ଜାତୀୟ

ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,...

ସତ୍ୟାଗ୍ରହ ଏକ୍ସପ୍ରେସର ୫ ବଗି ଇଞ୍ଜିନରୁ ଅଲଗା…

ପଶ୍ଚିମ ଚମ୍ପାରଣ,୨।୨ : ମୁଜାଫରପୁରରୁ ନରକାଟିଆଗଞ୍ଜ ଯାଉଥିବା ସତ୍ୟାଗ୍ରହ ଏକ୍ସପ୍ରେସ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ ଟ୍ରେନ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା। ବେତିଆ ମଝୋଂଲିଆ ଷ୍ଟେଶନ ନିକଟରେ ଏହାର ୫ଟି ବଗି ଇଞ୍ଜିନରୁ ଅଲଗା ହୋଇ ଯାଇଥିଲା। ଘଟଣା ସମ୍ପର୍କରେ...

ବିବିସି ଡକ୍ୟୁମେଣ୍ଟାରି ମାମଲା: ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି ଆବେଦନ କରିବାକୁ କହିଲେ ସିଜେଆଇ…

ନୂଆଦିଲ୍ଲୀ,୨।୨ : ଭାରତରେ ବିବିସିକୁ ନିଷିଦ୍ଧ କରିବାକୁ ଆବେଦନ ଉପରେ ପ୍ରଧାନବିଚାରପତି(ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି କରିବା ନେଇ ଆବେଦନ ପାଇଁ ଆବେଦନକାରୀଙ୍କୁ କହିଛନ୍ତି। ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏହି ଆବେଦନ କରିଛନ୍ତି।...

ଯୋଗୀ ଲୋକଙ୍କର ପ୍ରଥମ ପସନ୍ଦ, କେଜରିୱାଲ ଦ୍ୱିତୀୟ-ମମତା ତୃତୀୟ…

ନୂଆଦିଲ୍ଲୀ,୨।୨ : ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ର୍ନିବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ସମ୍ପ୍ରତି ଏକ ସର୍ଭେରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କର...

ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ଘର: କେରଳ ସରକାରଙ୍କ ନିଷ୍ପତ୍ତି…

ଥିରୁଭାନନ୍ତପୁରମ୍‌,୨।୨ : ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେରଳ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁନର୍ବାସ ପ୍ୟାକେଜର...

ରାଜସ୍ଥାନ ସୀମାରେ ଭୂକମ୍ପ ଝଟ୍‌କା

ଜୟପୁର,୨।୨: ରାଜସ୍ଥାନ ପ୍ରଦେଶ ନିକଟରେ ଥିବା ପାକିସ୍ତାନର ସୀମା ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ପାକିସ୍ତାନ ସୀମା ଅଞ୍ଚଳରେ ରହିଛି। ଗୁରୁବାର ସକାଳ ୯.୧୪ ସୃଷ୍ଟି ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି।...

ଆସାମରେ ୪ ହଜାରରୁ ଅଧିକ ବାଲ୍ୟ ବିବାହ ମାମଲା ରୁଜୁ: ୩ ଫେବୃୟାରୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ…

ଗୁଆହାଟୀ,୨।୨ : ବାଲ୍ୟ ବିବାହକୁ ରୋକିବା ପାଇଁ ଆସାମ ସରକାର ପ୍ରସ୍ତୁତ ହେଉଛନ୍ତି ଏବଂ ଏହା ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟୁଇଟ କରି କହିଛନ୍ତି ଯେ ରାଜ୍ୟରେ ବାଲ୍ୟ...

୨୮ ମାସର ଲଢ଼େଇ ପରେ ଜେଲରୁ ମୁକୁଳିଲେ ଗଣମାଧ୍ୟମ ପ୍ରତିନିଧି ସିଦ୍ଦିକ କପ୍ପନ…

ଲକ୍ଷ୍ନୌ,୨।୨ : ଜାମିନ ମଞ୍ଜୁର ହେବାର ଦିନକ ପରେ କେରଳର ଗଣମାଧ୍ୟମ ପ୍ରତିନିଧି ସିଦ୍ଦିକ କପ୍ପନ ୨୮ ମାସର ଆଇନଗତ ଲଢ଼େଇ ପରେ ଗୁରୁବାର ଜେଲରୁ ମୁକୁଳିଛନ୍ତି। ଅକ୍ଟୋବର ୨୦୨୦ରେ କପ୍ପନ ଏବଂ ଅନ୍ୟ ତିନିଜଣ ହା୍‌ଥରସ ଅଭିମୁଖେ ଯାଉଥିବାବେଳେ...

ଉପରାଷ୍ଟ୍ରପତି-ଆଇନମନ୍ତ୍ରୀଙ୍କୁ ପଦରୁ ହଟାଇବା ଲାଗି ହାଇକୋର୍ଟରେ ପିଟିଶନ…

ମୁମ୍ବାଇ,୨।୨ : ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ନ୍ୟାୟପାଳିକା ଉପରେ ଉଭୟଙ୍କ ଦ୍ୱାରା ନିକଟରେ ପ୍ରଦାନ କରାଯାଇଥିବା ବିବୃତ୍ତି ଭାରତର...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

ଭାରତ ଆମରିକା ମଧ୍ୟରେ ଖୁବ ଶୀଘ୍ର ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଭାରତ ଏବଂ ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି ଶୀଘ୍ର ହୋଇପାରେ। ଏହି ଚୁକ୍ତି ଅନୁଯାୟୀ ଭାରତକୁ ଆମେରିକାରୁ ୩୦ ଏମକ୍ୟୁ-୯ବି  ପ୍ରିଡେଟର ଡ୍ରୋନ କିଣିବ। ଏହି ଚୁକ୍ତି ସହିତ ଭାରତର ଏଲଏସି...

ସିଜାନ ଖାଁଙ୍କ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଲେ ତୁନିଷା ଶର୍ମାଙ୍କ ମାମୁ

ମୁମ୍ବାଇ,୨ ।୨: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ୨୪ ଡିସେମ୍ବର ୨୦୨୨ରେ ତାଙ୍କ ଶୋ’ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ର ସେଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ଅଭିନେତା ତଥା ଏକ୍ସ ବୟଫ୍ରେଣ୍ଡ ସିଜାନ ଖାଁଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri