ଜାତୀୟ

ମୋରବି ଝୁଲାପୋଲ ଦୁର୍ଘଟଣା: ଓରେଭା ଗ୍ରୁପ୍‌ ଏମଡି କୋର୍ଟରେ କଲେ ଆତ୍ମ ସମର୍ପଣ…

ଅହମଦାବାଦ,୩୧।୧ : ଗୁଜରାଟର ମୋରବି ଝୁଲା ପୋଲ ଭୁଶୁଡ଼ିବା ମାମଲାରେ ଅଭିଯୁକ୍ତ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଜୟସୁଖ ପଟେଲ ମଙ୍ଗଳବାର ମୋରବିସ୍ଥିତ ସିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପୂର୍ବରୁ ସିଜେଏମ କୋର୍ଟ ଜୟସୁଖ ପଟେଲଙ୍କ ବିରୋଧରେ ୱାରେଣ୍ଟ...

ମାରିନା ବିଚରେ କରୁଣାନିଧିଙ୍କ ସ୍ମାରକୀ ନିର୍ମାଣକୁ ବିରୋଧ…

ଚେନ୍ନାଇ,୩୧।୧ : ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ସ୍ମୃତିରେ ମାରିନା ବିଚରେ ଏକ କଲମ ସ୍ମାରକୀ ନିର୍ମାଣ ପ୍ରସ୍ତାବ ଉପରେ ଏକ ଜନ ଶୁଣାଣି ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ସମୟରେ...

୩ ଦିନରେ ୩୪ ଶହ କୋଟି ଡଲାର କ୍ଷତି, ଶୀର୍ଷ ୧୦ ଧନ କୁବେର ତାଲିକାରୁ ବାହାରିଲେ ଗୌତମ ଆଦାନୀ…

ନୂଆଦିଲ୍ଲୀ,୩୧।୧ : ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ଅନ୍ୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ ବହୁ କ୍ଷତି ସହିଛନ୍ତି। ତାଙ୍କ ଗ୍ରୁପ କମ୍ପାନୀଗୁଡିକ ତିନି ଦିନ ମଧ୍ୟରେ ୩୪ ଶହ କୋଟି ଡଲାରର କ୍ଷତି କରିଛନ୍ତି। କେବଳ...

ଅର୍ଥନୈତିକ ସର୍ଭେ ୨୦୨୨-୨୩ ରିପୋର୍ଟ: ୨୦୨୩-୨୪ ବର୍ଷରେ ବିକାଶ ହାର ୬.୫ ପ୍ରତିଶତ ଅନୁମାନ…

ନୂଆଦିଲ୍ଲୀ,୩୧।୧ : ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଆସନ୍ତା ଆର୍ଥିକ ବର୍ଷରେ ଅର୍ଥାତ ୨୦୨୩-୨୪ ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅବଶ୍ୟ, ଏହା ଚଳିତ ଆର୍ଥିକ ବର୍ଷରେ ୭ ପ୍ରତିଶତ...

ବିଶାଖାପଟ୍ଟନମ ହେବ ଆନ୍ଧ୍ରପ୍ରଦେଶ ରାଜଧାନୀ: ଜଗନମୋହନ ରେଡ୍ଡୀଙ୍କ ଘୋଷଣା…

ହାଇଦ୍ରାବାଦ,୩୧।୧ : ବିଶାଖାପାଟ୍ଟନମ ରାଜ୍ୟର ପରବର୍ତ୍ତୀ ରାଜଧାନୀ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ବାସ୍ତବରେ ହାଇଦ୍ରାବାଦକୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସାଧାରଣ ରାଜଧାନୀ ଭାବରେ ମାତ୍ର ୧୦ ବର୍ଷ ପାଇଁ ଘୋଷଣା କରାଯାଇଛି।...

ବେନାମୀ କାରବାର ମାମଲାର ଖୋଲା ଅଦାଲତରେ ହେଉ ଶୁଣାଣି, କେନ୍ଦ୍ର ସରକାରଙ୍କ ଆବେଦନ…

ନୂଆଦିଲ୍ଲୀ,୩୧।୧ : ବେନାମୀ କାରବାର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସମୀକ୍ଷା କରିବାକୁ ଏକ ଆବେଦନ ଉପରେ କେନ୍ଦ୍ର ସରକାର ଏକ ଖୋଲା କୋର୍ଟରେ ଶୁଣାଣି ପାଇଁ ଆବେଦନ କରିଛନ୍ତି। କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସୋଲିସିଟର ଜେନେରାଲ...

ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ, ୭୦ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୧।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ...

୨୦୪୭ ସୁଦ୍ଧା ଏକ ସ୍ବର୍ଣ୍ଣିମ ଭାରତ ଗଢିବାର ଅଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ସଂସଦର ବଜେଟ୍‌ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ସଂସଦର ମିଳିତ ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଆମକୁ ଏପରି ଏକ ଭାରତ ଗଠନ କରିବାକୁ ହେବ, ଯେଉଁଥିରେ ଅତୀତର ଗୌରବ ଥିବ।...

ଭାରତର ବଜେଟ୍‌ ଉପରେ ସାରା ବିଶ୍ୱର ରହିଛି ନଜର:ମୋଦି

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ...

କେଜ୍‌ରିଓ୍ବାଲଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ମୁଣ୍ଡକା ଅଞ୍ଚଳରେ ରହୁଥିବା ଜୟ ପ୍ରକାଶ ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ବ୍ୟକ୍ତି ଜଣଙ୍କ ବିଳମ୍ବିତ ରାତିରେ ପୋଲିସକୁ ଡାକି...

ଶହୀଦଙ୍କୁ ସଲାମ! ଜମ୍ମୁ-କଶ୍ମୀର ପ୍ରଶାସନ ଶହୀଦଙ୍କ ନାମରେ ନାମିତ କରିବେ ୫୭ ସ୍କୁଲ, ସଡ଼କର ନାମ

ଶ୍ରୀନଗର,୩୧ ।୧: ଜମ୍ମ-କଶ୍ମୀର ପ୍ରଶାସନ ଶହୀଦ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ-କଶ୍ମୀରରେ ଏବେ ୫୭ ସ୍କୁଲ ଓ ସଡ଼କର ନାମ ଶହୀଦ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ନାମିତ କରାଯିବ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲା ଦାହାନୁ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏକ କାର୍‌ -ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri