ଜାତୀୟ

ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷିଆର ସହଯୋଗ ଅଦ୍ଭୁତପୂର୍ବ

ନୂଆଦିଲ୍ଲୀ,୩।୨: ଭାରତୀୟ ପରିଷଦ ଅଫ ୱାଲର୍‌ଡ ଆଫେୟାର୍ସ (ଆଇସିଡବ୍ଲୁଏ) ଏବଂ ରୁଷିଆ ପରିଷଦ ମଧ୍ୟରେ ଏକ ଆଲୋଚନା ହୋଇଛି। ଏହି ଆଲୋଚନାରେ ଭାରତରେ ରୁଷିଆର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ମଧ୍ୟ ଉପସ୍ଥିତ ଥିଲେ। କଥାବାର୍ତ୍ତା ସମୟରେ ଆଲିପୋଭ କହିଛନ୍ତି, ରୁଷିଆ...

ଆଦାନୀ ପାଓ୍ବାର ସହ ଚୁକ୍ତି ରଦ୍ଦ କରିପାରେ ବାଂଲାଦେଶ

ନୂଆଦିଲ୍ଲୀ,୩ା୨:ଆଦାନୀ ପାଓ୍ବାର ଲିମିଟେଡ୍‌ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ କିଣିବା ପାଇଁ ସହ ସ୍ବାକ୍ଷରିତ ଏକ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ୨୦୧୭ ନଭେମ୍ବରରେ ବାଂଲାଦେଶ ପାଓ୍ବାର ଡେଭେଲପ୍‌ମେଣ୍ଟ ବୋର୍ଡ (ବିପିଡିପି)...

୨୧ ଥରରେ ୨୨.୭୬ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ,୩ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମସିହାରୁ ଅଦ୍ୟାବଧି ୨୧ ଥର ବିଦେଶ ଗସ୍ତ କରିଛନ୍ତି। ତାଙ୍କ ଗସ୍ତ ବାବଦକୁ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜାପାନକୁ ୩, ଆମେରିକା ଏବଂ ୟୁଏଇକୁ...

୧୦୦ ବିଲିୟନ ଡଲାର କ୍ଷତି

ମୁମ୍ବାଇ,୩ା୨:ଜାନୁୟାରୀ ୨୪ରେ ନ୍ୟୁୟର୍କର ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କର୍ପୋରେଟ୍‌ ଜାଏଣ୍ଟ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଏହି ଗ୍ରୁପ୍‌ ଅଧୀନ ଆଦାନୀ ଏଣ୍ଟରପ୍ରାଇଜେସ୍‌ ସମେତ ୭ଟି କମ୍ପାନୀର ଶେୟାର ମୂଲ୍ୟକୁ ଅଧିକ ଲାଭ...

ଇଞ୍ଜିନ ଛାଡ଼ି ଧାଇଁଲା ୫ ବଗି

ପାଟନା, ୩ା୨:ବିହାରର ବେଟ୍ଟିହାରେ ଥିବା ମଝଉଲିଆ ରେଳଷ୍ଟେଶନରେ ଗୁରୁବାର ସତ୍ୟାଗ୍ରହ ଏକ୍ସପ୍ରେସ୍‌ ଟ୍ରେନ୍‌ର ୫ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିଲା। ସକାଳ ୧୦ଟା ସମୟରେ ଏହି ଘଟଣା ଘଟିଥିବାବେଳେ ଉକ୍ତ ୫ ବଗିକୁ ଛାଡ଼ି ଇଞ୍ଜିନ୍‌ ବହୁ କିଲୋମିଟର ଆଗକୁ...

ଜେପିସି ତଦନ୍ତ ଦାବିକଲେ ବିରୋଧୀ

ନୂଆଦିଲ୍ଲୀ/ମୁମ୍ବାଇ,୩ା୨:ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଦାନୀ ସମୂହ ବିରୋଧରେ ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଓ ଆକାଉଣ୍ଟସ ହେରଫେର ଅଭିଯୋଗର ତଦନ୍ତ ଦାବି ଭାରତରେ ଜୋର୍‌ ଧରିଛି। ଗୁରୁବାର...

ଅଷ୍ଟ୍ରେଲିଆ, କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ନେଇ ଭାରତର ଦୃଢ ନିନ୍ଦା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଏବଂ କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ଭାରତ ଦୃଢ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଚରମପନ୍ଥୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣ ତଥା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ଏହି...

ଫେବୃଆରୀ ୬ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ, ୩।୨: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ବିଶ୍ୱର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ବିବାଦ ମଧ୍ୟରେ ଅଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌...

ଆଦାନୀ ପାଓ୍ବାର ୨୦୧୭ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ନୂଆଦିଲ୍ଲୀ,୨ା୨: ଆଦାନୀ ପାଓ୍ବାର ଲିମିଟେଡ୍‌ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ କିଣିବା ପାଇଁ ସ୍ବାକ୍ଷରିତ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ୨୦୧୭ ନଭେମ୍ବରରେ ବାଂଲାଦେଶ ପାଓ୍ବାର ଡେଭେଲପ୍‌ମେଣ୍ଟ ବୋର୍ଡ (ବିପିଡିପି) ଏବଂ...

ଭଗତ ସିଂହ କୋଶିୟାରୀଙ୍କ ସ୍ଥାନ ନେବେ କି କ୍ୟାପଟେନ୍‌ ଅମରିନ୍ଦର: କହିଲେ…

ମୁମ୍ବାଇ,୨।୨: ମହାରାଷ୍ଟ୍ରର ରାଜ୍ୟପାଳ କିଏ ହେବ ସେନେଇ କଳ୍ପନାଜଳ୍ପନା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା କ୍ୟାପଟେନ ଅମରିନ୍ଦର ସିଂ ଗୁରୁବାର ନୀରବତା ଭାଙ୍ଗିଛନ୍ତି। ଅମରିନ୍ଦର ସିଂ କହିଛନ୍ତି, ମୁଁ ଏହା ବିଷୟରେ କିଛି ଜାଣି ନାହିଁ।...

୨୦୨୪ ନିର୍ବାଚନ: ଅକାଳୀ ସହ ମେଣ୍ଟ ନେଇ ସଙ୍କେତ ଦେଲେ ମାୟାବତୀ

ନୂଆଦିଲ୍ଲୀ,୨।୨: ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବରେ ଶିରୋମଣିି ଅକାଳୀ ଦଳ ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମେଣ୍ଟ ଜାରି ରହିବ। ଅର୍ଥାତ୍‌ ଲୋକ ସଭା ନିର୍ବାଚନରେ ବିଏସ୍‌ପି ଶିରୋମଣିି ଅକାଳୀ ଦଳ(ଏସ୍‌ଏଡି) ସହ ମେଣ୍ଟରେ ମିଳିତ ଭାବେ...

ପ୍ରସବ ପାଇଁ ଯାଉଥିଲେ ହସ୍ପିଟାଲ: ରାସ୍ତା ମଝିରେ ଜଳିଗଲା କାର୍‌

କନ୍ନୁର,୨।୨: କେରଳର କନ୍ନୁରରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। କାର୍‌ ସହିତ ଗର୍ଭବତୀ ମହିଳା ଓ ତାଙ୍କ ସ୍ବାମୀ ଜଳିଯାଇଛନ୍ତି। ନିଆଁର ଭୟାବହ ଏତେ ଥିଲା ଯେ, ଦମ୍ପତିଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରି ନ ଥିଲା। ମୃତ ଗର୍ଭବତୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri