ଜାତୀୟ

ହାନୀ ହୋଇଥିବା ମାନ-ସମ୍ମାନକୁ ଫେରାଇ ଆଣିପାରିବ ନାହିଁ ନ୍ୟାୟିକ ପ୍ରକ୍ରିୟା: ହାଇକୋର୍ଟ…

ମୁମ୍ବାଇ,୭।୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭିତ୍ତିହୀନ ଅଭିଯୋଗ ଦ୍ୱାରା ବଦନାମ ତଥା ହାନୀ ହୋଇଥିବା ମାନ-ସମ୍ମାନକୁ ନ୍ୟାୟିକ ପ୍ରକ୍ରିୟା ଫେରାଇ ଆଣିପାରିବ ନାହିଁ। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଜଣେ ନ୍ୟାୟିକ...

କାହିଁକି ଚାକିରି ଛାଡୁଛନ୍ତି ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଲୋକସଭାରେ ସରକାରଙ୍କ ଉତ୍ତର…

ନୂଆଦିଲ୍ଲୀ,୭।୨ : ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିବା ଯୁବ ଅଧିକାରୀମାନେ କାହିଁକି ଚାକିରି ଛାଡୁଛନ୍ତି? ଏହି ଗମ୍ଭୀର ପ୍ରସଙ୍ଗ ଅତୀତରେ ବିଭିନ୍ନ ମାଧ୍ୟମ ମାଧ୍ୟମରେ ଉଠିଥିଲା। ମଙ୍ଗଳବାର ସଂସଦ ପ୍ରକ୍ରିୟା ଚାଲିଥିବାବେଳେ କଂଗ୍ରେସ...

ଭାରତକୁ ପ୍ରଶଂସା କରି କିଛି ଏଭଳି କହିଲେ ତୁର୍କୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୭।୨: ଗତ ଗତ ୨୪ଘଣ୍ଟା ମଧ୍ୟରେ ସମୁଦାୟ ୧୪୫ରୁ ଅଧିକ ଭୂକମ୍ପ ମଧ୍ୟ ପୂର୍ବ ଦେଶ ତୁର୍କୀ-ସିରିଆରେ ବିନାଶ ଘଟାଇଛି। ସୋମବାର ଘଟିଥିବା ଭୟଙ୍କର ଭୂକମ୍ପରେ ଉଭୟ ଦେଶର ବଡ଼ ବଡ଼ ଅଟ୍ଟାଳିକା ଭାଙ୍କି ଧ୍ୱଂସ ହୋଇଯାଇଛି। ଏଭଳି ପରିସ୍ଥିତିରେ...

ସତୀ ପ୍ରଥାର ଗୁଣଗାନ କରି ଅଡୁଆରେ ଭାଜପା ଏମ୍‌ପି ଚନ୍ଦ୍ର ପ୍ରକାଶ ଯୋଶୀ, ଲୋକସଭାରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୭।୨ : ସତୀ ପ୍ରଥାର ଗୁଣଗାନ କରି ଭାଜପା ଏମ୍‌ପି ଚନ୍ଦ୍ର ପ୍ରକାଶ ଯୋଶୀ ଅଡୁଆରେ ପଡ଼ିଛନ୍ତି। ଏନେଇ ବିରୋଧୀ ଦଳ ନେତା ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଲୋକ ସଭାରେ ବିରୋଧୀଦଳ ନେତାମାନେ ମଙ୍ଗଳବାର ବେଲରେ ବିକ୍ଷୋଭ ପ୍ରଦର୍ଶନ...

ହନିଟ୍ରାପ୍‌ ଜାଲରେ ଆଇଟିବିପିର ଅବସରପ୍ରାପ୍ତ ଅଧିକାରୀ: ଲୁଟି ନେଲେ ୧କୋଟି ୮୦ଲକ୍ଷ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ପୋଲିସ ପୁଣି ଆଉ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ ପରିଛି। ଯେଉଁମାନେ ହନିଟ୍ରାପ୍‌ରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ୩ଜଣ ଆପତ୍ତିଜନକ ଭିଡିଓ ଆଳରେ...

୨୦୨୨ରେ ଆତଙ୍କବାଦୀ ଆକ୍ରମଣରେ ୩୦ ସାଧାରଣ ନାଗରିକ-୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି…

ନୂଆଦିଲ୍ଲୀ,୭।୨ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୨୦୨୨ରେ ୩୦ ସାଧାରଣ ନାଗରିକ ଏବଂ ୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି। ସେହିପରି ୨୨୧ ଜଣ ଆହତ ହୋଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ଏହି ସୂଚନା...

୯ ରାଜ୍ୟର ୩୧ ଜିଲା କର୍ତ୍ତୃପକ୍ଷଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷମତା…

ନୂଆଦିଲ୍ଲୀ,୭।୨ : କେନ୍ଦ୍ର ସ୍ବରାଷ୍ଟ୍ରରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଯାୟୀ, ନାଗରିକତ୍ୱ ଅଧିନିୟମ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନଅ ରାଜ୍ୟରେ ୩୧ଟି ଜିଲା କର୍ତ୍ତୃପକ୍ଷଙ୍କୁ କ୍ଷମତା...

ଯମୁନା ଏକ୍ସପ୍ରେସ ୱେରେ କାଞ୍ଜାୱାଲା ଭଳି ଘଟଣା, ୧୦ କିଲୋମିଟର ପର୍ଯ୍ୟନ୍ତ ମୃତ ଶରୀରକୁ ଘୋଷାଡି ନେଲା କାର

ମଥୁରା,୭ ।୨: ଯମୁନା ଏକ୍ସପ୍ରେସୱେରେ ଦିଲ୍ଲୀର କାଞ୍ଜାୱାଲା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମଥୁରା ଜିଲାରେ ଜଣେ ବ୍ୟକ୍ତିଙ୍କୁ ଏକ କାର ପାଖାପାଖା ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଛି । ଯେତେବେଳେ କାରଟି ଟୋଲଗେଟରେ...

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଖାରଜ…

ନୂଆଦିଲ୍ଲୀ,୭।୨ : ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।  ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ସ୍କାମ ମାମଲାରେ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦୁଇଟି ପୃଥକ ମାମଲା ପଞ୍ଜିକରଣ...

‘ଅଗ୍ନି ବୀର ସ୍କିମ ସେନା ନୁହେଁ ଅଜିତ ଡୋଭାଲ ଥୋପିଛନ୍ତି’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭ ।୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ତାଙ୍କ ଭାଷଣ ଦେବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ, ଅଗ୍ନିବୀର ଯୋଜନା, ଅଦାନି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ...

କ୍ଷମା ମାଗନ୍ତୁ ରାହୁଲ: ଭାଜପା ଏମପି

ନୂଆଦିଲ୍ଲୀ,୭ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଉଷ୍ମ ହୋଇଛି ରାଜନୀତି । ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି...

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ, ସାପ୍ତାହିକ ସଂକ୍ରମଣ ହାର ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri