ଜାତୀୟ

ଛତିଶଗଡ଼ ପୋଲିସ-ସିଆରପିଏଫ୍‌ର ବଡ଼ ସଫଳତା: ୭ ମାଓବାଦୀ ଗିରଫ

ରାୟପୁର,୨।୨: ଛତିଶଗଡ଼ରେ ସିଆରପିଏଫ୍‌ ଓ ପୋଲିସ ମିଳିତ ଭାବେ ମାଓବାଦୀ ବିରୋଧୀ ଅଭିଯାନ ଚଳାଉଛନ୍ତି। ଫରଓ୍ବାର୍ଡ ଅପରେଟିଂ ବେସ୍‌ ନିର୍ମାଣ ହେବା ପରେ ମାଓବାଦୀ ଗତିବିଧି ହ୍ରାସ ପାଇଛି। ସୁରକ୍ଷାକର୍ମୀ ମାଓବାଦୀଙ୍କୁ ନେଇ ଅଞ୍ଚଳରେ ସତର୍କତା ସହ କାମ କରୁଛନ୍ତି।...

ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ

ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି। ପଞ୍ଜାବର ସରକାରୀ ସ୍କୁଲର ୩୬ଜଣ ପ୍ରିନ୍ସିପାଲ...

ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍‌ଲାଣ୍ଡ ଫାଇଲ୍‌

ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍‌ଲାଣ୍ଡ ଫାଇଲ୍‌ ନୂଆଦିଲ୍ଲୀ,୨।୨: ତାଲିମ ପାଇଁ ଶିକ୍ଷକମାନଙ୍କୁ ଫିନ୍‌ଲାଣ୍ଡ ପଠାଇବାକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ...

ଜମ୍ମୁ-କଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ପ୍ରଥମଥର ଜବତ ହେଲା ଫରଫ୍ୟୁମ ଆଇଇଡି

ଜମ୍ମୁ,୨ ।୨: ଜମ୍ମୁ-କଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ନରୱାଲ ବ୍ଲାଷ୍ଟ ସମେତ କିଛି ବିସ୍ଫୋରଣ ମାମଲାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ।...

‘ଖୁବଶୀଘ୍ର ଶେଷ ହେବ ଭାଜପାର ଅହଙ୍କାର’

ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍‌ରେ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ରାଗିଯାଇ ସମାଜବାଦୀ ପାର୍ଟି ଟୁଇଟ୍‌ ଯୋଗେ...

ବଜେଟକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏଲଆଇସି ଓ ସାଧାରଣ ବଜେଟ ୨୦୨୩କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ ୟୁନିୟନ ବଜେଟ ୨୦୨୪ରେ ହେବାକୁ ଥିବା ଲୋକ ସଭା...

ଅମିତ ଶାହା ମୋତେ ଦେଇଛନ୍ତି ଆଶ୍ୱାସନା: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୨।୨: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି) ମୁଖ୍ୟ ଆଜାଦ ଜମ୍ମୁ କଶ୍ମୀରରେ ଚାଲିଥିବା ଏନକାଉଣ୍ଟର ବିରୋଧୀ ଡ୍ରାଇଭ ପ୍ରସଙ୍ଗକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ...

ଜମ୍ମୁ ପୋଲିସକୁ ବଡ଼ ସଫଳତା: ନରୱାଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରର ନରୱାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ଆରିଫଙ୍କୁ ଜମ୍ମୁ ପୋଲିସ ଗୁରୁବାର ଗିରଫ କରିଛି। ତାଙ୍କଠାରୁ ଆଇଇଡି ମଧ୍ୟ ଜବତ କରାଯାଇଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ଏହି ବିସ୍ଫୋରଣ କରିଥିଲେ। ସେ କାଟ୍ରା ବସ...

ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ହିନ୍ଦୁ: ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ

ଜୟପୁର,୨।୨: ଆଜିକାଲି ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର (ଆରଏସ୍‌ଏସ୍‌) କାର୍ଯ୍ୟକ୍ରମ ଚାଲିଛି। ସଂଗଠନର ଅନେକ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି, ଯେଉଁମାନେ...

ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨।୨: ଭାରତୀୟ ଜନତା ପାର୍ଟି ନାଗାଲାଣ୍ଡ ଏବଂ ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଭାଜପା ନେତା ନଳିନୀ କୋହଲି କହିଛନ୍ତି, ଭାଜପା ନାଗାଲାଣ୍ଡରେ ୨୦ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ, ଅବଶିଷ୍ଟ ୪୦ଟି ଆସନ...

ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ଲାଗୁ ରୋକ: ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୨ : ରାଜନେତାମାନଙ୍କୁ ଯେ କୌଣସି ଏକ ପଦବୀ ପାଇଁ ଗୋଟିଏରୁ ଅଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିବାକୁ ସୁପ୍ରିମକୋର୍ଟ କରାଯାଇଥିବା ଏକ ଆବେଦନ ଗୁରୁବାର ଖାରଜ ହୋଇଛି। ଶୀର୍ଷକୋର୍ଟ ଏହି ଆବେଦନକୁ ଖାରାଜ କରିଦେଇଛନ୍ତି। ଏହି...

ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri