ଜାତୀୟ

ଏକ ଡାର୍କ ବଜେଟ, ମୋତେ ମାତ୍ର ଅଧଘଣ୍ଟା ଦିଅ ମୁଁ ଗରିବଙ୍କ ପାଇଁ କିପରି ବଜେଟ ପ୍ରସ୍ତୁତ କରାଯାଏ ଦେଖାଇଦେବି: ମମତା ବାନାର୍ଜୀ

କୋଲକତା,୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟକୁ ନେଇ ନରେନ୍ଦ୍ର ମୋଦି ସରକାର ଉପରେ ବର୍ଷିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ସହିତ ବଜେଟ ସଂଯୋଗ କରି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନକୁ...

ବଜେଟ ଉପସ୍ଥାପନବେଳେ ଏମିତି କିଛି କହିଦେଲେ ଅର୍ଥମନ୍ତ୍ରୀ: ପ୍ରଧାନମନ୍ତ୍ରୀ ବି ରୋକିପାରିଲେନି ହସ

ନୂଆଦିଲ୍ଲୀ,୧।୨: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ବଜେଟ ଉପସ୍ଥାପନ କରୁଥିଲେ। ଏହି ସମୟରେ ତାଙ୍କ ପାଟିରୁ ବାହାରିଥିବା ଏକ ଶବ୍ଦ ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନ୍ୟ ବିରୋଧୀଦଳ...

ଜମ୍ମୁ କଶ୍ମୀରର ହିମସ୍ଖଳନ: ୨ ବିଦେଶୀ ନାଗରିକଙ୍କ ଚାଲିଗଲା ଜୀବନ

ଶ୍ରୀନଗର,୧।୨: ଜମ୍ମୁ କଶ୍ମୀରର ଗୁଲମର୍ଗରେ ହିମସ୍ଖଳନ ଘଟିଛି। ଏଥିରେ ଦୁଇଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ବିଦେଶୀ ନାଗରିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କାଟ୍ରା ବୈଷ୍ଣୋ ଦେବୀ...

ବଜେଟ ପ୍ରତିକ୍ରିୟା: ଫାରୁକ କଲେ ସମର୍ଥନ-ଥରୁର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ମହିଳା, ଯୁବକ ଏବଂ ବରିଷ୍ଠ ନାଗରିକଙ୍କ ବିଶେଷ ଗୁରୁତ୍ୱ ନେବାକୁ ଉଦ୍ୟମ କରାଯାଇଛି। ଏଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ୟାକ୍ସ...

ସମସ୍ତ ବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ସକ୍ଷମ ହେବ ବଜେଟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୨.୦ର ଶେଷ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ସାଧାରଣ ବଜେଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମ, ଗରିବ ଏବଂ ଚାଷୀଙ୍କୁ ବଜେଟରେ...

ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧।୨: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସର୍ବାଧିକ ନେଟଓ୍ବର୍ଥ ମୂଲ୍ୟ ଦୃଷ୍ଟିରୁ ମୁକେଶ ଅମ୍ବାନୀ ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀଙ୍କୁ ପଛରେ ପକାଇଦେଇଛନ୍ତି। ଏନେଇ ବୁଧବାର ଫୋର୍ବସ୍‌...

ସଂସଦରେ ରାହୁଲ ପହଞ୍ଚିବା ପରେ ଶୁଭିଲା ଭାରତ ଯୋଡୋର ସ୍ଲୋଗାନ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଚଳିତ ବର୍ଷ ୨୦୨୩-୨୦୨୪ ପାଇଁ ଭାରତର ବଜେଟ ଉପସ୍ଥାପନ କରୁଛନ୍ତି। ଏହି ବଜେଟର ସେଶନ୍‌ରେ ଭାଗ ନେବା ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶେଷ କରିବା ପରେ...

ଆୟକର ଦାତାଙ୍କୁ ଆଶ୍ୱସ୍ତି: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ନାହିଁ…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଆୟକର ଦାତାଙ୍କୁ ଆଶ୍ପସ୍ତି ମିଳିଛି। ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନ୍ୟୁ ଟ୍ୟାକ୍ସ ରିଜିମ ଅନ୍ତର୍ଗତ ଏହା ଆୟକର ଦାତାଙ୍କୁ...

୮୭ ମିନିଟରେ ୨୦୨୩ ବଜେଟ ଉପସ୍ଥାପନ: ନୂଆ ଭାରତର ଚିତ୍ର ସ୍ପଷ୍ଟ,ରାଜ୍ୟଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ,ପ୍ୟାନ କାର୍ଡକୁ ଜାତୀୟ ପରିଚୟ କାର୍ଡ ମାନ୍ୟତା…

ନୂଆଦିଲ୍ଲୀ,୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୮୭ ମିନିଟର ବଜେଟ ଉପସ୍ଥାପନ କରି ନୂଆ ଭାରତର ଚିତ୍ର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଭାରତୀୟ ଅର୍ଥନୀତି...

କ’ଣ ହେଲା ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ର ସମ୍ବନ୍ଧରେ ବଜେଟରେ ଅନେକ ଘୋଷଣା କରିଛନ୍ତି। କିନ୍ତୁ ସାଧାରଣ ଲୋକ କେଉଁ ଜିନିଷ ଶସ୍ତା ଏବଂ କେଉଁ ଜିନିଷ ମହଙ୍ଗା ହୋଇଛି ତାହା ମନ୍ତ୍ରୀ...

ବଜେଟ ପରେ ଶେୟାର ବଜାରରେ ଉତ୍ସାହ…

ନୂଆଦିଲ୍ଲୀ,୧।୨ : ବଜେଟ ପରେ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ସେନ୍ସେକ୍ସ ଏବଂ ନିଫ୍ଟି ଉଭୟ ଲାଭ ସହିତ ଖୋଲିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମୟରେ ଷ୍ଟକ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାୟ ୧୧୦୦ ପଏଣ୍ଟ...

ମହିଳାମାନଙ୍କ ୨ ଲକ୍ଷ ଜମା ଉପରେ ୭.୫ ପ୍ରତିଶତ ସୁଧ, ଆଇଟି ରିଟର୍ନ ସହଜ, ଟ୍ୟାକ୍ସ ରିଟର୍ନର ପ୍ରକ୍ରିୟାକରଣ ୯୦ରୁ ୧୬ ଦିନକୁ ହ୍ରାସ…

ନୂଆଦିଲ୍ଲୀ,୧।୨ : ମହିଳାମାନଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅଧୀନରେ ମହିଳା ସମ୍ମାନ ବଚନ ପାତ୍ର ଘୋଷଣା କରାଯାଉଛି ଏବଂ ସେମାନଙ୍କ ପାଇଁ ଏକ ନୂତନ ସଞ୍ଚୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri