ଜାତୀୟ

ଟେରର ଫଣ୍ଡିଂ ଲିଙ୍କ୍‌ରେ ଏସ୍‌ଆଇଏର ଚଢାଉ

ଶ୍ରୀନଗର,୩।୨: ଟେରର ଫଣ୍ଡିଂ ଲିଙ୍କ୍‌ରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ) ଶୁକ୍ରବାର ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଚଢାଉ ଆରମ୍ଭ କରିଛି। ଅଧିକାରୀମାନେ ପରିମ୍ପୋରା, ଜଓ୍ବାହର ନଗର, ନଟିପୁରା, ବୁଲବୁଲ ବାଗ ଅଞ୍ଚଳରେ ଏସ୍‌ଆଇଏ ଚଢାଉ କରି ତଦନ୍ତ ଆରମ୍ଭ କରିଛି।...

ଧନୀ ତାଲିକାର ଟପ୍‌-୨୦ରୁ ବାଦ୍‌ ପଡିଲେ ଆଦାନୀ

ନୂଆଦିଲ୍ଲୀ,୩।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ହିଣ୍ଡେନବର୍ଗ ରିପୋର୍ଟ ସାର୍ବଜନୀନ ହେବା ପରଠାରୁ ଆଦାନୀଙ୍କ ନିଟ୍‌ ମୂଲ୍ୟ ହ୍ରାସ ପାଇଛି। କିଛି ଦିନ ପୂର୍ବରୁ ସେ ବିଶ୍ୱର ଧନୀ ତାଲିକାରେ ତିନି ନମ୍ବରରେ...

ଦେଶରେ ଆଜି ୯୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବାଇ,୩।୨: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନଆଇଏ ଏକ ଧମକପୂର୍ଣ୍ଣ ଇମେଲ ପାଇବା ପରେ ଦେଶର ବିଭିନ୍ନ ସହରକୁ ସତର୍କ କରାଯାଇଛି। ଏନଆଇଏ ମଧ୍ୟ ମୁମ୍ବାଇ ପୋଲିସକୁ ଏହି ସୂଚନା ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି...

ଆଦାନୀଙ୍କୁ ନେଇ ପୁଣି ସଂସଦରେ ହୋହାଲ୍ଲା: ୨ଟା ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୩।୨: ବଜେଟ ଅଧିବେଶନର ଚତୃର୍ଥ ଦିନରେ ମଧ୍ୟ ସଂସଦରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ସଂସଦର ଉଭୟ ଗୃହ...

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି। ଏହାର ପ୍ରତିବଦ୍ଧତା ଉଭୟ ପକ୍ଷରୁ ପ୍ରକାଶ କରାଯାଇଛି। ଡ୍ରୋନ୍‌ ଅଧିଗ୍ରହଣ ସହିତ ଏଲ୍‌ଏସି...

ଉଡାଣବେଳେ ବିମାନ ଇଞ୍ଜିନ୍‌ରେ ଲାଗିଲା ନିଆଁ

ଆବୁଧାବି/ଥିରୁଭାନନ୍ତପୁରମ୍‌,୩।୨: ଆବୁଧାବିରୁ କାଲିକଟ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟଭାଗରେ ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଆବୁଧାବିରେ ଅବତରଣ କରିଥିଲା। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଡିଜିସିଏ ଏହି ଘଟଣାକୁ...

ଅମୂଲ କ୍ଷୀର ମୂଲ୍ୟ ପୁଣି ବଢିଲା

ଅହମ୍ମଦାବାଦ୍‌,୩।୨: ଗୁଜରାଟର କମ୍ପାନୀ ଅମୂଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି। କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଛି। ଏହା ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ। ଏହି ବୃଦ୍ଧି ପରେ ଅମୂଲ ଗୋଲ୍ଡର...

ସଫେଇ ଦେଲେ ସିଦ୍ଦରମୈୟା

ବେଙ୍ଗାଲୁରୁ,୩।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ ନାମରେ କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଥିବା ଚିଠି ନକଲି ବୋଲି ଦାବି କରିଛନ୍ତି। କନ୍ନଡରେ ଲିଖିତ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଭାପତି ସୋନିଆ ଗାନ୍ଧୀଙ୍କୁ ସମ୍ବୋଧିତ କରାଯାଇଥିବା...

ରାଜ୍ୟ ସଭାର ଫ୍ରଣ୍ଟ ରୋରେ ବସିବେ ଚିଦାମ୍ବରମ, ଦିଗବିଜୟ, ପଛକୁ ଗଲେ ମନମୋହନ

ନୂଆଦିଲ୍ଲୀ,୩ ।୨: ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ରାଜ୍ୟ ସଭାରେ ବସିବାର ସିଟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭାରେ ଚିଦାମ୍ବରମଙ୍କ ବସିବାରୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଏବେ ତାଙ୍କୁ ଫ୍ରଣ୍ଟ ରୋରେ ଏକ ସିଟ ମିଳିଛି...

ରାମ ଜନ୍ମଭୂମି ପରିସରକୁ ବୋମାରେ ଉଡାଇ ଦେବାକୁ ଧମକ

ଅଯୋଧ୍ୟା,୩ ।୨: ଅଯୋଧ୍ୟାରେ ଗୁରୁବାର ଅର୍ଥାତ୍ ଫେବୃୟାରୀ ୨ରେ ରାମ ଜନ୍ମଭୂମି ସ୍ଥଳକୁ ବୋମାରେ ଉଡାଇ ଦେବାର ଧମକ ଦିଆଯିବା ପରେ ଲୋକେ ଭୟଭିତ ହୋଇଯାଇଛନ୍ତି । ରାମ ଜନ୍ମଭୂମି ଥାନାଧ୍ୟକ୍ଷ ସଞ୍ଜିବ କୁମାର ସିଂ କହିଛନ୍ତି, ରାମକୋଟ ଅଞ୍ଚଳରେ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷିଆର ସହଯୋଗ ଅଦ୍ଭୁତପୂର୍ବ

ନୂଆଦିଲ୍ଲୀ,୩।୨: ଭାରତୀୟ ପରିଷଦ ଅଫ ୱାଲର୍‌ଡ ଆଫେୟାର୍ସ (ଆଇସିଡବ୍ଲୁଏ) ଏବଂ ରୁଷିଆ ପରିଷଦ ମଧ୍ୟରେ ଏକ ଆଲୋଚନା ହୋଇଛି। ଏହି ଆଲୋଚନାରେ ଭାରତରେ ରୁଷିଆର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ମଧ୍ୟ ଉପସ୍ଥିତ ଥିଲେ। କଥାବାର୍ତ୍ତା ସମୟରେ ଆଲିପୋଭ କହିଛନ୍ତି, ରୁଷିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri