ଜାତୀୟ

ଚଳିତ ବର୍ଷ ୯ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ଅବସର…

ନୂଆଦିଲ୍ଲୀ,୬।୨ : ନଅ ଜଣ ବିଚାରପତି ଚଳିତ ବର୍ଷ ସୁପ୍ରିମକୋର୍ଟରୁ ଅବସର ନେବେ। ତେବେ ସୋମବାର ପାଞ୍ଚଜଣ ବିଚାରପତିଙ୍କ ଶପଥ ଗ୍ରହଣ ସହିତ ସୁପ୍ରିମକୋର୍ଟର ୩୪ ଜଣ ବିଚାରପତିଙ୍କ ମୋଟ ଅନୁମୋଦିତ ଶକ୍ତି ବହୁ ପରିମାଣରେ ପୂର୍ଣ୍ଣ ହୋଇଛି। ବର୍ତ୍ତମାନ...

ଶପଥ ନେଲେ ୫ ନୂଆ ବିଚାରପତି…

ନୂଆଦିଲ୍ଲୀ,୬।୨ : ସୋମବାର ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି। ଫଳରେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ମୋଟ ବିଚାରପତିଙ୍କ...

ଦୈନିକ ସଂକ୍ରମଣ ଶହେ ତଳେ…

ନୂଆଦିଲ୍ଲୀ, ୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ପ୍ରଦର୍ଶନ କଲେ ବିରୋଧୀ ଦଳ…

ନୂଆଦିଲ୍ଲୀ,୬।୨ : ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡିୟୁ, ଏସପି, ସିପିଏମ, ସିପିଆଇ, କେରଳ କଂଗ୍ରେସ (ଜୋସେ ମଣି), ଜେଏମଏମ, ଆରଜେଡି, ଆରଏସପି, ଏଏପି, ଆଇଏମଏଲ, ଆରଜେଡି ଏବଂ...

୪୮ କୋଟି ପ୍ୟାନ୍‌ ଅଧାରରେ ଲିଙ୍କ୍‌, ୩୧ ମାର୍ଚ୍ଚ ସୁଦ୍ଧା ଅନିବାର୍ଯ୍ୟ, ନ ହେଲେ ୧୦ ହଜାର ଜରିମାନା…

ନୂଆଦିଲ୍ଲୀ,୬।୨ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ ଆଧାର ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ସଂଯୁକ୍ତ ନ ହୁଏ, ତେବେ କୌଣସି...

ବରିଷ୍ଠ ନାଗରିକଙ୍କ ଆୟ ହେବ ୨ ଗୁଣା, ମାସକୁ ମିଳିବ ୨୦ ହଜାର…

ନୂଆଦିଲ୍ଲୀ,୬।୨ : କେନ୍ଦ୍ର ସରକାର ୨୦୨୩-୨୪ ସାଧାରଣ ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଘୋଷଣା କରିବା ସହିତ ନୂତନ ଟିକସ ବ୍ୟବସ୍ଥାରେ ଆୟକରଦାତାଙ୍କୁ ଥଇଥାନ କରିଥିଲେ। ଏହା ଅଧୀନରେ ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସଏସ) ରେ...

ବାଲ୍ୟ ବିବାହ ବିରୋଧରେ ଆସାମ ପୋଲିସର ଆକ୍ସନ, ୩ ଦିନରେ ଗିରଫ ହେଲେଣି ୨୨୭୮

ଗୁଆହାଟି,୬ ।୨: ବାଲ୍ୟ ବିବାହ ବିରୋଧରେ ଆସାମ ପୋଲିସର କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି । ପୋଲିସ ତୃତୀୟ ଦିନରେ ବି ଏହାକୁ ନେଇ କେତେଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଏହାକୁ ନେଇ ବାଲ୍ୟ ବିବାହ ମାମଲାରେ ଏବେ...

ଆସାମ ନଲବାଡିରୁ ବହୁପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ

ଗୁଆହାଟି,୬ ।୨: ଆସାମର ନଲବାଡି ଜିଲାରେ ସିଆରପିଏଫର ଯବାନ ଓ ଆସାମ ପୋଲିସର ମିଳିତ ଅଭିଯାନରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ସିଆରପିଏଫର ୧୩୬ର ବାଟେଲିୟନ ଏହି ଅପରେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି...

ଜୋଷୀମଠରେ ଅନିଶ୍ଚିତତା ଜାରି

ଜୋଷୀମଠ,୬।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ସହରରେ ମାଟି ଦବିବା କାରଣରୁ ଘରଗୁଡ଼ିକରେ ଫାଟ ଦେଖାଦେଇ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ଲାଗି ସରକାର ଉଦ୍ୟମ ଚଳାଇଥିବାବେଳେ ସ୍ଥାୟୀ ଥଇଥାନ ପାଇଁ...

କିଷାନ ସରକାରର ଆହ୍ବାନ ଦେଲେ କେସିଆର

ନାଣ୍ଡେଡ,୬।୨ : ଜାତୀୟ ରାଜନୀତି ଉପରେ ଆଖି ପକାଇଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ତାଙ୍କ ଦଳର ନାଁ ବଦଳାଇ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ରଖିଥିଲେ। ଏହି ଦଳ ପ୍ରଥମ ଥର ପାଇଁ ତେଲଙ୍ଗାନା ବାହାରେ...

ଭଗବାନଙ୍କ ନିକଟରେ କୌଣସି ଜାତି-ବର୍ଣ୍ଣ ନାହିଁ, ପଣ୍ଡିତମାନେ ଏସବୁ କରିଛନ୍ତି ସୃଷ୍ଟି: ମୋହନ ଭାଗବତ

ମୁମ୍ବାଇ,୬।୨: ଜାତି ଧର୍ମ ସମ୍ବନ୍ଧରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ୍‌)ର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୁମ୍ବାଇରେ ସେଣ୍ଟ ଶିରୋମଣି ରୋହିଦାସ ଜୟନ୍ତୀ ଉପରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଭାଗବତ କହିଛନ୍ତି, ଆମ ସମାଜ...

ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କଲେ ୧୬ ବର୍ଷର ବାଳକ

ରଓ୍ବୋ,୫।୨: ମଧ୍ୟପ୍ରଦେଶ ରଓ୍ବୋ ଜିଲାରେ ଜଣେ ୧୬ ବର୍ଷର ବାଳକ ୫୮ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇବର୍ଷ ତଳେ ବୃଦ୍ଧାଙ୍କ ଘରୁ ଏକ ମୋବାଇଲ ଫୋନ୍‌ ଚୋରି ହୋଇଥିଲା। ଏହି ଘଟଣା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri