ଜାତୀୟ

୮ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ଲିଙ୍ଗ ଅନୁପାତ ୯୦୦ ତଳେ…

ନୂଆଦିଲ୍ଲୀ,୩୧।୧ : ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ବାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ (ଏଚଏମଆଇଏସ) ରିପୋର୍ଟରେ ଦେଶରେ ଜନ୍ମ ସମୟରେ ଲିଙ୍ଗ ଅନୁପାତର ଆଶ୍ଚର୍ଯ୍ୟଜନକ ଆକଳନ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ପୁଅ ତୁଳନାରେ...

ଆଶୀର୍ବାଦ ଟାଓ୍ବାରରେ ଭୟଙ୍କର ଅଗ୍ନିକାଣ୍ଡ: ଏଯାବତ ୩ ମୃତ, ଫସି ରହିଛନ୍ତି ଅନେକ

ଧନବାଦ,୩୧।୧: ଝାଡଖଣ୍ଡର ଧନବାଦର ଆଶୀର୍ବାଦ ଟାଓ୍ବାରରେ ମଙ୍ଗଳବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେଉଛି। ଅଗ୍ନିଶମ ବିଭାଗର ସମସ୍ତ ଉଦ୍ୟମ ସତ୍ତ୍ୱେ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ତେବେ ଏହି ଘଟଣାରେ ଏଯାବତ...

ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ବି.ଏସ୍‌. ୟେଦୁରୁପ୍ପା

ବେଙ୍ଗାଲୁରୁ, ୩୧।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରୁପ୍ପା ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାଜପାର କେନ୍ଦ୍ରୀୟ ସଂସଦୀୟ କମିଟିର ସେ ସଦସ୍ୟ ଥିବା ବେଳେ ରାଜନୀତିରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ବେଲାଗାଭିରେ ଗଣମାଧ୍ୟମକୁ ସୂଚନା ଦେଇ...

ପୂର୍ବତନ ଆଇନ ମନ୍ତ୍ରୀ, ପ୍ରଶାନ୍ତ ଭୂଷଣଙ୍କ ପିତା ଶାନ୍ତି ଭୂଷଣଙ୍କ ୯୭ ବର୍ଷରେ ପରଲୋକ

ନୂଆଦିଲ୍ଲୀ,୩୧।୧: ପରଲୋକରେ ପ୍ରଶାନ୍ତ ଭୂଷଣଙ୍କ ପିତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ। ଦିଲ୍ଲୀସ୍ଥିତ ବାସଭବନରେ ମଙ୍ଗଳବାର ସନ୍ଧ୍ୟା ୭ ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ୧୯୭୭ରୁ...

ନାଗରିକତ୍ୱ ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି କେନ୍ଦ୍ର ସରକାର: ମମତା…

କୋଲକାତା,୩୧।୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ନାମରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ମମତା ଏହା...

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି ଆସନ୍ତା ଏପ୍ରିଲ ୧ରୁ ରାସ୍ତାରୁ ହଟାଇ ଦିଆଯିବ। ସେଗୁଡ଼ିକ ସ୍ଥାନରେ ନୂଆ ଗାଡ଼ି...

କେତେ ଶ୍ରମିକଙ୍କୁ ମିଳୁଛି ଖାଦ୍ୟ ଶସ୍ୟ: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୧ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପଞ୍ଜୀକୃତ ୨୮ କୋଟି ୫୫ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ କେତେଜଣଙ୍କର ରାଶନ କାର୍ଡ ଅଛି ଏବଂ କେତେଜଣ...

ପିଏମ୍‌ କେୟାର୍ସ ଭାରତ ସରକାରଙ୍କ ପାଣ୍ଠି ନୁହେଁ: ହାଇକୋର୍ଟଙ୍କୁ କହିଲେ ପିଏମଓ…

ନୂଆଦିଲ୍ଲୀ,୩୧।୧ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ପିଏମ୍‌ କେୟାର୍ସ ଭାରତ ସରକାରଙ୍କ ପାଣ୍ଠି ନୁହେଁ ଏବଂ ଏହାକୁ ସରକାରୀ କର୍ତ୍ତୃପକ୍ଷ ଭାବରେ ବିବେଚନା କରାଯାଇପାରିବ ନାହିଁ। ପିଏମଓର ଅଣ୍ଡର ସେକ୍ରେଟେରୀଙ୍କ ଦ୍ୱାରା ଦାଖଲ...

ମନ୍ଦିର ନାମରେ ନକଲି ଓ୍ବେବସାଇଟ କରାଯିବ ବ୍ଲକ…

ଚେନ୍ନାଇ,୩୧।୧ : ତାମିଲନାଡୁରେ ମନ୍ଦିର ନାମରେ ଅନଧିକୃତ, ବେଆଇନ ତଥା ନକଲି ୱେବସାଇଟକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏସବୁ ଓ୍ବେବସାଇଟକୁ ବ୍ଲକ୍‌ କରାଯିବା ଜରୁରୀ। ଏସବୁ...

‘ଜୟ ଜୟ ମହାରାଷ୍ଟ୍ର ମାଝା’ ହେଲା ରାଜ୍ୟ ସଙ୍ଗୀତ: ଶିନ୍ଦେଙ୍କ କ୍ୟାବିନେଟ ନିଷ୍ପତ୍ତି…

ମୁମ୍ବାଇ,୩୧।୧ : ମହାରାଷ୍ଟ୍ର ସରକାର ମଙ୍ଗଳବାର ‘ଜୟ ଜୟ ମହାରାଷ୍ଟ୍ର ମାଝା’କୁ ରାଜ୍ୟ ସଙ୍ଗୀତ ଭାବରେ ସ୍ବୀକୃତି ଦେଇଛନ୍ତି। ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଫେବୃଆରୀ ୧୯ ରେ ଗ୍ରହଣ କରାଯିବ।...

ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…

ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଚାରପତି କେଏମ ଜୋଶେଫ, ଅଜୟ ରସ୍ତୋଗୀ,...

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର ଗୁଜରାଟ ଗାନ୍ଧୀନଗରର ଆଡିଶନ୍‌ ଜିଲା ଏବଂ ସେସନ୍‌ କୋର୍ଟ ଆଶାରାମ ବାପୁଙ୍କ ବିରୋଧରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri