ଜାତୀୟ

ବିଏସ୍‌ପିକୁ ବଡ଼ ଝଟ୍‌କା: ଜମ୍ମୁ-କଶ୍ମୀରର ମହାସଚିବ ଏନ୍‌ସିରେ ସାମିଲ

ଶ୍ରୀନଗର,୩୦।୧: ଜମ୍ମୁ-କଶ୍ମୀରରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ଏକ ବଡ଼ ଝଟ୍‌କା ଲାଗିଛି। ବିଏସ୍‌ପିର ଜମ୍ମୁ-କଶ୍ମୀରର ସାଧାରଣ ସମ୍ପାଦକ ରବିନ୍ଦର ସିଂ ଦଳ ଛାଡି ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)ରେ ସାମିଲ ହୋଇଛନ୍ତି। ସୋମବାର ରବିନ୍ଦର ସିଂ ଦଳର ଅଧ୍ୟକ୍ଷ ତଥା ପୂର୍ବତନ...

ରାମଚରିତମାନସର ପୃଷ୍ଠା ଜଳାଇବା ମାମଲାରେ ୫ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ପୋଲିସ ରାମଚରିତମାନସର ପୃଷ୍ଠା ଚିରି ପୋଡ଼ି ଦେବା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପିଜି ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟେନ୍ଦ୍ର କୁଶୱା, ଯଶପାଲ ସିଂ, ଦେବେନ୍ଦ୍ର ପ୍ରତାପ ଯାଦବ,...

ଭାଜପାରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା

ଅହମ୍ମଦାବାଦ,୩୦।୧: ଭାଜପାରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟ ଆନନ୍ଦ ଜିଲାର ପୂର୍ବତନ ବିଧାୟକ କାନ୍ତି ସୋଧା ପରମାର। ସୋମବାର ଗୁଜୁରାଟ ଗାନ୍ଧୀନଗରର କମଲମ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଗୁଜୁରାଟ ବିଧାନସଭା...

ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍‌-ଡି’ର ଅଭାବ: ବଡୋଦରାରେ ସର୍ବାଧିକ

ନୂଆଦିଲ୍ଲୀ,୩୦।୧: ଭିଟାମିନ୍‌-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ...

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିମାନ

ଅମରାବତୀ,୩୦।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଯାଉଥିବା ଏକ ସ୍ବତନ୍ତ୍ର ବିମାନ ସୋମବାର ଗାନ୍ନାଭରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉଡାଣର କିଛି ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିବା ପରେ ଏହି ଅବତରଣ କରାଯାଇଛି।...

ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଗାନ୍ଧୀନଗର ଆଡିଶନ୍‌ ଜିଲା ଏବଂ ସେସନ୍‌ କୋର୍ଟ ଆଶାରାମଙ୍କ ବିରୋଧରେ ରାୟ ଶୁଣାଇଛନ୍ତି। ମଙ୍ଗଳବାର ଆଶାରାମଙ୍କ...

ଭାଇରାଲ ହେଉଛି ରାହୁଲ-ପ୍ରିୟଙ୍କାଙ୍କ ବରଫ ଫିଙ୍ଗା ଫଟୋ

ନୂଆଦିଲ୍ଲୀ,୩୦ା୧: ଭାରତ ଯାଡ଼ୋ ଯାତ୍ରାର ଶେଷ ଦିନରେ ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଛି। ଏହା ଦେଖି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଖୁସି ମନାଇଛନ୍ତି। ସେମାନେ ପରସ୍ପର ଉପରକୁ ବରଫ ଫିଙ୍ଗି ବେଶ୍‌ ମଜା ଉଠାଇଛନ୍ତି। ଏହା ବ୍ୟତୀତ...

ସର୍ବଦଳୀୟ ବୈଠକ: ଯୋଗ ଦେଲାନି କଂଗ୍ରେସ

ନୂଆଦିଲ୍ଲୀ,୩୦।୧: ସଂସଦର ବଜେଟ ଅଧିବେଶନ ପୂର୍ବରୁ ସୋମବାର ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୨୭ଟି ଦଳର ନେତା ଉପସ୍ଥିତ ଥିଲେ। ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ୨୭ଟି ଦଳର...

‘ଭାରତ ଯୋଡ଼ୋ ଯାତ୍ରା’ ଶେଷ

ଶ୍ରୀନଗର,୩୦ା୧: ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉଡ଼ାଇବା ସହ ଭାରତ ଯୋଡ଼ୋ ଯାତ୍ରା ସ୍ମାରକର...

ମରିଯିବି ପଛେ ଭାଜପାକୁ ଯିବି ନାହିଁ: ନୀତୀଶ କୁମାର

ପାଟନା,୩୦।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଭାଜପା ସହ ମେଣ୍ଟ କରିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ମରିଯିବି ପଛେ ଭାଜପାକୁ ଯିବି ନାହିଁ। ସୋମବାର ନୀତୀଶ ପାଟନାର ଗାନ୍ଧୀ ଘାଟରେ ପହଞ୍ଚି...

ବିବିସି ଡକ୍ୟୁମେଣ୍ଟାରିର ଶୁଣାଣି ଫେବୃୟାରୀ ୬ରେ…

ନୂଆଦିଲ୍ଲୀ,୩୦।୧ : ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରି ଉପରେ ହୋଇଥିବା ନିଷେଧାଦେଶର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଫେବୃଆରୀ ୬ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚ୍‌ୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ...

ଭାଜପାରେ ସାମିଲ ହୋଇଥିବା ମବଶର ଅଲ୍ଲୀଙ୍କୁ ଦେଶଦ୍ରୋହୀ କହିଲା ସିପିଆଇଏମ୍‌…

ଅଗରତାଲା,୩୦।୧ : ସୋମବାର ତ୍ରିପୁରା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଏମ) ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଇଥିବା ଦଳର ବିଧାୟକ ମବଶର ଅଲ୍ଲୀଙ୍କୁ ଦେଶଦ୍ରୋହୀ ବୋଲି କହିଛି। ବରିଷ୍ଠ ସିପିଆଇ (ଏମ) ନେତା ପବିତ୍ର କର କହିଛନ୍ତି ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri