ଜାତୀୟ

ଇସ୍ରୋ-ନାସାର ମିଳିତ ମହାକାଶ ଅଭିଯାନ, ଲଞ୍ଚ ପାଇଁ ଭାରତ ଆସିବ ନିସାର ସାଟେଲାଇଟ

ନୂଆଦିଲ୍ଲୀ,୫ ।୨: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ମିଳିତ ଭାବେ ନିର୍ମିତ ଉପଗ୍ରହ ନିସାରର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ, ଏହି ଉପଗ୍ରହ ଭାରତ...

ଶିନ୍ଦେଙ୍କୁ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଲେ ଆଦିତ୍ୟ…

ମୁମ୍ବାଇ,୪।୨ : ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜଣେ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ଶିନ୍ଦେଙ୍କୁ ବିଧାନସଭା ନିର୍ବାଚନରେ ଲଢ଼େଇ ପାଇଁ ଆହ୍ବାନ ଦେଇଛନ୍ତି। ମୁଁ ମୋ ଆସନରୁ ଇସ୍ତଫା...

୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି), ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି), ପି.ଭି ସଞ୍ଜୟ କୁମାର (ମଣିପୁର...

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ବାବା ରାମଦେବ…

ଜୟପୁର,୪।୨ : ରାଜସ୍ଥାନ ଗସ୍ତରେ ଯାଇଥିବା ଯୋଗ ଗୁରୁ ବାବା ରାମଦେବ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି। ସେ ମୁସଲମାନ ସମାଜ ବିରୋଧରେ ନମାଜ ଉପରେ ମନ୍ତବ୍ୟ ଦେଇଥିଲେ। ବାବାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ରାଜନୀତି...

ବଜେଟରେ ତାଲିବାନ ପାଇଁ କାହିଁକି ସହାୟତା, କେନ୍ଦ୍ର ସରକାରଙ୍କୁ କେଜରିଓ୍ବାଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଦେଶର ବିକାଶ ପାଇଁ କେନ୍ଦ୍ର ବଜେଟରେ ଆର୍ଥିକ ସହାୟତା ପ୍ରଦାନ ଉପରେ ପ୍ରଶ୍ନ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦିଲ୍ଲୀର...

ସୋରେନ ସରକାରଙ୍କୁ ଶାହାଙ୍କ ଖୋଲା ଚ୍ୟାଲେଞ୍ଜ: ନିର୍ବାଚନ ମଇଦାନରେ ହେବ ଲଢ଼େଇ…

ଦେଓଘର,୪।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦେଓଘରଠାରେ ଭାଜପାର ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିବାବେଳେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ସୋରେନ ସରକାରଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର...

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୨: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଆଗକୁ ସେନାରେ ଯୋଗଦେବାକୁ ଇଚ୍ଛୁକ ପ୍ରାର୍ଥିମାନେ ପ୍ରଥମେ ନିର୍ଦ୍ଧିଷ୍ଟ କେନ୍ଦ୍ରଗୁଡ଼ିକରେ ଏକ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ। ଏହାପରେ ନିଯୁକ୍ତି ରାଲିରେ ଶାରୀରିକ ସୁସ୍ଥତା ପରୀକ୍ଷଣ କରାଯିବ। ଶେଷରେ ସେନାରେ...

ଦୁଇ ଟିକସ ବ୍ୟବସ୍ଥା ମାଧ୍ୟମରେ ସରକାର ଲୋକଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଛନ୍ତି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଶନିବାର ଚେଷ୍ଟା କରିଛନ୍ତି। ଏକ ଗଶମାଧ୍ୟମ ସମ୍ମିଳନୀରେ ଅର୍ଥମନ୍ତ୍ରୀ ବଜେଟ ପରେ ସନ୍ଦେହ ଓ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଆଦାନୀ ଏଣ୍ଟରପ୍ରାଇଜେସ ର...

ବିଲ୍‌ ଗେଟ୍ସ ତିଆରି କଲେ ରୁଟି, ଭିଡିଓ ଦେଖି ମୋଦି କହିଲେ ଏମିତି…

ନୂଆଦିଲ୍ଲୀ,୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି। ମାଣ୍ଡିଆରେ ଡିସ୍‌ ତିଆରି ପାଇଁ ଗେଟ୍ସ ଚେଷ୍ଟା କରିଥିବାରୁ ମୋଦି ତାଙ୍କୁ ଉତ୍ସାହିତ କରିଛନ୍ତି। ଗେଟ୍ସ ଇନ୍‌ଷ୍ଟାଗ୍ରାମରେ...

ତୃତୀୟ ଥର ଜିତିଥିବା ୭୧ ଏମ୍‌ପିଙ୍କ ସମ୍ପତ୍ତିରେ ୨୮୬ ପ୍ରତିଶତ ବୃଦ୍ଧି, ବରୁଣ ଗାନ୍ଧୀଙ୍କ ସମ୍ପତ୍ତିି ୧୨ ଗୁଣା ବଢ଼ିଛି…

ନୂଆଦିଲ୍ଲୀ,୪।୨ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ ଏକ ବର୍ଷରୁ ଅଧିକ ସମୟ ବାକି ଅଛି। ଏହାପୂର୍ବରୁ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏକ ରିପୋର୍ଟରେ କହିଛି ଯେ୨୦୦୯ ରୁ ୨୦୨୯ ଲୋକସଭା ନିର୍ବାଚନ ମଧ୍ୟରେ କ୍ରମାଗତ...

ନିଜ ସଂଖ୍ୟାଲଘୁ ବିରୋଧୀ ନୀତିର ଖୋଲା ଖୋଲି ପ୍ରଦର୍ଶନ କରୁଛନ୍ତି ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୪।୨ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଅଭିଯୋଗ କରିଛନ୍ତି ଯେ ସରକାର ନିଜର ସଂଖ୍ୟାଲଘୁ ବିରୋଧୀ ନୀତିର ଖୋଲାଖୋଲି ଭାବେ ପ୍ରଦର୍ଶନ କରୁଛନ୍ତି। ମୌଲାନା ଆଜାଦ ନ୍ୟାଶନାଲ ଫେଲୋଶୀପ ବାତିଲ କରିବାକୁ ନେଇ...

ଖ୍ୟାତନାମା ଗାୟିକା ବାଣୀ ଜୟରାମଙ୍କ ପରଲୋକ

ଚେନ୍ନାଇ: ସଙ୍ଗୀତଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଚେନ୍ନାଇସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି। ଏହି ଖବର ସମସ୍ତଙ୍କୁ ଚକିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri