ଜାତୀୟ

କର୍ନାଟକରେ ହେଲିକପ୍ଟର ଫ୍ୟାକ୍ଟ୍ରି ଉଦ୍‌ଘାଟନ କଲେ ମୋଦି

ବାଙ୍ଗାଲୋର,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ତୁମାକୁରୁ ଜିଲାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ୍‌)ର ହେଲିକପ୍ଟର ଫ୍ୟାକ୍ଟ୍ରିକୁ ସୋମବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଲାଇଟ୍‌ ୟୁଟିଲିଟି ହେଲିକପ୍ଟର ମଧ୍ୟ ଉନ୍ମୋଚନ କରିଥିବା ଜଣାପଡିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ମୁଖ୍ୟମନ୍ତ୍ରୀ...

ଆଦାନୀ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୬।୨: ଆଦାନୀ ପ୍ରସଙ୍ଗରେ ବିରୋଧୀ ଲଗାତାର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ...

ଆଦାନୀ ମାମଲାକୁ ନେଇ ପୁଣି ଗୃହରେ ହଟ୍ଟଗୋଳ: ଲୋକ ସଭା ପରେ ରାଜ୍ୟ ସଭା ବି ମଙ୍ଗଳବାର ଯାଏ ସ୍ଥଗିତ

ନୂଆଦିଲ୍ଲୀ,୬।୨: ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ରାସ୍ତାରୁ ନେଇ ସଂସଦ ପର୍ଯ୍ୟନ୍ତ ପ୍ରଦର୍ଶନ କରୁଛନ୍ତି। ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ହଟ୍ଟଗୋଳ କରିଛନ୍ତି। ଲଗାତର ତୃତୀୟ ଦିନରେ ମଧ୍ୟ ବିରୋଧୀ ଦଳ...

ତୃତୀୟଥର ପାଇଁ ସ୍ଥଗିତ ରହିଲା ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୬।୨: ତୃତୀୟଥର ପାଇଁ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ସ୍ଥଗିତ। ନିର୍ବାଚନ ପୂର୍ବରୁ ଭାଜପା ଏବଂ ଆପ ସଦସ୍ୟମାନେ ଗୃହରେ ବିକ୍ଷୋପ ପଦର୍ଶନ କରିଥିଲେ। ଏଥିଯୋଗୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରି ନ...

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ କୌଣସି ଶିକ୍ଷାର୍ଥୀଙ୍କୁ ଅନଲାଇନ କ୍ଲାସରେ...

ଦେଶର ୨୬ ସଡ଼କରେ ବିମାନ ଅବତରଣ ସୁବିଧା, ଅଟୋମବୋଇଲ କ୍ଷେତ୍ରରେ ୪.୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୬।୨ : ଦେଶର ବିକାଶ ପାଇଁ ଜଳ ଶକ୍ତି, ପରିବହନ, ଭିତ୍ତିଭୂମି ଏବଂ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରୋଜଗାର ବୃଦ୍ଧି କରିବ ଏବଂ ଅମୃତକାଳରେ ଦେଶର ଅର୍ଥନୀତି ଅଧିକ ଶକ୍ତିଶାଳୀ ହେବ। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ କେନ୍ଦ୍ର...

ମୋତେ ଭାଜପା ଇତିହାସ ଶିଖାଇବା ଆବଶ୍ୟକ ନାହିଁ: ଥରୁର

ନୂଆଦିଲ୍ଲୀ,୬।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଭାରତୀୟ ନେତା ଦୁଃଖ ପ୍ରକାଶ କରିଥିଲେ। କଂଗ୍ରେସ ନେତା ଶଶି ଥରୁର ଟୁଇଟ୍‌ କରି ପରଭେଜ ମୁଶରଫଙ୍କୁ ଗୁଣଗାନ କରିଥିଲେ। ଏହାକୁ ନେଇ...

ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…

ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ । ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ...

ଦେଶରେ ବହୁ ନୂଆ ସହର ଗଢ଼ି ଉଠିବ, ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୬।୨ : କର୍ନାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବାଭାରତ ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦେଇପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ ବହୁ ନୂଆ ସହର ଗଢ଼ି ଉଠିବ। ଦେଶରେ ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି।...

ଚଳିତ ବଜେଟ୍‌କୁ ‘ଗରିବ ବିରୋଧୀ’ କହିଲେ ସୋନିଆ

ନୂଆଦିଲ୍ଲୀ,୬।୨: ୨୦୨୩ ବଜେଟକୁ ସମାଲୋଚନା କରି ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହାକୁ ଗରିବ ବିରୋଧୀ ବୋଲି କହିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି, ମୋଦି ସରକାର ୟୁପିଏ ସମୟରେ କରାଯାଇଥିବା ସାମାଜିକ ଯୋଜନାର ଖର୍ଚ୍ଚ ହ୍ରାସ କରିଛନ୍ତି। ଗରିବ...

ବିପର୍ଯ୍ୟୟ ସମୟରେ ତୁର୍କୀର ଲୋକଙ୍କ ସହିତ ଆମେ ଛିଡ଼ା ହୋଇଛୁ, ସମସ୍ତ ସହାୟତା ଯୋଗାଇ ଦିଆଯିବ,ଅନ୍ତର୍ଜାତୀୟସ୍ତରରେ ସହାୟତା ଆହ୍ବାନ…

ନୂଆଦିଲ୍ଲୀ,୬।୨ : ସୋମବାର ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି ଯେଉଁଥିରେ ଏପର୍ଯ୍ୟନ୍ତ ୩୬୦ ଜଣଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତୁର୍କୀରେ ହୋଇଥିବା...

ତୁର୍କୀ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ତୁର୍କୀର ନୁର୍‌ଦାଗୀଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୭.୮ ଥିଲା। ପ୍ରାୟ ୧ ମିନିଟ୍‌ ଧରି ଚାଲିଥିବା ଏହି ଭୂକମ୍ପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri