ଜାତୀୟ

‘ହିଣ୍ଡେନ୍‌ବର୍ଗ ଅଭିଯୋଗ ଭାରତ ଉପରେ ଆକ୍ରମଣ’

ନୂଆଦିଲ୍ଲୀ,୩୦ା୧: ସବୁଠୁ ଧନୀ ଭାରତୀୟ ଗୌତମ ଆଦାନୀଙ୍କ ଗ୍ରୁପ୍‌ ରବିବାର ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଆଦାନୀ ଗ୍ରୁପ୍‌ ଏହି ଅଭିଯୋଗକୁ ଭାରତ, ଏହାର ଅନୁଷ୍ଠାନଗୁଡ଼ିକ ଏବଂ ଗ୍ରୋଥ୍‌ ଷ୍ଟୋରି ଉପରେ...

‘କୃଷ୍ଣ, ହନୁମାନ ସବୁଠୁ ମହାନ୍‌ କୂଟନୀତିଜ୍ଞ’

ନୂଆଦିଲ୍ଲୀ,୩୦ା୧: ଭଗବାନ୍‌ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର କହିଛନ୍ତି। ପୁଣେରେ ନିଜ ଇଂଲିଶ୍‌ ପୁସ୍ତକ ‘ଦି...

ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ଲୋକଙ୍କ ନିକଟକୁ ଯାଅ,ସରକାରୀ ଯୋଜନା ବିଷୟରେ ବୁଝାଅ

ନୂଆଦିଲ୍ଲୀ,୩୦।୧: ଲୋକଙ୍କ ନିକଟକୁ ଯାଇ ସରକାରୀ ଯୋଜନା ବିଷୟରେ ବୁଝାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟଣା: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧: ପୋଲିସ ଏଏସ୍‌ଆଇଙ୍କ ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତାଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନିନ୍ଦା କରିବା ସହ ଶୋକ...

କେବଳ ପ୍ରଧାନମନ୍ତ୍ରୀ ଲାଗୁଛିି, ଆମ ଜମି ଚାଇନା ଅକ୍ତିଆର କରିନାହିଁ: ରାହୁଲ

ଶ୍ରୀନଗର,୨୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଅନୁଭବ କରୁଛନ୍ତି ଯେ, ଚାଇନା ଭାରତରୁ କୌଣସି ଜମି ନେଇ ନାହିଁ।...

‘ଅମୃତ ଉଦ୍ୟାନ ଉତ୍ସବ-୨୦୨୩’ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ‘ଅମୃତ ଉଦ୍ୟାନ ଉତ୍ସବ-୨୦୨୩’ ଉଦ୍‌ଘାଟନ କରିଛନ୍ତି। ପରେ ରାଷ୍ଟ୍ରପତି ‘ଅମୃତ ଉଦ୍ୟାନ’ ପରିଦର୍ଶନ କରିଥିଲେ। ଏଠାରେ ଲାଗିଥିବା ଫୁଲ ଦେଖି ଉପଭୋଗ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି ଉଦ୍ୟାନ ସାଧାରଣ...

୩୦ ଫୁଟ ଉଚ୍ଚରୁ ଖସିଲେ କଳା ହରିଣ: ୧୨ ମୃତ

ପୁଣେ,୨୯।୧: ମହାରାଷ୍ଟ୍ରର ସୋଲାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦ ଫୁଟ୍‌ ଉଚ୍ଚତାରୁ ଖସି ୧୨ କଳା ହରିଣଙ୍କ ମୃତ୍ୟୁ ଘଟିଛି। ଦୁଇଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସାଲାପୁର-ବିଜାପୁର ରାଜପଥରେ ଥିବା ବ୍ରିଜ ଉପରେ...

‘ଏଣିକି ଘଣ୍ଟା ବଜାଇବା ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ’

ମୁମ୍ବାଇ,୨୯।୧: ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ତେଲେଙ୍ଗାନା ଭାଜପା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରବିବାର ସେ କହିଛନ୍ତି, ବର୍ତ୍ତମାନ ଘଣ୍ଟା ବଜାଇବା ହିନ୍ଦୁ ନୁହେଁ, ଗଳା କାଟୁଥିବା ହିନ୍ଦୁ...

ମନ୍ତ୍ରୀ ହେବି କେବେ ଭାବି ନ ଥିଲି: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପାଇବା ନେଇ ଏସ ଜୟଶଙ୍କର ପ୍ରଥମ ଥର ପାଇଁ ଖୋଲାଖୋଲି ନିଜ ମତ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ...

ଦାଦାଙ୍କୁ ବଡ଼ ଦାୟିତ୍ୱ ଦେଲେ ଅଖିଳେଶ

ଲକ୍ଷ୍ନୌ,୨୯।୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ୬୨ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏଥିରେ ଅଖିଳେଶ ଦଳର ବରିଷ୍ଠ ନେତା ତଥା ଦାଦା ଶିବପାଲ ଯାଦବଙ୍କୁ ଏକ ବଡ଼ ଦାୟିତ୍ୱ...

୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଳୀ,୨୯।୧: ଦେଶର ରାଜଧାନୀ ଦିଲ୍ଲୀରୁ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉଭୟ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)ର ସଦସ୍ୟ ବୋଲି କୁହାଯାଉଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ସେମାନେ ଦିଲ୍ଲୀର ଅନେକ ଅଞ୍ଚଳରେ...

ହଠାତ୍‌ ମାଡ଼ ହେଲା ପକ୍ଷୀ: ବିମାନର ଜରୁରିକାଳୀନ ଅବତରଣ

ଲକ୍ଷ୍ନୌ,୨୯।୧: ଲକ୍ଷ୍ନୌରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନରେ ହଠାତ୍‌ ପକ୍ଷୀ ମାଡ଼ ହୋଇଛି। ପରେ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା, ଏହି ସମୟରେ ପାଇଲଟ ପକ୍ଷୀ ମାଡ଼ ଯୋଗୁ ରନୱେରେ ବିମାନକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri