନେଇ ପ୍ରେମିକ ସହ ୪ ମହିଳା ଫେରାର

ଲକ୍ଷ୍ନୌ, ୯।୨: ଉତ୍ତର ପ୍ରଦେଶରେ ୪ ବିବାହିତା ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଟଙ୍କା ନେଇ ନିଜ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଘଟଣାରେ ସମ୍ପୃକ୍ତ ମହିଳାମାନେ ଉତ୍ତରପ୍ରଦେଶର ବେଲହରା, ବାଙ୍କି, ଜେଦପୁର ଏବଂ ସିଦ୍ଧଉର ଜିଲାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri